Date: July 2, 2019

Total 25 Posts

ବାଲାଂଦେଶକୁ ପଛରେ ପକାଇ ସେମିଫାଇନାଲରେ ଭାରତ

ଚଳିତ ବିଶ୍ୱକପର ମଙ୍ଗଳବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ବାଂଲାଦେଶ 28 ରନରେ ଭାରତ ନିକଟରୁ ପରାସ୍ତ ହୋଇଛି। ଏହି ପରାଜୟ ସହ ବାଂଲାଦେଶର ସେମିଫାଇନାଲ୍ ଆଶା ଧୂଳିସାତ୍ ହୋଇଛି। ଅନ୍ୟପକ୍ଷରେ ଭାରତ 13 ପଏଣ୍ଟ ସହ ସେମିଫାଇନାଲରେ ପ୍ରବେଶ କରିଛି। ଏହି

ନିରବ ମୋଦିଙ୍କ ବିଦେଶୀ ସମ୍ପତ୍ତି ବ୍ୟାଜ୍ୟାପ୍ତ କଲା ଇଡି

ବ୍ୟାଙ୍କ ଋଣ ପରିଶୋଧରେ ଖିଲାପ କରି ବିଦେଶ ଫେରାର ହୋଇଯାଇଥିବା ନିରବ ମୋଦିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ନିରବ ଏବଂ ତାଙ୍କ ପରିବାର ସହିତ ଜଡ଼ିତ ଅଧିକାଂଶ ବିଦେଶୀ ସମ୍ପତ୍ତି ଜବତ କରିଛି ଇଡି।

ଶ୍ରୀଜଗନ୍ନାଥ ୱେବ୍‌ସାଇଟ୍‌ ଉନ୍ମୋଚନ କଲେ ଗଜପତି ମହାରାଜ

ଦିନକ ପରେ ପୁରୀରେ ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଆରମ୍ଭ ହେବାକୁ ଯାଉଥିବା ବେଳେ ମଙ୍ଗଳବାର ଗଜପତି ମହାରାଜ ଦିବ୍ୟସିଂହ ଦେବ ଶ୍ରୀନଅରରେ ଶ୍ରୀଜଗନ୍ନାଥଙ୍କ ୱେବ୍‌ସାଇଟ୍‌ ଉନ୍ମୋଚନ କରିଛନ୍ତି। ଗଜପତିଙ୍କ ଦ୍ୱାରା ଆଜି ଉନ୍ମୋଚିତ ହୋଇଥିବା ୱେବ୍‌ସାଇଟ୍‌ର ନାମ http://shreejagannath.in ରଖାଯାଇଛି। ଏହି

ରାହୁଲଙ୍କ ଇସ୍ତଫାକୁ ବିରୋଧ କରି ଏଭଳି କଲେ ପ୍ରଂଶସକ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମର୍ଥନରେ ତାଙ୍କର ଜଣେ ପ୍ରଶଂସକ ଏକ ଅଦ୍ଭୂତ କାଣ୍ଡ ଘଟାଇଛନ୍ତି। ଗାନ୍ଧୀଙ୍କ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ନିଷ୍ପତ୍ତିକୁ ବିରୋଧ କରି ଦିଲ୍ଲୀର କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏକ ଗଛରେ ଫାଶି ଲଗାଇ

ଖାଲିପେଟରେ ଏହି ଖାଦ୍ୟ ଖାଇଲେ ହୋଇଥାଏ ଅନେକ ରୋଗ

ଯଦି ଆପଣ ସୁସ୍ଥ ରହିବାକୁ ଚାହୁଁଛନ୍ତି ତେବେ ନିଜର ଖାଦ୍ୟ ପାନୀୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ । କେଉଁ ସମୟରେ କେଉଁ ଖାଦ୍ୟ ଖାଇବେ, ନ ଖାଇବେ ସେଥିପ୍ରତି ସଚେତନ ରହିବା ଆବଶ୍ୟକୀୟ । ଠିକ୍ ସମୟରେ ଠିକ୍ ଖାଦ୍ୟ

ଉତ୍କଟ ହେଉଛି ଜଳ ସଂକଟ

ଦେଶରେ ଜଳ ସଙ୍କଟ ଦିନକୁ ଦିନ ଉତ୍କଟ ରୂପ ନେବାରେ ଲାଗିଛି । ଭୂତଳ ଜଳ ଅସ୍ୱାଭାବିକ ଭାବରେ କମିଯାଉଥିବା ବର୍ତମାନ ଦେଶକୁ ଚିନ୍ତାରେ ପକାଇଛି । ଏହିଭଳି ଚାଲିଲେ ଆଗାମୀ ୨୦ବର୍ଷ ଭିତରେ ଦେଶ ଅତ୍ୟନ୍ତ ବିପଦଜନକ ପରିସ୍ଥିତିରେ ପହଞ୍ଚିବ

କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସମେଣ୍ଟ ସରକାରକୁ ଝଟକା

କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସମେଣ୍ଟ ସରକାରକୁ ଝଟକା I କର୍ଣ୍ଣାଟକର ଦୁଇ ଜଣ କଂଗ୍ରେସ ବିଧାୟକ ଧାନସଭା ସଭ୍ୟ ପଦରୁ କଲି ଉସତଫା ଦେଇଛନ୍ତି I ଫଳରେ କଂଗ୍ରେସ-ଜେଡିଏସମେଣ୍ଟ ସରକାରକୁ ଶକ୍ତ ଧକ୍କା ଲାଗିଛି I ଇସ୍ତଫା ଦେଇଥିବା ବିଧାୟକ ହେଲେ ବିଧାୟକ ଆନନ୍ଦ

ଖେଳୁଥିବା ବେଳେ ଦୁଇ ଶିଶୁ କୁଅରେ ପଡିଗଲେ

ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଫତେଗଡ଼ ଥାନା ନିହଲପ୍ରସାଦ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି । ଖେଳୁଥିବାବେଳେ ଅସାବଧାନତା ବଶତଃ 5 ବର୍ଷର ଦୁଇ ଜଣ ଶିଶୁ ପୁତ୍ରଙ୍କ କୂଅରେ ପଡି ମୃତ୍ୟୁ ହୋଇଛି । ଉଭୟ ହେଲେ ନିହଲପ୍ରସାଦ

ଆଜି ଗୋପବନ୍ଧୁଙ୍କର ଶ୍ରାଦ୍ଧ ବାର୍ଷିକୀ

ରାଜ୍ୟର ଓଡ଼ିଆ ବିଶ୍ୱ ବିଦ୍ୟାଳୟକୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ନାମରେ ନାମିତ କରିବାକୁ ବିଜୁ ଜନତା ଦଳ ପକ୍ଷରୁ ଆଜି ବିଧାନସଭାରେ ଦାବି କରାଯାଇଛି। ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଗୃହରେ ଶୂନ୍ୟକାଳରେ ଏହି ଦାବି ଉତ୍‌ଥାପନ କରିଥିଲେ। ଗତବର୍ଷ

ଭଉଣୀକୁ ଦୁଷ୍କର୍ମ କରି ବ୍ୟବସାୟ ହାତରେ ବିକିଦେଲା

ମୁମ୍ବାଇର ଜଣେ ୧୬ ବର୍ଷିୟା ନାବାଳିକା ଅଭିଯୋଗ କରିଛନ୍ତି ଯେ ତାଙ୍କୁ ତାଙ୍କର ଭାଇ ଓ ସାଙ୍ଗମାନେ ଦୁଷ୍କର୍ମ କରିଛନ୍ତି। ଖାଲି ସେତିକି ନୁହେଁ ଏହାପରେ ଭାଇ ତାଙ୍କୁ ଦେହ ବ୍ୟବସାୟରେ ଫସାଇ ଦେଇଛନ୍ତି। ପୀଡ଼ିତାଙ୍କ କହିବା ଅନୁଯାୟୀ ସେ ଗତ

ଗୌରୀ ଲଙ୍କେଶ ହତ୍ୟା ମାମଲା: ଡାଏରୀରୁ ମିଳିଲା ନୂଆ ତଥ୍ୟ

ସାମ୍ୱାଦିକ ଗୌରୀ ଲଙ୍କେଶ ହତ୍ୟା ମାମଲାରେ ଗିରଫ ହୋଇଥିବା ସନ୍ଦିଗ୍ଧ ଅପରାଧୀ ଅମୋଲ କାଲେର ଡାଏରୀରୁ ମିଳିଛି କିଛି ସାଂଘାତିକ ତଥ୍ୟ। ହତ୍ୟାକାରୀର ଟାର୍ଗେଟରେ କେବଳ ଗୌରୀ ଲଙ୍କେଶ ନଥିଲେ, ବରଂ 36 ଜଣ ଅନ୍ୟ ବ୍ୟକ୍ତି ମଧ୍ୟ ଥିଲେ ବୋଲି ସୂଚନା