Date: July 3, 2019

Total 29 Posts

ଫିଲ୍ମରେ ମାଆର ଭୂମିକାରେ ଥିବା ଏହି ଅଭିନେତ୍ରୀ ବାସ୍ତବରେ ସନ୍ତାନହୀନ !

ବଲିଉଡ ଏକ ଏପରି ମାୟା ନଗର ଅଟେ; ଯିଏ ଏଠି କାମ କରୁଛନ୍ତି ଖାଲି ସେମାନେ ନୁହେଁ ବରଂ ଯେଉଁମାନେ ଏହି ବଲିଉଡ ଜଗତରେ ଦେଖାଯାଇନ୍ତି, ସେମାନେ ମଧ୍ୟ ଏଠି ହଜି ଯାଆନ୍ତି । କିଛି ଏମିତି ଚଳଚ୍ଚିତ୍ର ଥାଏ, ଯାହାକୁ

ଅଦାନୀ ଗ୍ରୁପ୍‌କୁ ମିଳିଲା 3ଟି ବିମାନ ବନ୍ଦରର ଲିଜ୍‌

ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ (ଏଏଆଇ) ଅଧୀନରେ ଥିବା 3ଟି ବିମାନ ବନ୍ଦରକୁ ପବ୍ଲିକ୍‌ ପ୍ରାଇଭେଟ୍‌ ପାର୍ଟନରଶିପ୍‌ (ପିପିପି) ମୋଡ୍‌ରେ ବିକଶିତ କରାଯିବା ପ୍ରସ୍ତାବକୁ କ୍ୟାବିନେଟ୍‌ ଅନୁମୋଦନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଅହମ୍ମଦାବାଦ, ମାଙ୍ଗାଲୁରୁ

ଆସନ୍ତାକାଲି ରଥଯାତ୍ରାକୁ ନେଇ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ

ରାତି ପାହିଲେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। ରଥଯାତ୍ରା ଦେଖିବା ପାଇଁ ବିଶ୍ୱର ଚାରିଆଡୁ ଶ୍ରୀକ୍ଷେତ୍ରକୁ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଛୁଟି ଆସିଛନ୍ତି। ବିଶାଳ ଜନ ସମୁଦ୍ରରେ ପରିପୂର୍ଣ୍ଣ ହୋଇଛି ଆଧ୍ୟତ୍ମିକ ସହର ପୁରୀ। ରଥଯାତ୍ରା

ସେପ୍ଟେମ୍ବରରେ କେନ୍ଦ୍ରାପଡାକୁ ଗଡ଼ିବ ରେଳ !

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ରାଜ୍ୟ ସଚିବାଳୟ ଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ହରିଦାସପୁର-ପାରାଦୀପ ରେଳ ଲାଇନ ନିର୍ମାଣର ଅଗ୍ରଗତି ସଂପର୍କରେ ସମୀକ୍ଷା କରି ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ହରିଦାସପୁର ଠାରୁ କେନ୍ଦ୍ରାପଡ଼ା ପର୍ଯ୍ୟନ୍ତ ରେଳ ଯୋଗାଯୋଗ କାର୍ଯ୍ୟ ସଂପୂର୍ଣ୍ଣ

କୃଷକଙ୍କୁ ଉପହାର ଦେଲେ ମୋଦି: ଜାଣନ୍ତୁ ସେ ବିଷୟରେ

ନିର୍ବାଚନରେ ବିପୁଳ ବିଜୟ ପରେ କେନ୍ଦ୍ରର ଏନଡିଏ ସରକାର ଚାଷୀମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି । ଆଜି କେନ୍ଦ୍ର କ୍ୟାବିନେଟ ଧାନ ସମେତ ସବୁ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି କରିଛନ୍ତି । ସରକାରଙ୍କ ଏହି

ଏଣିକି ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପାଇବ ଓଡ଼ିଆ ଭାଷାରେ

ସୁପ୍ରିମକୋର୍ଟ ଦେଉଥିବା ବିଭିନ୍ନ ରାୟ ଏଣିକି ଓଡ଼ିଆ ସମେତ 6ଟି ଆଞ୍ଚଳିକ ଭାଷାରେ ପ୍ରକାଶ ପାଇବ। ଆଜି ସୁପ୍ରିମକୋର୍ଟ ଏଭଳି ନିଷ୍ପତ୍ତି ନେଇଛନ୍ତି। ଚଳିତ ମାସ ଶେଷ ଭାଗରୁ ହିଁ ସୁପ୍ରିମକୋର୍ଟଙ୍କ ୱେବସାଇଟ୍‌ରେ ଓଡ଼ିଆ, ଅହମୀୟା(ଆସାମ), ହିନ୍ଦୀ, କନ୍ନଡ଼, ମରାଠୀ ଓ

କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ହେଲେ ମୋତିଲାଲ ଭୋରା

କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧି ଇସ୍ତଫା ଦେବା ପରେ ବରିଷ୍ଠ ନେତା ମୋତିଲାଲ ଭୋରାଙ୍କୁ ଦଳର ଅନ୍ତରୀଣ ଅଧ୍ୟକ୍ଷ କରିବାକୁ ନିଷ୍ପତ୍ତି ନିଆଯାଇଛି। ନୂଆ କଂଗ୍ରେସ ଅଧ୍ୟକ୍ଷ ନିଯୁକ୍ତ ହେବା ଯାଏ ଶ୍ରୀ ଭୋରା ଦଳର ସବୁକଥା ବୁଝିବେ। ମୋତିଲାଲ

ଇସ୍ତଫା ଦେଲେ ରାହୁଲ ଗାନ୍ଧି

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଖୁବ୍‌ ଶୀଘ୍ର ପୂର୍ବତନ ଅଧ୍ୟକ୍ଷ ଭାବେ ପରିଚିତ ହେବେ। 2019 ସାଧାରଣ ନିର୍ବାଚନ ପରେ ବେଶ୍ କିଛି ଦିନ ଧରି ଚାଲୁ ରହିଥିବା ଇସ୍ତଫା ନାଟକର ଅନ୍ତ ଘଟାଇ ସେ ଆଜି ଇସ୍ତଫା ପତ୍ର ଟ୍ୱିଟ୍‌

ଟକଡାରେ ପହଞ୍ଚିଲେ ତିନି ରଥ

ଆଜି ଆଷାଢ଼ ଶୁକ୍ଳପକ୍ଷ ପ୍ରତିପଦ ତିଥି ଅବସରରେ ଉଭାଯାତ୍ରା ସାଙ୍ଗକୁ ରଥ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହୋଇଛି। ପରମ୍ପରା ମୁତାବକ, ରଥଖଳାରେ ପ୍ରସ୍ତୁତ ହୋଇ ରହିଥିବା ତିନି ରଥକୁ ରଥଖଳାରୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ଚକଡ଼ାକୁ ଅଣାଯାଇଛି । ରଥଖଳାରେ

ବିଧାୟକଙ୍କୁ ନବୀନଙ୍କ ମନ୍ତ୍ର: ସରଳ ଜୀବନଜାପନ ଅଭ୍ୟାସକର ଓ ଲୋକଙ୍କ ପାଖରେ ପହଞ୍ଚ

ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସୁଖଦୁଃଖରେ ଜଡିତ ହେବାକୁ ଏବଂ ଭଦ୍ର,ନମ୍ର ଓ ସରଳ ଜୀବନଯାପନ କରିବାକୁ ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ନବ ନିର୍ବାଚିତ ବିଧାୟକମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ଆଜି ନବୀନ ନିବାସଠାରେ ନବୀନ ଦଳର

ବିଏସ୍ଏନ୍ଏଲକୁ କର୍ମଚାରୀ ଚିନ୍ତା

ସଙ୍କଟରେ ରାଷ୍ଟ୍ରାୟତ ଉଦ୍ୟୋଗ ବିଏସଏନଏଲ ଓ ଏମଟିଏନଏଲ । ବିଏସଏନଏଲ ଦେଶର ଅଧିକ କ୍ଷତି ସହୁଥିବା ପିଏସୟୁ ହୋଇଛି । ଏହାକୁ ରକ୍ଷା କରିବା ଲାଗି ସରକାର ବେଲଆଉଟ ପ୍ଲାନ ଦେବେ । ସରକାର ୭୪ ହଜାର କୋଟି ଟଙ୍କାର ପ୍ୟାକେଜ