Date: July 15, 2019

Total 15 Posts

ପୋଲିସ –ଲୁଟେରା ମୁହାଁମୁହିଁ, ନିଜ ବୋମାରେ ଅପରାଧୀ ମୃତ

ମହଙ୍ଗା ପୁଡ଼ିଲା ଲୁଟ । ଜଣେ ବ୍ୟସାୟୀଙ୍କ ଠାରୁ ଲୁଟ କରି ଚମ୍ପଟ ମାରିବା ବେଳେ ନିଜ ପକେଟରେ ଥିବା ବୋମା ଫୁଟି ଜଣେ ଦୁର୍ବୃତ୍ତଙ୍କ ମଅତ୍ୟୁ ଘଟିଛି । ସୂଚନାନୁସାରେ, ଗଞ୍ଜାମ ଜିଲ୍ଲା ଭଞ୍ଜନଗର କଣ୍ଟେଇପଲି ଛକରେ ଜଣେ ଗୋରୁ

୬୬୦ କିଲୋ ଗଞ୍ଜାଇ ଜବତ; ୧୦ ଜଣ ଗିରଫ

 ସୋମବାର ଦିନ ଜୟପୁର ଏସ୍‌ଡିପିଓ ଅଧୀନସ୍ଥ ତିନୋଟି ଥାନା ଅଞ୍ଚଳରୁ ୬୬୦ କିଲୋ ଗଞ୍ଜାଇ ଜବତ କରାଯାଇ ୧୦ ଜଣଙ୍କୁ ଗିରଫ କରାଯାଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡିପିଓ ସାଗରିକା ନାଥ, ବୈପାରିଗୁଡ଼ା ଆଇଓସି ରମେଶ ଦେବତା, ସଦର ଆଇଆଇସି ଧୀରେନ୍‌

ଟ୍ରକ୍‌ ଓଲଟି ୨୫ ଗାଈ ମୃତ, ଡ୍ରାଇଭର ଫେରାର୍‌

୬ ନମ୍ବର ଜାତୀୟ ରାଜପଥରେ ଥିବା ବାଲେଶ୍ୱର ଜିଲ୍ଲାର ନନ୍ଦିକା ଗ୍ରାମ ନିକଟରେ ଆଜି ଭୋର ସାଢେ ୫ଟା ବେଳେ ପାଖାପାଖି ୫୦ରୁ ୬୦ ଗାଈ ନେଇ ଏକ ଟ୍ରକ୍‌ କୋଲକାତାକୁ ଯାଉଥିଲା। ଟ୍ରକ୍‌ ଟି ରାସ୍ତା କଡରେ ଓଲଟି ଯିବା

ପୁଅର ଟାଙ୍ଗିଆ ଚୋଟରେ ମାଆର ପ୍ରାଣ ଗଲା

ଜଣେ ନୃଶଂସ ପୁଅର ଟାଙ୍ଗିଆ ଚୋଟରେ ମାଆର ପ୍ରାଣହାନି ଘଟିଛି। କଟକ ଜିଲ୍ଲା ଅନ୍ତର୍ଗତ ଚୌଦ୍ୱାର ଥାନାର କଖଡ଼ି ଗାମର ବିଧବା ମାଆ ସାବି ପ୍ରଧାନ(୫୫)ଙ୍କୁ ତାଙ୍କର ନିଜ ପୁଅ ପ୍ରକାଶ ପ୍ରଧାନ(୨୫) ଟାଙ୍ଗିଆରେ ହାଣି ହତ୍ୟା କରିଛି । ଗତକାଲି ସାବି

ପାଣିରେ ବୁଡ଼ି ଛାତ୍ର ମୃତ

 ଗଙ୍ଗଲା ସେବାଶ୍ରମ ବିଦ୍ୟାଳୟର ସୋମବାର ସକାଳେ ଜଣେ ପ୍ରଥମ ଶ୍ରେଣୀ ଛାତ୍ର ପାଣିରେ ବୁଡ଼ିଯାଇ ପ୍ରାଣ ହରାଇଛି। ମୃତଛାତ୍ର ହେଉଛନ୍ତି ଅମିତ କାଲେକୁରା। ଶୌଚ ହେବା ପାଇଁ ବାହାରକୁ ଯାଇ ଅମିତ ପାଣିରେ ବୁଡ଼ି ମରିଯାଇଥିବା କୁହାଯାଉଛି। ସେବାଶ୍ରମ କର୍ମଚାରୀଙ୍କ ଅବହେଳା କାରଣରୁ ହଷ୍ଟେଲ୍‌ରେ ରହୁଥିବା ଛାତ୍ର କେମିତି

ପିସ୍ତଲ ଦେଖାଇ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କଠାରୁ ଲୁଟିଲେ ୨ଲକ୍ଷ ୮୨ହଜାର ଟଙ୍କା

ଅସ୍ତରଙ୍ଗ ବ୍ଲକ ତାଳଦା ପଞ୍ଚାୟତର ନିର୍ବାହୀ ଅଧିକାରୀ ଦେବେନ୍ଦ୍ର ସ୍ୱାଇଁଙ୍କୁ ପିସ୍ତଲ ଦେଖାଇ କେତେକ ଅସାମାଜିକ ଲୋକ ଟଙ୍କା ଲୁଟି ନେଲେ| ଏ ନେଇ କାକଟପୁର ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି| ମିଳଥିବା ସୂଚନା ମୁତାବକ ତାଳଦା ପଞ୍ଚାୟତ ନିର୍ବାହୀ ଅଧିକାରୀ

ପାଟକୁରାରେ ବିଜେପିର ବିଜୟ ସୁନିଶ୍ଚିତ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପାଟକୁରାରେ ବିଜେପିର ବିଜୟ ସୁନିଶ୍ଚିତ । ବିଗତ ୨୦ ବର୍ଷରେ ବିଭିନ୍ନ ରାଜନୈତିକ ପେଂଚର ଜବାବ ପାଟକୁରାବାସୀ ଏହି ନିର୍ବାଚନରେ ଦେବେ ଓ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ପଦ୍ମ ଫୁଲରେ ଭୋଟ ଦେଇ ଜୟଯୁକ୍ତ କରିବେ ବୋଲି କେନ୍ଦ୍ରାପଡା ଜିଲ୍ଲା

ଅହମଦାବାଦର ପାର୍କରେ ଦୋଳି ଛିଣ୍ଡିବାରୁ ୩ ମୃତ, ୨୬ ଆହତ

ଗୁଜୁରାଟର ଅହମଦାବାଦରେ ରବିବାର ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଆଡଭେଞ୍ଚର ପାର୍କରେ ଦୋଳି ଛିଣ୍ଡିବାରୁ ୩ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୨୬ ଜଣ ଲୋକ ଆହତ ହୋଇଛନ୍ତି । ଅଚାନକ ରାଇଡସ ଛିଣ୍ଡିବାରୁ ଦୁର୍ଘଟଣା

ଆଜି ନିଳାଦ୍ରୀ ବିଜେ

ନଅ ଦିବସୀୟ ରଥଯାତ୍ରା ଶେଷ ହେବା ପରେ ମହାପ୍ରଭୁଙ୍କର ରଥ ଉପରେ ସୁନାବେଶ ଓ ଅଧରପଣା ଶେଷ ହୋଇଛି। ଲକ୍ଷ ଲକ୍ଷ ଭକ୍ତଙ୍କୁ ବଡ଼ଦାଣ୍ଡ ଓ ମାଉସୀ ମନ୍ଦିରରେ ଦର୍ଶନ ଦେବା ପରେ ଶ୍ରୀଜିଉମାନେ ଆଜି ନୀଳକନ୍ଦରକୁ ପ୍ରବେଶ କରୁଛନ୍ତି। ବହୁ

ଯାନ୍ତ୍ରିକ ତୃଟି ଯୋଗୁଁ ମିଶନ ଚନ୍ଦ୍ରଯାନ-୨ ସ୍ଥଗିତ

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ନିଜର ବହୁ ପ୍ରତୀକ୍ଷିତ ଚନ୍ଦ୍ରଯାନ-୨ ମିଶନକୁ ସୋମବାର ସ୍ଥଗିତ କରି ଦେଇଛନ୍ତି । ଯାନ୍ତ୍ରିକ ତୃଟି ଯୋଗୁଁ ଆଜି ଭୋର ୨ଟା ୫୧ରେ ଉତକ୍ଷେପଣ କରାଯିବାକୁ ଥିବା ଇସ୍ରୋର ସବୁଠୁ ଓଜନ ରକେଟ ଜିୟୋସିଙ୍କ୍ରୋନଓ

ଯୋଗୀଙ୍କ କାର୍ଯ୍ୟାନୁଷ୍ଠାନ: ୮ ଅଧିକାରୀ ନିଲମ୍ବିତ

କର୍ତ୍ତବ୍ୟରେ ଅବହେଳା ଯୋଗୁଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ୮ ଜଣ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି । ଏମାନଙ୍କ ମଧ୍ୟରେ ୩ ଜଣ ଜିଲ୍ଲା ମାଜିଷ୍ଟ୍ରେଟ ସାମିଲ ଅଛନ୍ତି । ଏଥି ସହିତ ମୁଖ୍ୟମନ୍ତ୍ରୀ ଯୋଗୀ ଗୋ-ସଂପଦଙ୍କ ଚିକିତ୍ସାରେ କର୍ତ୍ତବ୍ୟ ଅବହେଳା