Date: July 10, 2019

Total 24 Posts

ଆସନ୍ତାକାଲି ଅଯୋଧ୍ୟା ମାମଲାରେ ଶୁଣାଣି

ଅଯୋଧ୍ୟା ମାମଲା ଉପରେ ଶୀଘ୍ର ଶୁଣାଣି କରିବାକୁ  ରାଜି ହୋଇଛନ୍ତି ସୁପ୍ରିମକୋର୍ଟ । ଗୁରୁବାର ଦିନ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ ।  ରାମ ଜନ୍ମଭୂମି-ବାବରୀ ମସଜିଦ ବିବାଦ ମାମଲା ଉପରେ ଜଣେ

ମୁଖ୍ୟମନ୍ତ୍ରୀଙ୍କ ଓଏସଡି ହେଲେ ଗୋପବନ୍ଧୁ ଦାଶ

ଅବସରପ୍ରାପ୍ତ ବରିଷ୍ଠ ଓଏଏସ୍ ଅଫିସର ଗୋପବନ୍ଧୁ ଦାଶଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି(ଓଏସଡି) ଭାବେ ନିଯୁକ୍ତି ମିଳିଛି। ସେ ସ୍ୱତନ୍ତ୍ର ସଚିବ ପାହ୍ୟାର ସମସ୍ତ ସୁବିଧାସୁଯୋଗ ପାଇବେ। ଶ୍ରୀ ଦାଶ ଏବେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ରାଜନୀତିକ

ବାଧ୍ୟତାମୂଳକ ଭାବେ 312 କର୍ମଚାରୀଙ୍କୁ ଅବସର ଦେଲେ ମୋଦୀ ସରକାର

କାମରେ ହେଳା କରିଥିବା ଅଭିଯୋଗରେ 312 ଜଣ କର୍ମଚାରୀଙ୍କୁ ମୋଦୀ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି | ନିଜ କାମକୁ ନେଇ ଦାୟିତ୍ବହୀନତା ପାଇଁ ଏହି କେନ୍ଦ୍ର କର୍ମଚାରୀମାନଙ୍କୁ ଚାକିରିରୁ ହଟାଇଦିଆଯାଇଥିବାର ଜଣାପଡିଛି | ଏଥିରେ ବହୁ ବରିଷ୍ଠ ଅଧିକାରୀ ଥିବାବେଳେ

ଫାଇନାଲରୁ ବାଦ୍ ପଡିଲା ଭାରତ

କୋଟି କୋଟି ଭାରତୀୟ ପ୍ରଶଂସକ ଆଶା ଆଶାରେ ହିଁ ରହିଗଲା। ଲଗାତାର ଭଲ ପ୍ରଦର୍ଶନ କରିଆସୁଥିବା ଟିମ୍ ଇଣ୍ଡିଆର ବିଶ୍ୱକପ୍ ଅଭିଯାନ ସେମିଫାଇନାଲରେ ଅଟକି ଯାଇଛି। ବୁଧବାର ଓଲ୍ଡ ଟ୍ରାଫର୍ଡରେ ଖେଳାଯାଇଥିବା ରୋମାଞ୍ଚକର ମୁକାବିଲାରେ ନ୍ୟୁଜିଲ୍ୟାଣ୍ଡ୍ ୧୮ ରନରେ ଭାରତକୁ ହରାଇ

ଆସନ୍ତା 17ରେ ପାଟକୁରା ଗସ୍ତ କରିବେ ନବୀନ!

ଆଗକୁ ରହିଛି ପାଟକୁରା ନିର୍ବାଚନ । ପାଟକୁରା ଆସନକୁ ହାସଲ କରିବାକୁ ବିଜେଡ଼ି ପକ୍ଷରୁ ଜୋରଦାର କସରତ ଚାଲିଛି । ଆସନ୍ତ 17ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଟକୁରା ଗସ୍ତ କାର୍ଯ୍ୟକ୍ରମ ରହିଥିବା ମନ୍ତ୍ରୀ ସୁଶାନ୍ତ ସିଂ ସୂଚନା ଦେଇଛନ୍ତି ।

କର୍ଣ୍ଣାଟକ ରାଜନୀତି: ବାଚସ୍ପତିଙ୍କୁ ଭେଟିଲେ ବିଜେପି ନେତା ୟେଦ୍ୟୁରପ୍ପା

କର୍ଣ୍ଣାଟକର ରାଜନୈତିକ ସଂକଟ ଦିନକୁ ଦିନ ଅଧିକ ଜଟିଳ ହେଉଛି । ଆଜି କଂଗ୍ରେସର ଆଉ ଦୁଇଜଣ ବିଧାୟକ ଏମଟିବି ନାଗରାଜ ଓ କେ.ସୁଧାକର ଇସ୍ତଫା ଦେଇଛନ୍ତି । ଫଳରେ ଇସ୍ତଫା ଦେଇଥିବା କଂଗ୍ରେସ-ଜେଡିଏସ ବିଧାୟକଙ୍କ ସଂଖ୍ୟା 16ରେ ପହଞ୍ଚିଛି ।

ଆହୁରି ବର୍ଷିବ 2 ଦିନ

ଆସନ୍ତା 48 ଘଣ୍ଟା ଅର୍ଥାତ୍ 2 ଦିନ ପର୍ଯ୍ୟନ୍ତ ସାରା ଓଡ଼ିଶାରେ ବର୍ଷା ଲାଗି ରହିବ। ଅନ୍ୟ ସ୍ଥାନ ଗୁଡ଼ିକ ତୁଳନାରେ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ। ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ

କଂଗ୍ରେସ ଆସନରୁ ହାରିବା ପରେ ପାର୍ଟି ବଦଳାଇବେ ଉର୍ମିଳା!

ନିକଟରେ ହୋଇଥିବା ଲୋକସଭା ନିର୍ବାଚନରେ ଉତ୍ତର ମୁମ୍ବାଇ ଆସନରୁ କଂଗ୍ରେସର ପ୍ରାର୍ଥୀ ହୋଇଥିବା ବଲିଉଡ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ନିଜର ପରାଜୟ ପାଇଁ କଂଗ୍ରେସ କର୍ମୀଙ୍କ ଉପରେ ଦୋଷ ଠେଲିଛନ୍ତି | ଏଥିପାଇଁ ଉର୍ମିଳା କଂଗ୍ରେସ ଛାଡିପାରନ୍ତି ବୋଲି ଜୋରଦାର ଚର୍ଚ୍ଚା

ସଂକଟରେ ଭାରତ, 5 ରନରେ 3 ଓ୍ଵିକେଟ

ଗତ କାଲି ବର୍ଷା ଯୋଗୁଁ ଅସଂପୂର୍ଣ୍ଣ  ରହିଥିବା  ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚ ଆଜି ଆରମ୍ଭ ହୋଇଛି । ଅବଶିଷ୍ଠ ଓଭର ଖେଳି ନ୍ୟୁଜିଲାଣ୍ଡ ଭାରତ ଆଗରେ  240 ରନର ଲକ୍ଷ୍ୟ ଧାର୍ଯ୍ୟ କରିଛି । କିନ୍ତୁ ଏହାର ଜବାବରେ ବ୍ୟାଟିଂ କରୁଥିବା

ଭାରତକୁ 240 ରନର ଟାର୍ଗେଟ ଦେଲା ନ୍ୟୁଜିଲାଣ୍ଡ

 କ୍ରିକେଟ ବିଶ୍ଵକପରେ ବର୍ଷା ବାଧାପ୍ରାପ୍ତ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ସେମିଫାଇନାଲ ବୁଧବାର ପୁଣି ଆରମ୍ଭ ହୋଇଛି। ବୁଧବାର 46.1 ଓଭରରୁ ବ୍ୟାଟିଂ ଆରମ୍ଭ କରିଥିବା ନ୍ୟୁଜିଲାଣ୍ଡ 50 ଓଭରରେ 239 ରନ କରିବାରେ ସକ୍ଷମ ହୋଇଛି। ଫଳରେ ଭାରତ ବିଜୟ ଲକ୍ଷ୍ୟ ହାସଲ

ଆଇସିୟୁ ନମିଳିବାରୁ ରୋଗୀର ମୃତ୍ୟୁ- କ୍ୟାପିଟାଲ ହସ୍ପିଟାଲରେ ଧାରଣାରେ ବସିଲେ ପରିବାର

ହସ୍ପିଟାଲ କର୍ମଚାରୀଙ୍କୁ ଆଇସିୟୁ ନମିଳିବାରୁ ଦେଖାଦେଇଛି ଉତ୍ତେଜନା । କ୍ୟାପିଟାଲ ହସ୍ପିଟାଲରେ ଧାରଣାରେ ବସିଛନ୍ତି ଚତୁର୍ଥ ଶ୍ରେଣୀ କର୍ମଚାରୀ । ଆଇସିୟୁ ମିଳିଥିଲେ ରୋଗୀ ଜଣକ ବଂଚିଯାଇଥାନ୍ତେ ବୋଲି ମୃତ କର୍ମଚାରୀଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ,