Date: July 7, 2019

Total 16 Posts

କ୍ରିକେଟ୍ ବିଶ୍ୱକପ୍ ଫାଇନାଲରେ ପରମ୍ପରା ଭାଙ୍ଗିବ ଆଇସିସି!

ଆଇସିସି କ୍ରିକେଟ ବିଶ୍ୱକପ 2019ର ଲିଗ ମ୍ୟାଚ ଶେଷ ହୋଇସାରିଥିବା ବେଳେ 4ଟି ଦଲ ସେମିପାଇନାଲ ମ୍ୟାଚ ଖେଳିବା ପାଇଁ ପ୍ରସ୍ତୁତ ହୋଇସାରିଛନ୍ତି । ଏହି ଭିତରେ ଚଳିତ ବର୍ଷର ବିଶ୍ୱକପ ବିଜେତାକୁ ଟ୍ରଫି ପ୍ରଦାନ କରିବା କ୍ଷେତ୍ରରେ ପୂର୍ବ ପରମ୍ପରାରୁ

ଡେଜି ବନିଲେ ରାଇଫେଲ ସୁଟର ଲାଇସେନ୍ସ ପାଇବାର ପ୍ରଥମ ବଲିଉଡ ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଡେଜି ଶାହାଙ୍କ ପ୍ରଶଂସକମାନଙ୍କ ପାଇଁ ଏକ ଖୁସି ଖବର । ଅଭିନେତ୍ରୀ ସହ ତାଙ୍କୁ ଏବେ ରାଇଫଲ ସୁଟର ଭାବରେ ମଧ୍ୟ ଲୋକେ ଜାଣିବେ । ଏବେ ଡେଜି ରାଇଫେଲ ସୁଟର ଲାଇଲେନ୍ସ ପାଇବାର ପ୍ରଥମ ବଲିଉଡ୍‌ ଅଭିନେତ୍ରୀ

ପୁଣିଥରେ ଠକେଇର ଶିକାର ହେଲା ପିଏନବି ବ୍ୟାଙ୍କ

ହୀରା ବ୍ୟବସାୟୀ ନିରବ ମୋଦୀ ଏବଂ ମେହୁଲ ଚୋକ୍ସି ଗତବର୍ଷ ପିଏନ୍‌ବିରୁ ଟଙ୍କା ଋଣ ନେବା ପରେ ଫେରାଇବାରେ ଅସମର୍ଥ ହୋଇଥିଲେ । ଟଙ୍କା ଦେବାକୁ ପଡ଼ିବ ବୋଲି ଦୁହେଁ ଭାରତ ଛାଡ଼ି ବିଦେଶ ଚାଲି ଯାଇଥିଲେ । ଯାହା ଦ୍ୱାରା

ରାଜନୀତିରୁ ସନ୍ୟାସ ନେବେ ହରିଶ ରାଓ୍ୱତ୍!

ରାଜନୀତିରୁ ସନ୍ୟାସ ନେଇ ପାରନ୍ତି ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାଓ୍ୱତ୍। ନିକଟରେ ସେ କଂଗ୍ରେସ ସାଧାରଣ ସମ୍ପାଦକ ପଦବୀରୁ ଇସ୍ତଫା ଦେଇଥିଲେ। ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ରାୱତ କହିଛନ୍ତି, ସେ ତାଙ୍କ ଇନିଂସ ଖେଳି ସାରିଛନ୍ତି ଏବଂ

ପାଟକୁରା ନିର୍ବାଚନକୁ ନେଇ ମୁହଁ ଖୋଲିଲେ ଦାମ

କିଛି ଦିନର ନିରବତା ପରେ ପୁଣି ବିସ୍ଫୋରକ ବୟାନ ଦେଇଛନ୍ତି ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ବରିଷ୍ଠ ନେତା ଡା. ଦାମୋଦର ରାଉତ୍‌। ପାଟକୁରା ନିର୍ବାଚନ ପ୍ରସଙ୍ଗରେ ଦାମ ଏକ ଗରମାଗରମ ମନ୍ତବ୍ୟ ଦେଇ ବିଜେଡିକୁ ସିଧାସଳଖ ଟାର୍ଗେଟ କରିଛନ୍ତି।

ସେମିଫାଇନାଲରେ ଏହି ଟିମ୍ ସହ ଖେଳିବ ଭାରତ

ଚଳିତ କ୍ରିକେଟ୍ ବିଶ୍ୱକପ୍‌ର ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ଗତକାଲି ଶେଷ ହୋଇଯାଇଛି। ଏବେ ସେମି ଫାଇନାଲ୍ ମ୍ୟାଚ୍ ଖେଳାଯିବ। ସେମି ଫାଇନାଲ୍‌ ରାଉଣ୍ଡକୁ ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ଯାଇଛନ୍ତି। ପଏଣ୍ଟ ଟେବୁଲ୍‌ରେ ଭାରତ ଶୀର୍ଷରେ ଥିବା ବେଳେ ଅଷ୍ଟ୍ରେଲିଆ

କାରରେ ବିସ୍ଫୋରଣ: 8ଜଣ ସୁରକ୍ଷାକର୍ମୀଙ୍କ ସହିତ 12ଜଣଙ୍କ ମୃତ୍ୟୁ

ତାଲିବାନ୍‌ ରବିବାର ଆଫଗାନିସ୍ତାନର ଗଜନୀ ନିକଟରେ କାର ବୋମା ବିସ୍ଫୋରଣ କରାଇଛି।  ଏହି ବିସ୍ଫୋରଣରେ ପାଖାପାଖି 8 ଆଫଗାନ ସୁରକ୍ଷାକର୍ମୀଙ୍କ ସମେତ 12ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 50ରୁ ଅଧିକ ଲୋକ ଏଥିରେ ଆହତ ହୋଇଥିବା ସୂଚନା ମିଳିଛି। ତାଲିବାନ୍‌ ରବିବାର

ବିଜେପିରେ ମିଶିଲେ ହରିୟାନୀ ଡାନ୍ସର ସ୍ୱପ୍ନା ଚୈାଧୁରୀ

ଅପେକ୍ଷାର ଅନ୍ତ ଘଟିଛି । ଚର୍ଚ୍ଚିତ ହରିୟାନୀ ଡାନ୍ସର ସପ୍ନା ଚୈାଧୁରୀ ଆଜି ବିଧିବଦ୍ଧଭାବେ ବିଜେପିରେ ଯୋଗ ଦେଇଛନ୍ତି । ଦିଲ୍ଲୀ ଜବାହାରଲାଲ ନେହେରୁ ଷ୍ଟାଡ଼ିୟମରେ ବିଜେପିର ସଦସ୍ୟତା ଅଭିଯାନରେ ସଦସ୍ୟତା ଗ୍ରହଣ କରି ଦଳରେ ସାମିଲ ହୋଇଛନ୍ତି ।  Haryanavi

ଆସନ୍ତାକାଲିଠାରୁ ମ୍ୟାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ

ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ମ୍ୟାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତ ବର୍ଷ ମୋଟ 28 ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଏଥିପାଇଁ 122ଟି ପରୀକ୍ଷା କେନ୍ଦ୍ର କରାଯାଇଛି।  ମୁକ୍ତ ବିଦ୍ୟାଳୟ