latest

Date: July 14, 2019

Total 12 Posts

ଚନ୍ଦ୍ରଯାନ-୨ରେ ମହିଳାଙ୍କ କମାଲ

ଚନ୍ଦ୍ରଯାନ-୨ରେ ମହିଳାଙ୍କ କମାଲ । ଏହା ହେଉଛି ମହିଳାଙ୍କ ନେତୃତ୍ବରେ ଉତକ୍ଷେପଣ ହେବାକୁ ଯାଉଥିବା ଦେଶର ପ୍ରଥମ ମହାକାଶ ଅଭିଯାନ । ଭାରତ ଇତିହାସରେ ପ୍ରଥମ ଥର ପାଇଁ ଏହି ମିଶନ ଦୁଇ ଜଣ ମହିଳାଙ୍କ ନେତୃତ୍ବରେ ଆଗେଇ ଚାଲିଛି ।

ସୁପ୍ରୀମକୋର୍ଟ ଙ୍କ ବଡ ନିର୍ଦେଶ – ବାପାଙ୍କ ସମ୍ପତ୍ତିର ପୁଅର ଯେତିକି ଅଧିକାର ଅଛି ଝିଅର ମଧ୍ୟ ସେତିକି ଅଧିକାର

ବରେଲିର ବିଧାୟକ ମିଶ୍ରାଙ୍କ ଝିଅ ଫେରାର୍ ହୋଇଯିବାପରେ ବହୁତ ଲୋକଙ୍କର ମନରେ ଏହି ପ୍ରଶ୍ନ ଥିବ କି ଏବେ ବିଧାୟକ ପ୍ରୋପର୍ଟି ଉପରେ ତାଙ୍କର ହକ୍ ଥିବ କି ନାହିଁ , ତେବେ ଆମେ ଆପଣଙ୍କୁ କହିଦେବୁ କି ସୁପ୍ରିମ କୋର୍ଟ

ଲଗାଣ ବର୍ଷା ଫଳରେ ନେପାଳରେ ୪୩ ଜଣଙ୍କ ମୃତ୍ୟୁ

 ନେପାଳରେ ଲଗାତାର ମୁସଳଧାରାରେ ବର୍ଷା ହେବା ପରେ ବନ୍ୟା ସହ ଭୁସ୍ଖଳନ ସମସ୍ୟା ଉପୁଜିଛି । ଏଠାରେ ବନ୍ୟା ଏବଂ ଭୁସ୍ଖଳନ ପ୍ରଭାବରେ ୪୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪ ଜଣ ନିଖୋଜ ଅଛନ୍ତି । ଅନ୍ୟପକ୍ଷରେ ୨୦ ଜଣ

ଚନ୍ଦ୍ରାୟନ-୨ ଉତ୍‌କ୍ଷେପଣ ପାଇଁ ୨୦ ଘଣ୍ଟିଆ କାଉଣ୍ଟଡାଉନ୍‌ ଆରମ୍ଭ

 ଜୁଲାଇ ୧୫ ପ୍ରତ୍ୟୁଷରେ ଭାରତର ଓଜନଦାର ରକେଟ୍‌ ‘ବାହୁବଳୀ’ ‘ଚନ୍ଦ୍ରାୟନ-୨’ ମହାକାଶ ଯାନକୁ ଉତ୍‌କ୍ଷେପଣ କରିବା ପୂର୍ବରୁ ୨୦ ଘଣ୍ଟିଆ ଓଲଟଗଣନ ରବିବାର ୬: ୧୫ରୁ ଆରମ୍ଭ ହୋଇଛି ବୋଲି ଭାରତୀୟ ମହାକାଶ ଏଜେନ୍‌ସିର ଜଣେ ଶୀର୍ଷସ୍ତରୀୟ ଅଧିକାରୀ କହିଛନ୍ତି।ସକାଳ ୬:

ଅତିରିକ୍ତ ଓଜନର ଲଗେଜ୍‌ ନେଇ ସୁପରଫାଷ୍ଟ୍‍ ବୁଲେଟ୍‌ ଟ୍ରେନ୍‌ରେ ଯାତ୍ରା କଲେ ଦେବାକୁ ପଡ଼ିବ ଅଧିକ ଟଙ୍କା

 ଭାରତର ପ୍ରଥମ ସୁପରଫାଷ୍ଟ୍‍ ବୁଲେଟ୍‌ ଟ୍ରେନ୍‌ ମୁମ୍ବାଇରୁ ଅହମ୍ମଦାବାଦ୍‌ ଯାଏଁ ଯାତ୍ରା କରିବ। ତେବେ ଏନେଇ ଏନ୍‌ ଏଚ୍‌ ଏସ ଆର୍‌.ସି.ଏଲ୍‌ ପକ୍ଷରୁ କୁହାଯାଉଛି ଯେ,ଏହି ବୁଲେଟ୍‌ ଟ୍ରେନ୍‌ରେ ଯେଉଁ ଯାତ୍ରୀମାନେ ଅଧିକ ଓଜନର ଲଗେଜ୍‌ ସାଙ୍ଗରେ ନେଇ ଯାତ୍ରା କରିବେ

ମୁହଁ ଖୋଲିଲେ ରୋହିତ ଶର୍ମା: ସେହି ଅଧଘଣ୍ଟା ପାଇଁ ବିଶ୍ବକପରୁ ବାଦ ପଡ଼ିଲା ଟିମ୍ ଇଣ୍ଡିଆ…

ଚଳିତ ବିଶ୍ବକପରେ ଭାରତୀୟ କ୍ରିକେଟ ଟିମ ସେମିଫାଇନାଲରେ ଯେଉଁଭଳି ଭାବେ ନ୍ୟୁଜିଲାଣ୍ଡ ଠାରୁ  ପରାଜୟବରଣ କଲେ, ନିଶ୍ଚିତ ଭାବେ ଭାରତୀୟ କ୍ରିକେଟପ୍ରେମୀଙ୍କ ମନରେ ଶକ୍ତ ଆଘାତ ଲାଗିଛି। ଟିମ ଇଣ୍ଡିଆ ଲିଗ୍ ମ୍ୟାଚରୁ ପ୍ରତ୍ୟେକଟି ମ୍ୟାଚରେ ଦମଦାର୍ ପ୍ରଦର୍ଶନ କରିଥିଲା। ସେମିଫାଇନାଲ

ବୃଦ୍ଧଙ୍କୁ ହତ୍ୟା କରି ସାତ ଜଣ ଗିରଫ

ଗୁଣିଗାରେଡ଼ି କରୁଥିବା ସନ୍ଦେହରେ ସଦର ଥାନା ଅନ୍ତର୍ଗତ ସେଣ୍ଡକାପ ଗ୍ରାମର ଜଣେ ବୃଦ୍ଧଙ୍କୁ ଶନିବାର ବିଳମ୍ବିତ ରାତ୍ରୀରେ ସାତ ଜଣ ବ୍ୟକ୍ତି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି।ନିହତ ବୃଦ୍ଧ ହେଉଛନ୍ତି ଦୀନବନ୍ଧୁ ମୁଣ୍ଡା। ସେ ଗୁଣିଗାରେଡ଼ି କରୁଥିବାରୁ ସେହି ଗ୍ରାମର

ଆଜି ପାରାଦୀପ ଆସିବେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ

ରବିବାର ପାରାଦୀପ ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରଏ। ଅପରାହ୍ନରେ ୩ଟାରେ ପହ‌ଞ୍ଚି ‌ସେ ସିଧାସଳଖ ସାମୁଦ୍ରିକ ଥାନାକୁ ଯିବେ। ସେଠାରେ ସେ ଆରକ୍ଷୀ ଅଧୀକ୍ଷକ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ସମେତ ଥାନାର ଅନ୍ୟ କର୍ମଚାରୀଙ୍କ ସହ ଆଲୋଚନା

ପାଟକୁରା ନିର୍ବାଚନ : କିଏ ପାଇବେ ଅନୁକମ୍ପା?

ପାଟକୁରା ନିର୍ବାଚନ ମଇଦାନରେ ୬ ଜଣ ପ୍ରାର୍ଥୀ ରହିଥିଲେ ବି କେବଳ ଦୁଇଟି ମୁହଁ ଏବେ ସମସ୍ତଙ୍କ ସାମନାରେ ଜଳଜଳ ହୋଇ ସ୍ପଷ୍ଟ। ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ଏବଂ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର। ଉଭୟଙ୍କ ମଧ୍ୟରେ ଏକପ୍ରକାର ସିଧାସଳଖ

ଆଜି କଟକ-ଚାନ୍ଦବାଲି ରାସ୍ତା ଅବରୋଧ ,ବସ ଚଳାଚଳ ବାଧାପ୍ରାପ୍ତ

 କେନ୍ଦ୍ରାପଡ଼ାରେ ବଢୁଛି ଅଶାନ୍ତି । ଗୁଲନଗର ଛକରେ ଗୁଳିକାଣ୍ଡ ଘଟଣାରେ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକେ । ଏପରିକି ଆଜି ବି ଦୋକାନ ବଜାର  ବନ୍ଦ ରହିଛି । ତିନିମୁହାଣୀ ଛକ ନିକଟରେ କଟକ-ଚାନ୍ଦବାଲି ରାସ୍ତା ଅବରୋଧ କରିଛନ୍ତି ଲୋକେ ।

ବାଲେଶ୍ୱର ଏମ୍‌ସ୍‌ ସାଟେଲାଇଟ୍‌ ସେଣ୍ଟର୍‌ରେ ୭ମ ପ୍ରତିଷ୍ଠା ଦିବସ

ରବିବାର ପୂର୍ବାହ୍ନରେ ସ୍ଥାନୀୟ ଆଇଟିଆର୍‌ କଲୋନି ପରିସର ମଧ୍ୟରେ ଥିବା ବାଲେଶ୍ୱର ଏମ୍‌ସ୍‌ ସାଟେଲାଇଟ୍‌ସେଣ୍ଟର୍‌ ଠାରେ ଭୁବନେଶ୍ୱର ଏମ୍‌ସ୍‌ର ୭ମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି।ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏହି ଉତ୍ସବକୁ ଉଦ୍ଘାଟନ କରିଥିଲେ।