Date: July 8, 2019

Total 27 Posts

ଅଫିସରଙ୍କୁ ‘ଗୁରୁମନ୍ତ୍ର’ ଦେଲେ ମୁଖ୍ୟମନ୍ତ୍ରୀ

ନିଜର ମନ୍ତ୍ରୀ ଓ ବିଧାୟକମାନଙ୍କୁ ଡାକି ସରଳ ଜୀବନଯାପନ ପାଇଁ ଗୁରୁମନ୍ତ୍ର ଦେବାପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅଫିସରମାନଙ୍କୁ ଡାକି ଗୁରୁମନ୍ତ୍ର ଦେଇଛନ୍ତି। ଜିଲ୍ଲା ଏସପି ଓ ଜିଲ୍ଲାପାଳଙ୍କଠୁ ଆରମ୍ଭ କରି ସମସ୍ତ ବିଭାଗର ସଚିବ,ପ୍ରମୁଖ

ଅଙ୍ଗନାବାଡି କେନ୍ଦ୍ରରେ ଶିଶୁକୁ ତାଲା ପକାଇ ପଲାଇଲେ ଦିଦି

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଏକ ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁକୁ ତାଲା ପକାଇ ପଲାଇଲେ ଦିଦି । ପଟ୍ଟାମୁଣ୍ଡାଇ ବ୍ଲକ ଶାସନ ଗାଁରୁ ଏହି ଅଭିଯୋଗ ଆସିଛି। ଦୀର୍ଘ ସମୟ ପରେ ବି ଘରକୁ ଛୁଆ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି

ବଜାରରେ ପରିବା ଦର ଆକାଶ ଛୁଆଁ: ଆହୁରି ବଢ଼ିବ ଦାମ

ଅନିୟମିତ ଯୋଗାଣ ଏବଂ ସ୍ୱାଭାବିକଠାରୁ ଅଧିକ ବର୍ଷା ପରିବା ବଜାରର ସ୍ଥିତି ବେହାଲ କରିଛି। ସହରର ପ୍ରାୟ ସମସ୍ତ ବଜାରରେ ପରିବା ଦରରେ 50% ବୃଦ୍ଧି ଘଟିଛି। ଫଳରେ ମହଙ୍ଗା ମାଡ଼ ସିଧା ପରିବା ବ୍ୟାଗ୍‌ ଉପରେ ପଡ଼ିଛି। ରବିବାର ବାଇଗଣ

ଚିନ୍ତାରୁ ମୁକ୍ତି ପାଇଁ କରନ୍ତୁ ଏଭଳି ଉପାୟ

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ଶୈଳୀ ଯୋଗୁ ମାନସିକ ଶାନ୍ତି ମିଳିବା କଷ୍ଟକର ହୋଇପଡ଼ୁଛି। ମାନସିକ ଦୁଶ୍ଚିତା କାରଣରୁ ଚିଡ଼ଚିଡ଼ା ଭାବ, କାର୍ୟ୍ୟରେ ଅନାଗ୍ରହ, ଅନିଦ୍ରା ଆଦି ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ। ସ୍ୱାସ୍ଥ୍ୟ ଉପରେ ମଧ୍ୟ ଏହାର କୁପ୍ରଭାବ ପଡ଼ିଥାଏ। କିଛି

2 ବିଧାୟକଙ୍କ ନାଁରେ ନିର୍ବାଚନୀ ମାମଲା ରୁଜୁ

ପୁଣି 2 ବିଧାୟକଙ୍କ ନାଁରେ ନିର୍ବାଚନୀ ମାମଲା। ନିର୍ବାଚନୀ ଅନିୟମିତତା ଅଭିଯୋଗ ନେଇ ରାଉରକେଲା ବିଧାୟକ ସାରଦା ନାୟକ ଓ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ନାଁରେ ମାମଲା ଦାୟର ହୋଇଛି। ସାରଦାଙ୍କ ନାଁରେ ପରାଜିତ ବିଜେପି ପ୍ରାର୍ଥୀ ନିହାର ରାୟ

ଇସ୍ତଫା ଧାଡ଼ି ରାହୁଲଙ୍କଠାରୁ ଆରମ୍ଭ ହୋଇଛି:ରାଜନାଥ

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୃହରେ କର୍ଣ୍ଣାଟକା ରାଜନୀତି ସଙ୍କଟ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। 13 ମାସର ମେଣ୍ଟ ସରକାରରୁ 13 ଜଣ ବିଧାୟକଙ୍କ ଇସ୍ତଫା ପଛରେ ବିଜେପିର ହାତ ରହିଥିବା ଏବଂ ଏଥିରେ ଘୋଡ଼ା ବେପାର ହୋଇଥିବା ଭଳି

କର୍ଣ୍ଣାଟକ ରାଜନୀତି: ଗୋଟିଏ ଦିନରେ ଦେଲେ 31 ମନ୍ତ୍ରୀ ଇସ୍ତଫା

କର୍ଣ୍ଣାଟକ ରାଜନୀତିରେ ଗତ କିଛି ଦିନ ହେଲା ଭୂମିକମ୍ପ ସୃଷ୍ଟି ହୋଇଛି । କୁମାରସ୍ୱାମୀ ସରକାରର 31 ଜଣ ମନ୍ତ୍ରୀ ସୋମବାର ଦିନ ଇସ୍ତଫା ଦେଇଛନ୍ତି । କଂଗ୍ରେସର 21 ଜଣ, ଜେଡିଏସର 9 ଜଣ ଏବଂ ଜଣେ ନିର୍ଦଳୀୟ ବିଧାୟକଙ୍କ

ଜଳରେ ଭାସୁଛି ମାୟାନଗରୀ

ଆଜି ସକାଳୁ ପୁଣି ଥରେ ପ୍ରବଳରୁ ଅତିପ୍ରବଳ ବର୍ଷା ମାୟାନଗରୀ ମୁମ୍ବାଇର ସାଧାରଣ ଜୀବନ ଯାତ୍ରାକୁ ଅସ୍ତବ୍ୟସ୍ତ କରି ପକାଇବା ସହ ସ୍ୱାଭାବିକ ଜୀବନ ଯାତ୍ରାକୁ ଠପ୍‌ କରି ଦେଇଛି। ଅତିପ୍ରବଳ ବର୍ଷା କାରଣରୁ ମୁମ୍ବାଇରେ ବିମାନ ଓ ରେଳ ଚଳାଚଳ

ପାକିସ୍ତାନ ନିକଟରେ ପଇସା ନଥିବାରୁ ରାଷ୍ଟ୍ରଦୂତଙ୍କ ଘରେ ରହିବେ ଇମ୍ରାନ ଖାନ୍

 ପାକିସ୍ତାନ ଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଦିନକୁ ଦିନ ପାକିସ୍ତାନ ସରକାରଙ୍କ ଉପରେ ଋଣ ବୋଝ ବଢ଼ିବାରେ ଲାଗିଛି। ଦେଶର ଅର୍ଥନୀତିକୁ ଠିକ୍‌  କରିବା ପାଇଁ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଉଦ୍ୟମ ଜାରି ରଖିଛନ୍ତି। ଏବେ ସରକାରୀ

ଉତ୍ତରପ୍ରଦେଶ ର ନୋଇଡା ନିକଟସ୍ଥ ଭୋଂଗେଲରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ରଥଯାତ୍ରା ଓ ସାଂସ୍କୃତିକ ସନ୍ଧ୍ୟା

 ନୂଆଦିଲ୍ଲୀ, (ଏ.ଆର ବେବୋର୍ତ୍ତ) : ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସଂସ୍କୃତିର ପ୍ରଚାର ଓ ପ୍ରସାରର ଆଭିମୁଖ୍ୟ ନେଇ ଦିଲ୍ଲୀ ପାର୍ଶ୍ଵବର୍ତ୍ତୀ ସହର ୟୁ ପିର ନୋଇଡା ନିକଟସ୍ଥ ଭଙ୍ଗଲ ଠାରେ ଗଢି ଉଠି ଥିବା ଶ୍ରୀ ଜଗନ୍ନାଥ ମନ୍ଦିର ତରଫରୁ ସ୍ଥାନୀୟ

ଭାରତକୁ ମାଡି ଆସୁଛି ପାନୀୟଜଳ ବିପତ୍ତି, 756 ସହରରେ ଜଳ ସଙ୍କଟ

ଦେଶର ୨୫୫ ଜିଲାର ୭୫୬ ସହରରେ ତଥା ୧,୫୯୭ ବ୍ଲକ୍‌ରେ ଜଳ ସଙ୍କଟ ଦେଖାଦେଇଛି। ସେଥିମଧ୍ୟରେ ତାମିଲନାଡୁର ସର୍ବାଧିକ ସହର ରହିଛି। ତାମିଲନାଡୁର ୨୭ଟି ଜିଲାରେ ଥିବା ୧୮୪ ସହରରେ ଜଳ ସଙ୍କଟ ଧୀରେ ଧୀରେ ଉତ୍କଟ ହେବାରେ ଲାଗିଛି। ଏନେଇ