Date: July 13, 2019

Total 14 Posts

ସୋମାଲିଆରେ ଆତ୍ମଘାତୀ ବିସ୍ଫୋରଣ: 26 ମୃତ

ସୋମାଲିଆର ଦକ୍ଷିଣରେ ଥିବା ବନ୍ଦର ସହର କିସମାୟୋରେ ଶନିବାର ଆତ୍ମଘାତୀ ବିସ୍ଫୋରଣ ଓ ଅଜ୍ଞାତ ବ୍ୟକ୍ତିଙ୍କ ଗୁଳିମାଡ଼ରେ 26 ଜଣଙ୍କ ମୃତ୍ୟୁ ହେବା ସହ ପ୍ରାୟ 56 ଜଣ ଆହତ ହୋଇଥିବା ସୂଚନା ମିଳିଛି। ମୃତାହତଙ୍କ ସଂଖ୍ୟା ଆଗକୁ ବଢିପାରେ ବୋଲି

ଭୁବନେଶ୍ୱରରୁ ଦୁବାଇକୁ ଉଡିବ ବିମାନ, କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ଚଳାଚଳ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖି ଦାବି କରିଛନ୍ତି। ଏ ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ଓ ସହର ବ୍ୟାପାର ମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ

18ରୁ ବଢିବ ବର୍ଷା

ଓଡ଼ିଶା ଉପରେ ଏକ ଟ୍ରଫ୍‌ ଲାଇନ୍ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଜୁଲାଇ 18 ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ତେବେ 18 ତାରିଖ ପରଠୁ ବର୍ଷାର ପରିମାଣ ବଢ଼ିବ। ଭୁବନେଶ୍ୱର

ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀଙ୍କୁ ଲୋକାୟୁକ୍ତଙ୍କ ନୋଟିସ୍

ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କରେ ଦୁର୍ନୀତି ଓ ଅନିୟମିତତା ମାମଲାରେ ସ୍ୱତନ୍ତ୍ର ରିଲିଫ କମିଶନର ତଥା ବରିଷ୍ଠ ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ଓଡ଼ିଶା ଲୋକାୟୁକ୍ତ ନୋଟିସ୍ ଜାରି କରିଛନ୍ତି। ଶ୍ରୀ ସେଠୀଙ୍କୁ ଅଗଷ୍ଟ ୧୯ତାରିଖ ସୁଦ୍ଧା ନିଜ ପକ୍ଷ ରଖିବାକୁ ଲୋକାୟୁକ୍ତ

ଶାସ୍ତ୍ରୀ ପାଇବେ କି ଶାସ୍ତି, ସେମିଫାଇନାଲରେ ଭାରତ ହାରିବା ପରେ ମୁଣ୍ଡ ଖେଳାଇଲେ ସୁପ୍ରିମକୋର୍ଟ

ସୁପ୍ରିମକୋର୍ଟ ଦ୍ଵାରା ନିଯୁକ୍ତ ପ୍ରଶାସକ ସମିତି(ସିଓଏ) ବିଶ୍ଵକପରେ ଭାରତର ପ୍ରଦର୍ଶନକୁ ନେଇ କୋଚ୍ ରବି ଶାସ୍ତ୍ରୀ ଓ ଅଧିନାୟକ ବିରାଟ କୋହଲିଙ୍କ ସହିତ ସମୀକ୍ଷା ବୈଠକ କରିବ। କୁହାଯାଉଛି ଯେ, ଏହି ସମୟରେ ସେମି ଫାଇନାଲରେ ମିଳିଥିବା ପରାଜୟ କାରଣର ବିଷୟରେ

ବିଜୁଳି ଚୋରି ରୋକିବା ପାଇଁ ମୋଦୀ ସରକାରଙ୍କ ମେଗା ପ୍ଲାନ ପ୍ରସ୍ତୁତ

ବିଜୁଳି ଚୋରି ରୋକି ୨୪ ଘଣ୍ଟା ବିଜୁଳି ଯୋଗାଇ ଦେବାକୁ ନରେନ୍ଦ୍ର ମୋଦୀ ସରକାର ଯୋଜନା କରିଛନ୍ତି। ମିଡ଼ିଆ ରିପୋର୍ଟ ଅନୁସାରେ ମୋଦୀ ସରକାର ୩ ସ୍ତରୀୟ  ଯୋଜନାରେ ସଚ୍ଚୋଟ ବିଜୁଳି ଉପଭୋକ୍ତାଙ୍କୁ ୨୪ ଘଣ୍ଟା ବିଜୁଳି ଉପଲବ୍ଧ କରାଇବେ। ଅନ୍ୟ

ତ୍ରିପୁରା ପଞ୍ଚାୟତ ନିର୍ବାଚନରେ ବାଜି ମାରିଲା ବିଜେପି

ସପ୍ତଦଶ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ଲୋକପ୍ରିୟତା ଆହୁରି ବଢ଼ିଛି । ଉତ୍ତର-ପୂର୍ବ ଭାରତର ତ୍ରିପୁରାରେ ହୋଇଥିବା ଗ୍ରାମପଂଚାୟତ ନିର୍ବାନରେ ବିଜେପିର ୮୩ ପ୍ରତିଶତ ପ୍ରାର୍ଥୀ ନିର୍ବିରୋଧରେ ନିର୍ବାଚିତ ହୋଇଛନ୍ତି । ସୂଚନାଯୋଗ୍ୟ ତ୍ରିପୁରା ନିର୍ବାଚନ ଆୟୋଗ ଗତ ସପ୍ତାହରେ

ଓଟିଇଟି ପରୀକ୍ଷା ବିଜ୍ଞପ୍ତି ପ୍ରକାଶ

ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଟିଇଟି ପରୀକ୍ଷା ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଆଶାୟୀ ପରୀକ୍ଷାର୍ଥୀ ଚଳିତ ମାସ ୧୫ରୁ ୨୬ତାରିଖ ପର୍ଯ୍ୟନ୍ତ କେବଳ ଅନଲାଇନରେ ଆବେଦନ କରିପାରିବେ ।   ଆଜି ମାଧ୍ୟମିକ ଶିକ୍ଷା ପରିଷଦ

ବର୍ଷା ବିତ୍ପାତ,ଉତ୍ତର ପ୍ରଦେଶରେ 15 ଓ ଆସାମରେ 6 ମୃତ

ଉତ୍ତର ପ୍ରଦେଶ ଓ ଆସାମରେ ବିଗତ ୩ ଦିନ ହେବ ପ୍ରବଳ ବର୍ଷା ହୋଇଛି । ବର୍ଷା ଯୋଗୁଁ ଉତ୍ତର ପ୍ରଦେଶରେ ୧୫ ଓ ଆସାମରେ ୬ ଜଣଙ୍କର ମୃତ୍ୟୁ ଘଟିଛି । ଆସାମର ୨୧ଟି ଜିଲ୍ଲାରେ ୭୦୦ଟି ଗ୍ରାମର ୪

ଯାଜପୁରବାସୀଙ୍କ ସ୍ୱପ୍ନକୁ ପୂରଣ କଲେ ପ୍ରଣବ : ହେବ ୧୦୦ ଶଯ୍ୟା ବିଶିଷ୍ଟ ମେଡ଼ିକାଲ କଲେଜ

୨୦୦୯ ସାଧାରଣ ନିର୍ବାଚନରେ ଯାଜପୁର ବିଧାୟକ ଭାବେ ଯେତେବେଳେ ଯାଜପୁରବାସୀ ଯାଜପୁରର ସାଲିସ ବିହୀନ ସମ୍ରାଟ ସ୍ୱର୍ଗତ ଅଶୋକଦାସଙ୍କ ନନ୍ଦନ ପ୍ରଣବ ପ୍ରକାଶ ଦାସ(ବବି)ଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଧାୟକ ଭାବେ ଓଡ଼ିଶା ବିଧାନସଭାକୁ ପଠାଇଲେ । ସେହିଦିନ ଠାରୁ

ମୁହଁ ଖୋଲିଲେ ଧୋନୀଙ୍କୁ ରନ୍ ଆଉଟ କରିଥିବା ଖେଳାଳି

 ଚଳିତ ବିଶ୍ୱକପ୍ ସେମିଫାଇନାଲରେ ଧୋନୀ ଆଉଟ ହେବାପରେ ମ୍ୟାଚ ଟିମ୍ ଇଣ୍ଡିଆ ହାତରୁ ଚାଲିଯାଇଥିଲା । ଫଳରେ ୧୮ ରନରେ ନ୍ୟୁଜିଲ୍ୟାଣ୍ଡ୍  ଜିତିପାରିଥିଲା ।  ଧୋନିଙ୍କ ରନ୍ ଆଉଟ୍ ହେବା ପରେ ଟିମ୍ ଇଣ୍ଡିଆର ବିଜୟ ଆଶା ଧୂଳିସାତ୍ ହୋଇଯାଇଥିଲା। ଧୋନିଙ୍କୁ