Date: July 11, 2019

Total 28 Posts

ବିଜେପିରେ ମିଶିଲେ ଗୋଆର ୧୦ ବିଧାୟକ

ଆଜି ଗୋଆର କଂଗ୍ରେସ ବିଧାୟକ ଦଳ ନେତା ଚନ୍ଦ୍ରକାନ୍ତ କାବଲେକରଙ୍କ ସମେତ ମୋଟ ୧୦ ଜଣ କଂଗ୍ରେସରୁ ଇସ୍ତଫା ଦେଇ ଶାସକ ବିଜେପିରେ ମିଶିଛନ୍ତି । ୧୦ ବିଧାୟକ ଇସ୍ତଫା ଦେବା ପରେ ଗୋଆ ବିଧାନସଭାରେ କଂଗ୍ରେସ ସଦସ୍ୟଙ୍କ ସଂଖ୍ୟା ୫କୁ

ଅଯୋଧ୍ୟା ମାମଲା: ଜୁଲାଇ ୧୮ରେ ମିଳିବ ମଧ୍ୟସ୍ଥତା କମିଟି ରିପୋର୍ଟ, ୨୫ରେ ପରବର୍ତ୍ତୀ ଶୁଣାଣି

ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରି ମସଜିଦ ବିବାଦ ମାମଲାର ଶୁଣାଣି ଗୁରୁବାର ସୁପ୍ରିମକୋର୍ଟରେ ହୋଇଥିଲା। ଆବେଦନକାରୀମାନେ କହିଥିଲେ ଯେ, ମାମଲାର ସମାଧାନ ଲାଗି ସୁପ୍ରିମକୋର୍ଟ ଯେଉଁ ମଧ୍ୟସ୍ଥତା କମିଟି ଗଠନ କରିଥିଲେ, ତାହା କାମ କରୁ ନାହିଁ। ଏ ସଂକ୍ରାନ୍ତରେ ଗୁରୁବାର ସୁପ୍ରିମକୋର୍ଟ

କର୍ଣ୍ଣାଟକ ସଙ୍କଟ: ସୁପ୍ରିମକୋର୍ଟ ଗଲେ ବାଚସ୍ପତି

କର୍ଣ୍ଣାଟକରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ଗୁରୁବାର ପୁଣି ଏକ ନୂଆମୋଡ଼ ନେଇଛି। ସୁପ୍ରିମକୋର୍ଟ ଅସନ୍ତୁଷ୍ଟ ବିଧାୟକଙ୍କ ପିଟଶନର ଶୁଣାଣି କରି ଗୁରୁବାର ସନ୍ଧ୍ୟା ୬ଟାରେ ବାଚସ୍ପତିଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟିବାକୁ ନିର୍ଦେଶ ଦେଇଥିଲେ। । ବାଚସ୍ପତି ଆଜି ସନ୍ଧ୍ୟା ସୁଦ୍ଧା ବିଧାୟକମାନଙ୍କ

ଆଖିରେ ପଟି ବାନ୍ଧି ଲେଖା ପଢ଼ା ସହ ଚଳାଉଛନ୍ତି ସାଇକେଲ୍‌

କୁହାଯାଏ, ଦୁନିଆରେ ଅସମ୍ଭବ ବୋଲି କିଛି ନାହିଁ। ଚେଷ୍ଟା, ପରିଶ୍ରମ ଏବଂ ପ୍ରଶିକ୍ଷଣ ଦ୍ୱାରା ସବୁ ସମ୍ଭବ ହୋଇପାରିବ। ଏହି କଥାକୁ ପ୍ରମାଣିତ କରି ଦେଖାଇଛନ୍ତି ବିସ୍ମୟ ବାଳିକା ପ୍ରଜ୍ଞା ପରମିତା। ପ୍ରଜ୍ଞା ଆଖିରେ ପଟି ବାନ୍ଧି ଲେଖା ପଢ଼ା କରିବା

ଫୋର୍ବ୍ସର ଟପ୍ ୧୦୦ ଲିଷ୍ଟରେ ଅକ୍ଷୟ

ଫୋର୍ବ୍ସ ପକ୍ଷରୁ ସାରା ବିଶ୍ୱରେ ଚଳିତ ବର୍ଷରେ ସର୍ବାଧିକ ରୋଜଗାର କରିଥିବା ଷ୍ଟାରମାନଙ୍କ ଲିଷ୍ଟ ଜାରିକରିଛି । ଏଥିରେ ଭାରତରୁ କେବଳ ଅକ୍ଷୟ କୁମାର ହିଁ ସ୍ଥାନ ପାଇଛନ୍ତି । ଅନ୍ୟ ପଟେ ବଲିଉଡର ସୁଲତାନ ସଲମାନ ଖାନ୍ ମଧ୍ୟ ଏହି

ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଲା ଅଷ୍ଟ୍ରେଲିଆ

ଆଜି ବର୍ମିଂଘମରେ ଆଇସିସି କ୍ରିକେଟ ବିଶ୍ୱକପ ୨୦୧୯ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଖେଳାଯାଉଛି । ଆଜିର ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଅଷ୍ଟ୍ରେଲିଆ । ଆଜିର ମ୍ୟାଚରେ ବିଜୟ ହାସଲ କରି ଉଭୟ ଦଳ ଫାଇନାଲରେ

ମନ ଇଚ୍ଛା ଭଡ଼ା ବଢ଼ାଇ ପାରିବେ ନାହିଁ ଘର ମାଲିକ, କେନ୍ଦ୍ର ସରକାର ଆଣିବେ ଆଇନ

ଦେଶରେ ଅନେକ ଲୋକ ଭଡ଼ା ଘରେ ରହୁଛନ୍ତି । ଏହି ସମୟରେ ଘର ଭଡ଼ା ଟଙ୍କା ବୃଦ୍ଧିକୁ ନେଇ ଘର ମାଲିକ ଓ ଭଡ଼ାଟିଆଙ୍କ ମଧ୍ୟରେ ବାରମ୍ବାର ବିବାଦ ଉପୁଜେ । ସାରା ଭାରତରେ ଦେଖିଲେ ଏହି ସମସ୍ୟା ରହିଛି ।

ଆଜି ୧୨ ଘଂଟିଆ ବଡମ୍ବା ବନ୍ଦ

ଆଜି ୧୨ ଘଂଟିଆ ବଡମ୍ବା ବନ୍ଦ ଡାକରା ଦିଆଯାଇଛି । ଓକିଲ ସଂଘ ଏବଂ ସର୍ବଦଳୀୟ କମିଟି ତରଫରୁ ଏହି ବନ୍ଦ ପାଳନ କରାଯାଉଛି । ବଡମ୍ବାକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ପ୍ରଦାନ ନେଇ ଅନେକ ଦିନ ହେଲା ଦାବି ହୋଇ

ମଧ୍ୟପ୍ରଦେଶରେ ଏନକାଉଣ୍ଟର, ଦୁଇ ନକ୍ସଲ ମୃତ

ମଧ୍ୟପ୍ରଦେଶର ହକ୍ ଫୋର୍ସକୁ ମିଳିଛି ବଡ ସଫଳତା। ବାଲାକୋଟ ଜିଲ୍ଲାରେ ଏକ ଏନକାଉଣ୍ଟରରେ ଦୁଇଜଣ ନକ୍ସଲଙ୍କୁ ମାରିବାରେ ସଫଳ ହୋଇଛି ହକ୍ ଫୋର୍ସ। ସବୁଠାରୁ ବଡ କଥା ହେଉଛି ଏହି ଦୁଇ ନକ୍ସଲଙ୍କ ଉପରେ ପୁରସ୍କାର ରାଶି ଘୋଷଣା ହୋଇଥିଲା।ଏହି ଏନକାଉଣ୍ଟରରେ

ସନ୍ଧ୍ୟା ସୁଦ୍ଧା ବାଚସ୍ପତିଙ୍କୁ ଭେଟିବାକୁ ବିଦ୍ରୋହୀ ବିଧାୟକଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

କର୍ଣ୍ଣାଟକର ବିଦ୍ରୋହୀ ବିଧାୟକମାନଙ୍କୁ ସନ୍ଧ୍ୟା ୬ଟା ସୁଦ୍ଧା ବିଧାନସଭା ବାଚସ୍ପତିଙ୍କ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ବିଧାୟକମାନେ ଚାହିଁଲେ ନିଜର ଇସ୍ତଫା ପତ୍ର ଦେଇ ପାରିବେ । ତେବେ ସମସ୍ତ ବିଧାୟକମାନଙ୍କୁ କଡ଼ା ସୁରକ୍ଷା ଯୋଗାଇ ଦେବାକୁ

ଭାରତ ପରାସ୍ତ ହେବା ପରେ ବିଷ ପିଇଲେ କଳାହାଣ୍ଡିର ଯୁବକ

ଗତ କାଲି ଆଇସିସି କ୍ରିକେଟ ବିଶ୍ୱକପ ୨୦୧୯ର ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଠାରୁ ୧୮ ରନରେ ପରାସ୍ତ ହୋଇ ବିଶ୍ୱକପରୁ ବିଦା ହୋଇଛି ଟିମ୍ ଇଣ୍ଡିଆ । ଭାରତର ପରାଜୟରେ ୧୩୦ କୋଟି ଭାରତୀୟଙ୍କ ସ୍ୱପ୍ନ ଭାଙ୍ଗିଯାଇଛି କହିଲେ ଭୁଲ ହେବ ନାହିଁ