latest

Date: July 17, 2019

Total 19 Posts

ସୁପ୍ରିମକୋର୍ଟ ପାଇଁ ନୂଆ ବିଲ୍ଡିଂ

ସୁପ୍ରିମ୍‌କୋର୍ଟକୁ ନୂଆ ବିଲ୍ଡିଂ ମିଳିବ। ଏହାର ଉଦ୍‌ଘାଟନ ବୁଧବାର ଅପରାହ୍ନ ୪ଟା ୩୦ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କରିବେ। ଏହି କାର୍ଯ୍ୟକ୍ରମରେ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ଆଇନମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ

ଆଇସିୟୁରେ ପଦ୍ମଶ୍ରୀ ପ୍ରକାଶ ରାଉ

କଟକର ପଦ୍ମଶ୍ରୀ ଡି. ପ୍ରକାଶ ରାଓ ଅନୁଗୁଳର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଯାଇଥିବା ସମୟରେ ହଟାଥ ଅସୁସ୍ଥ ହୋଇ ପଡ଼ିଥିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଆଇ ସି ୟୁ ରେ ଭର୍ତ୍ତି କରାଯାଇଥିବାର ସୂଚନା ମିଳିଛି । ପରମେଶ୍ବରଙ୍କ ନିକଟରେ

ବିରୋଧୀ ବନାମ ବିରୋଧୀ, ଫାଇଦାରେ ଶାସକ

ବିଧାନସଭାରେ ବିରଳ ବିରୋଧ । ବିରୋଧୀ ବନାମ ବିରୋଧୀ ମଧ୍ୟରେ ଚାଲିଛି ବଳକଷାକଷି । କିଏ ପ୍ରକୃତରେ ନିଭାଉଛି ବିରୋଧୀ ଦଳ ଭୂମିକା । ୨୩ ବିଧାୟକ ଥିବା ବିଜେପି ନା ୯ ବିଧାୟକ ଥିବା କଂଗ୍ରେସ । ବିଧାନସଭା ଅଧିବେଶନର

କୋର୍ଟରେ ହାଜର ହେବେ ପ୍ରତାପ ଷଢଙ୍ଗୀ

ଆସନ୍ତା ଅଗଷ୍ଟ 7 ତାରିଖରେ  କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀ ଭୁବନେଶ୍ୱର କୋର୍ଟରେ ହାଜର ହେବେ । ଦୁଇଟି ପୁରୁଣା ମାମଲାରେ ବାଲେଶ୍ବର ଏମ୍‌ପି ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଅଡୁଆ ବଢ଼ିଛି। ଲୋକ ପ୍ରତିନିଧିଙ୍କ ପାଇଁ ସ୍ବତନ୍ତ୍ର କୋର୍ଟ ତଥା ଭୁବନେଶ୍ବର

ବାଇକ୍ ନ ଦେବାରୁ ବାହାଘର ଗୋଟିଏ ଦିନ ପରେ ସ୍ବାମୀ ଦେଲା ତିନି ତଲାକ

ବାହାଘର ହେବା ୨୪ ଘଣ୍ଟା ମଧ୍ୟରେ ଉତ୍ତର ପ୍ରଦେଶର ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ତିନ୍‌ ତଲାକ୍‌ ଦେଇଥିବା କଥା ବୁଧବାର ଦିନ ପୁଲିସ କହିଛି। ଜୁଲାଇ ୧୩ ତାରିଖ ଦିନ ଜହାଙ୍ଗୀରାବାଦର ବାସିନ୍ଦା ଶାହେ ଆଲାମ୍‌ ରୁକ୍‌ସାନା ବାନୋଙ୍କୁ ବିବାହ

ପାଟକୁରା ନିର୍ବାଚନ- ଆଜି ୩ଟି ବ୍ଲକରେ ନବୀନ କରିବେ ରୋଡ୍ ଶୋ’

 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପାଟକୁରା ବିଧାନସଭା ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇବେ। ସାଧାରଣ ନିର୍ବାଚନବେଳେ ବିଜେଡି କିଣିଥିବା ଅତ୍ୟାଧୁନିକ ବସରେ ନବୀନ ପାଟକୁରା ନିର୍ବାଚନମଣ୍ଡଳୀର ଡେରାବିଶ, ଗରଦପୁର ଓ ମାର୍ଶାଘାଇ ବ୍ଲକରେ ରୋଡ୍ ଶୋ’ କରିବା ସହ ରାସ୍ତାକଡ଼ରେ ଥିବା

ଆଇସିସିକୁ ପରାମର୍ଶ ଦେଲେ ସଚିନ୍

ଏଥର ବିଶ୍ୱକପ୍‌ର ଫାଇନାଲ୍ ମ୍ୟାଚ୍‌କୁ ନେଇ ବିବାଦ ଥମିବାର ନାଁ ନେଉଁ ନାହିଁ। ବିଶେଷ କରି ସୁପର୍ ଓଭର୍‌ରେ ମ୍ୟାଚ୍ ଟାଇ ହେବା ପରେ ଯେଉଁଭଳି ଭାବେ ସର୍ବାଧିକ ବାଉଣ୍ଡ୍ରୀ ଯୋଗୁ ଇଂଲଣ୍ଡକୁ ବିଜୟୀ ଘୋଷଣା କରାଗଲା, ତାକୁ ଅନେକ ଗ୍ରହଣ

10 ମିନିଟ ଡେରି ହୋଇଯାଇଥିଲେ…

୧୫୩ ଜଣ ଯାତ୍ରୀଙ୍କୁ ନେଇ ମୁମ୍ୱାଇରୁ ଦିଲ୍ଲୀ ଯାଉଥିବା ଭିସ୍ତାରାର ୟୁକେ୯୪୪ ବିମାନ ୧୫ ତାରିଖରେ ଲକ୍ଷ୍ନୌରେ ଅବତରଣ କରିଥିଲା। ଦିଲ୍ଲୀରେ ପାଣିପାଗ ଖରାପ ଏବଂ ଅଳ୍ପ ଇନ୍ଧନ ଥିବା ଜାଣିବା ପରେ ବିମାନଟି ଲକ୍ଷ୍ନୌ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ

ଧୋନିଙ୍କ ଅବସର ନେଇ ମୁହଁ ଖୋଲିଲେ ପିତା-ମାତା

ସରିଗଲା ବିଶ୍ପକପ କ୍ରିକେଟ। ହେଲେ ଛାଡିଗଲା କିଛି ସୁଖ ଓ ଦୁଃଖ, ଆଉକିଛି ଅମିମାଶିଂତ ତର୍କ।  ବିଶ୍ୱକପ୍‌ ପରେ  ଟିମ ଇଣ୍ଡିଆରେ ସବୁଠୁ ଅଧିକ ଭୁଚାଲ ଭୁଚାଲ ଆସିଛି ।  ଏବେ ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ ତଥା ୱିକେଟ୍ କିପର୍

ଦୂତି ଚାନ୍ଦଙ୍କ ଜୀବନୀକୁ ନେଇ ନିର୍ମାଣ ହେବ ଚଳଚ୍ଚିତ୍ର

ବିଭିନ୍ନ କ୍ରୀଡ଼ା ତାରକାଙ୍କ ଜୀବନୀକୁ ନେଇ ବଲିଉଡ଼୍‌ରେ ବହୁ ହିଟ୍ ଚଳଚ୍ଚିତ୍ର ନିର୍ମାଣ କରାଯାଇଥିବା ବେଳେ ଓଡ଼ିଆ ଝିଅ ତଥା ଦୌଡ଼ରାଣୀ ଦୂତି ଚାନ୍ଦଙ୍କ ଜୀବନୀକୁ ନେଇ ତିଆରି କରାଯିବ ଏକ ବଲିଉଡ଼୍ ଚଳଚ୍ଚିତ୍ର। ଯାହାର ଟାଇ‌ଟଲ୍ ଦୂତିଙ୍କ ନାମରେ ନାମକରଣ

୨୦ ଯାଏଁ ବର୍ଷା

୪ ଦିନ ଧରି ଲାଗି ରହିବ ବର୍ଷା। ଉପକୂଳରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ଓଡ଼ିଶା ପର୍ଯ୍ୟନ୍ତ କୋହଲା ପାଗ ରହିବ। ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ତେବେ ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ଓଡ଼ିଶାରେ ବଡ଼ ବର୍ଷାର ଆଶଙ୍କା ନାହିଁ