latest

Date: July 5, 2019

Total 31 Posts

ଏଥର 7 ଘଂଟା ଡ୍ୟୁଟି କରିବେ ଅଧ୍ୟାପକ ଓ ପ୍ରିନ୍ସିପାଲ

ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ କଲେଜ ଓ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ ପ୍ରିନ୍ସିପାଲ ଏଣିକି ସମସ୍ତ କାର୍ଯ୍ୟଦିବସରେ ସର୍ବନିମ୍ନ 7ଘଣ୍ଟା ଡ୍ୟୁଟି କରିବା ପାଇଁ ବାଧ୍ୟ। ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ ନକଲେ ତାକୁ ସରକାର ଗୁରୁତ୍ୱର ସହ

ବଜେଟକୁ ନେଇ ମୁଖ୍ୟମନ୍ତ୍ରୀ ରଖିଲେ ପ୍ରତିକ୍ରିୟା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର କେନ୍ଦ୍ର ସରକାରଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିବା ବଜେଟ 2019-20କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ରେଳବାଇକୁ ବଜେଟରେ ଗୁରୁତ୍ୱ ଦିଆଯାଇଛି। ରେଳବାଇ ପାଇଁ ବର୍ଦ୍ଧିତ ଆବଣ୍ଟନ ସ୍ୱାଗତଯୋଗ୍ୟ। ଓଡ଼ିଶାର ରେଳବାଇକୁ ପର୍ଯ୍ୟାପ୍ତ ପରିମାଣରେ ଟଙ୍କା ମିଳିବ

ଦିଲ୍ଲୀ ଡିଜିସିଏ କୋଠାରେ ଅଗ୍ନିକାଣ୍ଡ

ଦିଲ୍ଲୀର ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟ ଅଫିସରେ ଅଗ୍ନିକାଣ୍ଡ । ଦିଲ୍ଲୀର କଡକଡଡୁମା ଅଞ୍ଚଳରେ ଥିବା ଏହି ବିଲଡିଂରେ ଅପରାହ୍ନ ସମୟରେ ଭୀଷଣ ନିଆଁ ଲାଗିଥିଲା । ନିଆଁକୁ ଆୟତ କରିବା ପାଇଁ ଦମକଳ ବାହିନୀର 22ଟି ନିୟୋଜିତ ହୋଇଛନ୍ତି , ଏଥିରୁ

ପ୍ରବାସୀ ଭାରତୀୟଙ୍କ ପାଇଁ ବାଧ୍ୟତାମୂଳକ ଆଧାର

ଏଣିକି ପ୍ରବାସୀ ଭାରତୀୟ (ଏନ୍‌ଆରଆଇ)ମାନଙ୍କ ପାଇଁ ମଧ୍ୟ ଆଧାର କାର୍ଡ ବାଧ୍ୟତାମୂଳକ ହୋଇଯିବ। ପ୍ରତ୍ୟେକ ଭାରତୀୟ ଭାରତୀୟ ପାସ୍‌ପୋର୍ଟ ଧାରୀ ପ୍ରବାସୀ ଭାରତୀୟଙ୍କ ପାଇଁ ଏଣିକି ଆଧାର ନମ୍ବରକୁ ବାଧ୍ୟତାମୂଳକ କରାଯିବ ବୋଲି ଆଜି ସଂସଦରେ ବଜେଟ ଉପସ୍ଥାପନ କାଳରେ ଅର୍ଥମନ୍ତ୍ରୀ

ମରିବା ପୂର୍ବରୁ କ’ଣ ଚାହୁଁଥିଲା ରାବଣ

ଲଙ୍କାର ରାଜା ରାବଣଙ୍କୁ ତାଙ୍କର ଦଶଶିର ନିମନ୍ତେ ଜଣାଯାଇଥାଏ । ଏହି କାରଣରୁ ତାଙ୍କୁ ଦଶାନନ ମଧ୍ୟ କୁହାଯାଏ । ଯେତେବେଳେ ଏହି ବସୁଧା ଉପରେ ତାଙ୍କର ଅତ୍ୟାଚାର ସୀମା ଅତିକ୍ରମ କରିଥିଲା , ସେତେବେଳେ ଭଗବାନ ବିଷ୍ଣୁ ରାମ ଅବତାର

ବଜେଟକୁ ନେଇ କ’ଣ ମତ ରଖିଲେ ମୋଦି ଜାଣନ୍ତୁ

ଆଜି ସଂସଦରେ ଉପସ୍ଥାପିତ ହୋଇଥିବା ଦୂରଦର୍ଶୀ ବଜେଟ୍ ଦ୍ୱାରା ଆଜିର ଯୁବକ ଏବଂ ଗରିବ ଶ୍ରେଣୀର ବ୍ୟକ୍ତି ଆସନ୍ତାକାଲି ପାଇଁ ନିଜ ସୁଖ ଏବଂ ସମୃଦ୍ଧିର ସ୍ୱପ୍ନ ଦେଖିପାରିବେ। 21 ଦଶକରେ ଏହି ବଜେଟ୍ ଦେଶକୁ ଆଗକୁ ନେବ, ଦେଶବାସୀ ମଜଭୁତ

ସଲମାନ୍ ଖୋଲିବେ ଫିଟନେସ୍ ସେଂଟର

ବଲିଉଡର ଦବଙ୍ଗ ଖାନ୍ ପ୍ରତ୍ୟେକ ଦିନ ନିଜ ୱାର୍କ ଆଉଟକୁ ନେଇ ସୋସିଆଲ ମିଡିଆରେ ଫଟୋ କିମ୍ବା ଭିଡିଓ ସେୟାର କରିଥାନ୍ତି । ଯେଉଁଥିପାଇଁ ସେ ସବୁବେଳେ ନିଜ ଫିଟନେସକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ତେବେ ଏହି ଫିଟନେସକୁ ନେଇ

ବନ୍ଦ କୋଠରୀରୁ ମିଳିଲା 5 ଜଣଙ୍କ ମୃତଦେହ

ନୂଆଦିଲ୍ଲୀର ଗାଜିଆବାଦର ମସୁରୀ ଅଂଚଳରେ ଗୋଟିଏ ପରିବାର ପାଞ୍ଚ ପାଞ୍ଚ ଜଣଙ୍କ ମୃତ ଦେହ ଏକ ବନ୍ଦ କୋଠରୀ ଭିତରୁ ଉଦ୍ଧାର କରାଯାଇଛି। ବାପା ଓ ମା’ଙ୍କ ସହିତ ତିନୋଟି ପିଲାଙ୍କ ମୃତ ଦେହ ମିଳିଛି । ଚାରି ଜଣଙ୍କ ମୁହଁରେ

ଡଙ୍ଗା ବୁଡ଼ି 80 ମୃତ

ଭୂମଧ୍ୟ ସାଗରରେ ପ୍ରବାସୀଙ୍କୁ ନେଇ ଲିବିୟାରୁ ଇଟାଲୀ ଯାଉଥିବା ଏକ ଡଙ୍ଗା ଗୁରୁବାର ସନ୍ଧ୍ୟାରେ ଟୁନିସିଆ ନିକଟରେ ବୁଡ଼ି ଯାଇଛି। ଏଥିରେ 80 ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ଘଟିଛି। ଟୁନିସିଆ ମତ୍ସ୍ୟଜୀବୀ ସମୁଦ୍ର ଗର୍ଭରୁ 3 ଜଣ ଲୋକଙ୍କୁ ଉଦ୍ଧାର

ଆସନ୍ତାକାଲି ପାଟନା କୋର୍ଟରେ ହାଜର ହେବେ ରାହୁଲ୍

ଆସନ୍ତାକାଲି ବିହାରର ଏକ କୋର୍ଟରେ ହାଜର ହେବେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କ ଦ୍ୱାରା ଦାୟର ହୋଇଥିବା ମାନହାନି ମାମଲାରେ ହାଜର ହୋଇ ରାହୁଲ ଗାନ୍ଧି ନିଜର ପକ୍ଷ ରଖିବେ। ଗତ ଏପ୍ରିଲ 18

ବଜେଟ 2019: କ’ଣ ହେବ ଶସ୍ତା ଓ ମହଙ୍ଗା ଜାଣନ୍ତୁ

ବଜେଟ୍‌ ଉପସ୍ଥାପନ ପରେ ଏକାଧିକ ଜିନିଷ ଶସ୍ତା ହୋଇଥିବା ବେଳେ ଆଉ କିଛି ସାମଗ୍ରୀ ମହଙ୍ଗା ହୋଇଛି। ତେବେ ଆସନ୍ତୁ ଜାଣିବା କ’ଣ କ’ଣ ଶସ୍ତା ହୋଇଛି ଏବଂ କ’ଣ ମହଙ୍ଗା: ଶସ୍ତା: ଆମଦାନୀ ହେଉଥିବା ସମସ୍ତ ଇ-ଯାନର ପାର୍ଟସ, କୃତ୍ରିମ