Date: July 9, 2019

Total 17 Posts

ମ୍ୟାଚରେ ବାଧକ ସାଜିଲା ବର୍ଷା

ଯାହା ଆଶଙ୍କା କରାଯାଉଥିଲା ସେୟା ହେଲା। ଓଲ୍ଡ ଟ୍ରାଫର୍ଡରେ ବର୍ଷାର ଆଗମନ ଯୋଗୁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଚାଲିଥିବା ବିଶ୍ୱକପ୍ ସେମିଫାଇନାଲ୍ ମ୍ୟାଚ୍ ପ୍ରଭାବିତ ହୋଇଛି। ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ୍ ପ୍ରଥମେ ବ୍ୟାଟିଂ କରି 46.1 ଓଭରରେ 5 ୱିକେଟ୍ ହରାଇ

ଗଣେଷଙ୍କ ଏହି ଉପାୟ କଲେ ଚମକିବ ଭାଗ୍ୟ

ଏହି ଦୁନିଆରେ କିଛି ଲୋକମାନେ ଏମିତି ଥାନ୍ତି ଯେଉଁମାନଙ୍କର ଭାଗ୍ୟ ସବୁବେଳେ ଖରାପ ରହିଥାଏ । ସେ କେତେ ବି ଚେଷ୍ଟା କରିଲେ ମଧ୍ୟ ନିଜର ଏହି ଦୁର୍ଭାଗ୍ୟରୁ ପିଛା ଛଡାଇ ପାରନ୍ତି ନାହିଁ । ଏହି ଖରାପ ଭାଗ୍ୟ ତାଙ୍କର

ପୁଣିଥରେ ବଡ ପରଦାକୁ ଫେରୁଛନ୍ତି ଶ୍ରଦ୍ଧା

ଓଡ଼ିଆ ସିନେମା ‘ମିଠା ମିଠା’ର ଅନ୍ୟତମ ନାୟିକା ଥିଲେ ଶ୍ରଦ୍ଧା। ଶ୍ରୀକାନ୍ତ ଗୌତମଙ୍କ ନିର୍ଦ୍ଦେଶିତ ଏହି ଓଡ଼ିଆ ସିନେମାରେ ଶ୍ରଦ୍ଧାଙ୍କୁ ନବାଗତ ନାୟକ ଜ୍ୟୋତିଙ୍କ ବିପକ୍ଷରେ ନାୟିକା ଭୂମିକାରେ ଦେଖିବାକୁ ମିଳିଥିଲା। ତା’ପରେ ଶ୍ରଦ୍ଧା କିନ୍ତୁ ଫିଲ୍ମରେ ବିଶେଷ ରୁଚି ନ

ବାଲାକୋଟ୍‌ ହମ୍‌ଲା ପରେ କମିଛି ବେଆଇନ ଅନୁପ୍ରବେଶ

ପୁଲ୍‌ୱାମା ଆତ୍ମଘାତୀ ବିସ୍ଫୋରଣ ପରେ ଭାରତୀୟ ବାୟୁସେନା ପକ୍ଷରୁ କରାଯାଇଥିବା ସର୍ଜିକାଲ ଏୟାର ଷ୍ଟ୍ରାଇକ୍‌ ପରେ ପାକିସ୍ତାନ-ଭାରତ ସୀମାରେ ବେଆଇନ ଅନୁପ୍ରବେଶ 43% କମିଥିବା ସୂଚନା ଦେଇଛନ୍ତି ସରକାର। ଗୃହ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି, ପାକିସ୍ତାନର ବିଭିନ୍ନ ଆତଙ୍କବାଦୀ

କର୍ଣ୍ଣାଟକ ରାଜନୀତି: ରାଜ୍ୟପାଳଙ୍କୁ ଚିଠି ଲେଖିଲେ ବାଚସ୍ପତି

ଗତ 4 ଦିନ ହେବ କର୍ଣ୍ଣାଟକରେ ଉପୁଜିଥିବା ରାଜନୈତିକ ସଂକଟ ନେଇ ରାଜ୍ୟପାଳଙ୍କୁ ଚିଠି ଲେଖିଛନ୍ତି ବାଚସ୍ପତି କେଆର୍‌ ରମେଶ କୁମାର। ବାଚସ୍ପତି ଚିଠି ଲେଖି ଜଣାଇଛନ୍ତି ଯେ କେହି ବି ବିଦ୍ରୋହୀ ବିଧାୟକ ତାଙ୍କୁ ଦେଖାକରି ସେମାନଙ୍କ ଇସ୍ତଫା ପତ୍ର

ଫନି ମୁକାବିଲା ସମ୍ବନ୍ଧିତ ପ୍ରାମାଣିକ ଚିତ୍ର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୟଙ୍କର ବାତ୍ୟା ‘ଫନି’କୁ ଚଟାଣ ଭଳି ସାମ୍ନା କରି ଲକ୍ଷାଧିକ ଲୋକଙ୍କୁ ସୁରକ୍ଷା ଦେଇଥିବା ଓଡ଼ିଶା ପୁଲିସଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯେତେବେଳେ ଗତ ମେ’ 3 ତାରିଖରେ ‘ଫନି’ ଫଣାରେ ଥିଲା ଓଡ଼ିଶା, ତାହାର ସଫଳ

ଟସ୍ ଜିତି ନ୍ୟୁଜିଲ୍ୟାଣ୍ଡର ବ୍ୟାଟିଂ ନିଷ୍ପତ୍ତି

ଆଜି ଚଳିତ ବିଶ୍ୱକପର ପ୍ରଥମ ସେମି ଫାଇନାଲ ମ୍ୟାଚ। ଓଲ୍ଡ ଟ୍ରାଫର୍ଡରେ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚରେ ଟସ ଜିତି ନ୍ୟୁଜିଲ୍ୟାଣ୍ଡ ଟିମ୍ ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଛି। ଉଭୟ ଦଳରେ ଗୋଟିଏ ଲେଖାଏ ପରିବର୍ତନ କରାଯାଇଛି। ନ୍ୟୁଜିଲ୍ୟାଣ୍ଡ୍

ଡ୍ରେସିଂ କର୍ମଚାରୀଙ୍କ ଅନୁପସ୍ଥିତି ଯୋଗୁଁ ଡ୍ରେସିଂ କଲେ ଝାଡ଼ୁଦାର

ସ୍ବାସ୍ଥ୍ୟ ସେବା ପାଇଁ ବାଲିପାଟଣା ବ୍ଲକର ଏକମାତ୍ର ଭରସା ଅଠାନ୍ତର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର । ମାତ୍ର ରବିବାର ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁ ରୋଗୀ ସେବା ଠପ୍‌ ହୋଇଯାଇଥିଲା । ଡାକ୍ତର ଶ୍ରୀମୟ ମିଶ୍ରଙ୍କ ଦେହ ହଠାତ୍‌ ଅସୁସ୍ଥ ହୋଇପଡ଼ିବାରୁ ରୋଗୀମାନେ ମେଡିକାଲ୍‌କୁ

ମା’ଲକ୍ଷ୍ମୀ ଠାକୁରାଣୀ, ଭାଙ୍ଗିଲେ ନନ୍ଦିଘୋଷ ରଥ

ଋକ୍ମିଣୀ ହରଣ ଏକାଦଶୀରେ ବିବାହ ପରେ ମହାପ୍ରଭୁ ଚତୁର୍ଥୀ (ଚତୁର୍ଦ୍ଦଶୀ ତିଥି) ଦିନ ସ୍ନାନବେଦୀରେ ଅତ୍ୟଧିକ ସ୍ନାନ ଯୋଗୁ ଜ୍ୱରରେ ପଡ଼ି ଅଣସର ଘରେ ଥିଲେ । ଭଲ ହୋଇ ଅଣସର ଘରୁ ବାହାରିଛନ୍ତି କି ନାହିଁ ଭାଇ-ଭଉଣୀଙ୍କୁ ଧରି ରତ୍ନବେଦୀ

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ବିରୋଧରେ ନିର୍ବାଚନୀ ମାମଲା

ବାଲେଶ୍ବର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ବିରୋଧରେ ହାଇକୋର୍ଟରେ ନିର୍ବାଚନୀ ମାମଲା ଦାୟର ହୋଇଛି। ନାମାଙ୍କନ ସମୟ‌େର ଦାଖଲ ସତ୍ୟପାଠରେ ତଥ୍ୟ ଲୁୁଚାଇଥିବାରୁ ଶ୍ରୀ ଷଡଙ୍ଗୀଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଉ ବୋଲି ଦର୍ଶାଇ ଏହି ମାମଲା ରୁଜୁ

ସେନା ପାଖରେ ନାହିଁ ପର୍ଯ୍ୟାପ୍ତ ବୁଲେଟପ୍ରୁଫ ଜ୍ୟାକେଟ

ଜମ୍ମୁକାଶ୍ମୀରରେ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରିବା ପାଇଁ ଷ୍ଟିଲ ବୁଲେଟର ବ୍ୟବହାର କରୁଛନ୍ତି | ତେବେ ଏହି ବୁଲେଟକୁ ମୁକାବିଲା କରିବା ପାଇଁ ସେନା ପାଖରେ ଆବଶ୍ୟକ ପରିମାଣର ବୁଲେଟପ୍ରୁଫ ଜ୍ୟାକେଟ ନାହିଁ | ଏକଥାକୁ ସ୍ୱୀକାର କରିଛନ୍ତି କେନ୍ଦ୍ର ପ୍ରତିରକ୍ଷା