latest

Date: July 1, 2019

Total 29 Posts

ଭାରତରେ କମିଲା ସୁନା ଦର

ଆମେରିକା ଓ ଚୀନ ମଧ୍ୟରେ ବାଣିଜ୍ୟ ଲଢେଇ ଶେଷ ହେବାର ଆଶା ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ସୁନା ଦର ହ୍ରାସ ପାଇଛି । ଏହାର ପ୍ରଭାବ ଘରୋଇ ବଜାରେ ଉପରେ ପଡିଛି ଓ ଗତ କିଛି ଦିନ ଧରି ବଢିଚାଲିଥିବା ସୁନା

ପେଟିଏମରେ ଟ୍ରାଞ୍ଜାକ୍ସନ କଲେ ଦେବାକୁ ପଡିବନି ଅତିରିକ୍ତ ଦେୟ

ପେଟିଏମ୍‌ ପେମେଣ୍ଟ୍‌ ବ୍ୟାଙ୍କ୍‌ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର। ଇ-ୱାଲେଟ୍‌ କମ୍ପାନି ପେଟିଏମ୍‌ ପକ୍ଷରୁ ଜାରି କରା ଯାଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ଏଣିକି ଡିଜିଟାଲ୍‌ ଟ୍ରାଞ୍ଜାକସନ୍‌ ଉପରେ କୌଣସି ଅତିରିକ୍ତ ଦେୟ ଦେବାକୁ ପଡିବନି। ତେବେ ଏହା ପୂର୍ବରୁ

କୋଇଲା ଆବଣ୍ଟନ ଦୁର୍ନୀତି: ନବୀନ ଜିନ୍ଦଲଙ୍କ ସମେତ 5ଜଣକ ବିରୁଦ୍ଧରେ ଦାଖଲ ହେବ ଅଭିଯୋଗ ପତ୍ର

କୋଇଲା ବ୍ଲକ ଆବଣ୍ଟନ ଦୁର୍ନୀତି ମାମଲାରେ ନବୀନ ଜିନ୍ଦଲଙ୍କ ସମେତ ଅନ୍ୟ ପାଞ୍ଚ ଜଣକ ବିରୁଦ୍ଧରେ ଅଭିଯୋଗ ପତ୍ର ଦାଖଲ କରିବାକୁ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱତନ୍ତ୍ର ବିଚାରପତି ଭରତ ପରାଶର ସେମାନଙ୍କ ବିରୁଦ୍ଧରେ ଆଇପିସି ଧାରା 420 ଏବଂ 120ଖ

ବିଶ୍ୱନାଥନଙ୍କୁ ଡେପୁଟୀ ଗଭର୍ଣ୍ଣର ପାଇଁ ପୁନଃ ନିଯୁକ୍ତି ଦେଲା ଆରବିଆଇର

ଏକ ବର୍ଷ ପାଇଁ ଏନଏସ ବିଶ୍ୱନାଥନଙ୍କୁ ଆରବିଆଇର ଡେପୁଟୀ ଗଭର୍ଣ୍ଣର ନିଯୁକ୍ତ କରାଯାଇଛି । ବିଶ୍ୱନାଥନଙ୍କୁ ଏହି ଦାୟିତ୍ୱ ଦ୍ୱିତୀୟଥର ପାଇଁ ଦିଆଯାଇଛି । ଏହା ପୂର୍ବରୁ ବିଶ୍ୱନାଥନଙ୍କୁ  ଚାରି ଜୁଲାଇ 2016ରେ ଆରବିଆଇରେ ତିନି ବର୍ଷ ପାଇଁ ଡେପୁଟୀ ଗଭର୍ଣ୍ଣର

ଜୁଲାଇ 5ରେ ବିଧାୟକ ସରୋଜ ମେହେରଙ୍କ ଜାମିନ ଆବେଦନର ଶୁଣାଣି

ଜଣେ ଜେଇଇଙ୍କୁ ସର୍ବସମ୍ମୁଖରେ ଉଠ୍‌ବସ୍‌ କରାଇ ଗିରଫ ହୋଇଥିବା ବିଧାୟକ ସରୋଜ ମେହେରଙ୍କ ଜାମିନ ଆବେଦନର ଆଜି ଶୁଣାଣୀ ଜୁଲାଇ 5କୁ ଘୁଞ୍ଚି ଯାଇଛି। ଜୁଲାଇ 5ରେ ପୁଣି ଶୁଣାଣି ପାଇଁ ଦିନ ଧାର୍ଯ୍ୟ କଲେ ସ୍ପେଶାଲ କୋର୍ଟ। ଅପର ପକ୍ଷେ ସତ୍ୟପାଠ

ଅମ୍ବାନୀ ବିକିବେ ସାନ୍ତକ୍ରୁଜ୍‌ ସ୍ଥିତ ମୁଖ୍ୟାଳୟ!

ସଂପ୍ରତି ବିପୁଳ ପରିମାଣର ଋଣଭାରାରେ ବୁଡ଼ିଯାଇ ସେଥିରୁ ମୁକୁଳିବା ପାଇଁ ସଂଗ୍ରାମ ଚଳାଇଥିବା ଦେଶର ଅନ୍ୟତମ ଶ୍ରେଷ୍ଠ, ଖାତନାମା ବ୍ୟବସାୟୀ ତଥା ଶିଳ୍ପପତି, ରଲାଏନ୍ସ ଗ୍ରୁପ୍‌ର ଅଧ୍ୟକ୍ଷ ଅନୀଲ ଅମ୍ବାନୀ ତାଙ୍କର ସାନ୍ତକ୍ରୁଜ୍‌ ସ୍ଥିତ ମୁଖ୍ୟାଳୟକୁ ବିକିଦେବା ପାଇଁ ନିଷ୍ପତ୍ତି ନେଇଥିବା

ମିଶ୍ରିର ଉପକାରୀ ଗୁଣ

ସାଧାରଣତଃ ଘରେ ଭୋଗରେ ମିଶ୍ରିର ବ୍ୟବହାର କରାଯାଇଥାଏ। ସେହିପରି ଲୋକମାନେ ଖାଇବା ପରେ ପାନମଧୁରୀ ସହିତ ମିଶ୍ରି ଖାଇବାକୁ ପସନ୍ଦ କରି ଥାଆନ୍ତି। ମିଶ୍ରି ଯେ କେବଳ ପାଟିକୁ ସୁଆଦିଆ ଲାଗେ ତାହା ନୁହେଁ, ତାର ଅନେକ ଉପକାରୀ ଗୁଣ ବି

କଶ୍ମୀରରେ ରାଷ୍ଟ୍ରପତି ଶାସନ ମିଆଦ ବୃଦ୍ଧି କରିବାକୁ ରାଜ୍ୟସଭାରେ ଆସିଲା ବିଲ୍

ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି ଶାସନର ମିଆଦ ବୃଦ୍ଧି କରିବାକୁ ଲୋକସଭା ପରେ ଆଜି ରାଜ୍ୟସଭାରେ ଏକ ବିଲ୍‌ ଆଗତ ହୋଇଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏହି ବିଲ୍‌ ଆଗତ କରିଛନ୍ତି। ଏହାବାଦ୍‌ ଜମ୍ମୁ-କଶ୍ମୀର ସଂଶୋଧନ ସଂରକ୍ଷଣ ବିଲ୍‌ ମଧ୍ୟ ଆଗତ

ଜୁଲାଇ 4ରେ ଭାରତରେ ଲଞ୍ଚ୍‌ ହେବ Redmi 7A

ଜୁଲାଇ 4 ତାରିଖରେ ରେଡ୍‌ମି 7A ଭାରତରେ ଲଞ୍ଚ୍‌ ହେବାକୁ ଯାଉଛି। ଇ-କମର୍ସ ସାଇଟ୍‌ ଫ୍ଲିଫ୍‌କାର୍ଟରେ ଏହା ଉପଲବ୍ଧ ହୋଇପାରିବ ବୋଲି ଫ୍ଲିଫ୍‌କାର୍ଟ ପକ୍ଷରୁ କନଫର୍ମ କରାଯାଇଛି। ଫ୍ଲିଫ୍‌କାର୍ଟ ବ୍ୟତୀତ ଆପଣ ଏହି ଫୋନ୍‌କୁ mi.com ଓ ଏମ୍‌ଆଇ ହୋମ୍‌ ଷ୍ଟୋର୍‌ରୁ ମଧ୍ୟ

ଢେଙ୍କାନାଳରେ ଜନ୍ମ ନେଲା ଯୋଡ଼ା ଶିଶୁ

ପୁଣି ଯୋଡ଼ା ଶିଶୁ ଜନ୍ମ। ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯୋଡ଼ା ଶିଶୁ ଜନ୍ମ ହୋଇଛନ୍ତି। ପର୍ଜଙ୍ଗ ଅଞ୍ଚଳରୁ ଆସିଥିବା ଜଣେ ମହିଳା ଏହି ଜମଜ ଶିଶୁକୁ ଜନ୍ମ ଦେଇଛନ୍ତି। ନବଜନ୍ମିତ ଦୁଇ ଶିଶୁ କନ୍ୟାଙ୍କ ଛାତିରୁ ପେଟ ଯାଏ ଯୋଡ଼ି

ଶୁଖିଲା ନଦୀରେ ଆସିଗଲା ପାଣି, ଫସିଗଲେ ଶ୍ରମିକ

ମଧ୍ୟପ୍ରଦେଶରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ବୁରହାନପୁରରେ ଥିବା ଏକ ଶୁଖିଲା ନଦୀ ଉପରେ ପୋଲ ତିଆରି କାମ ଚାଲୁଥିଲା। ଏହାରି ଭିତରେ ହଠାତ୍‌ ନଦୀରେ ପାଣି ଚାଲି ଆସିଥିଲା। ପାଣିର ଗତି ଏବେ ତୀବ୍ର ଥିଲା ଯେ ସେଠାରେ