latest

Date: July 18, 2019

Total 10 Posts

ସାମ୍ବାଦିକଙ୍କ ଉପରକୁ ହାତ ଉଠାଇଲେ କେନ୍ଦ୍ରାପଡ଼ା ଏସପି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଟକୁରା ନିର୍ବାଚନ ପ୍ରଚାର ଆଗମନ ପରିପ୍ରେକ୍ଷୀରେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ଚିହିଁକି ଯାଇ ହାତ ଉଠାଇଛନ୍ତି କେନ୍ଦ୍ରାପଡ଼ା ଏସପି ନୀତି ଶେଖର । ତାହା ପୁଣି ବିଜେଡ଼ିର ଦୁଇ ହେଭିୱେଟ୍ ଙ୍କ ଉପସ୍ଥିତିରେ । ମୁଖ୍ୟମନ୍ତ୍ରୀଙ୍କ

ମୃତ ଶିଶୁ କନ୍ୟାକୁ କାନ୍ଧରେ ଧରି ଖେଳନା ବିକ୍ରି କରୁଛି ମା…

କଟକ ବକ୍ସିବଜାର ଅଞ୍ଚଳରେ ଦେଖିବାକୁ ମିଳିଛି ଅଭବନୀୟ ଦୃଶ୍ୟ । ଜଣେ ମହିଳା ନିଜର ମୃତ ଛୁଆକୁ ଦୀର୍ଘ ସମୟ ଧରି କାନ୍ଧରେ ପକାଇ ବୁଲିବା ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି । ସାଙ୍ଗରେ ଆଉ ଦୁଇଟି ଝିଅ ଥିବାବେଳେ ଏହି

ମହାକାଶରେ ଲଙ୍କା ଚାଷ

ମହାକାଶରେ ପ୍ରଥମେ ଲାଲ୍‌ ଲଙ୍କା ଚାଷ କରାଯିବ ବୋଲି ନାସା ପକ୍ଷରୁ କୁହାଯାଇଛି। ଲାଲ୍‌ ଲଙ୍କା ଗଛ ପ୍ରତିକୂଳ ସ୍ଥିତିରେ ସହଜରେ ଜୀବନ ଧାରଣ କରିବାକୁ ସକ୍ଷମ ହୋଇପାରିଥାଏ। ସେହିପରି ଏହା ସହଜରେ ପରାଗ ସଙ୍ଗମ କରିପାରିଥାଏ। ତେଣୁ ଲାଲ୍‌ ଲଙ୍କା

ଭାରତର ବୃହତ ବୀଜୟ, କୁଳଭୂଷଣଙ୍କୁ ଫାଶୀ ଦେଇପାରିବନି ପାକିସ୍ତାନ

ବହୁପ୍ରତୀକ୍ଷିତ କୁଳଭୂଷଣ ଯାଦବ ମାମଲାରେ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ) ବୁଧବାର ଶୁଣାଣି କରିଛନ୍ତି। ଏହି ଶୁଣାଣି ଭାରତ ସପକ୍ଷରେ ଯାଇଛି। ଆଇସିଜେ କୁଳଭୂଷଣଙ୍କ ଫାଶୀ ଦଣ୍ଡାଦେଶ ଉପରେ ରୋକ ଲଗାଇଛନ୍ତି। ଏଥିସହ ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣଙ୍କୁ ‘କନ୍‌ସୁଲାର

ଚନ୍ଦ୍ରୟାନ-୨ ଜୁଲାଇ ୨୨ ରେ ପରୀକ୍ଷଣ ହେବ

ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଗତ ଜୁଲାଇ ୧୫ରେ ଚନ୍ଦ୍ରୟାନ-୨ର ଉତ୍‌କ୍ଷେପଣ କରାଯିବାକୁ ସମସ୍ତ ପ୍ରସ୍ତୁତି ସରିଥିଲା। ହେଲେ ଶେଷ ମୂହୁର୍ତ୍ତରେ ଯାନ୍ତ୍ରୀକ ତ୍ରୁଟି ଦର୍ଶାଇ ଏହାକୁ ସ୍ଥଗିତ ରଖାଯାଇଥିଲା। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)

20 କୋଟି ଟଙ୍କିଆ ଓକିଲ ବନାମ ଟଙ୍କାକିଆ ଓକିଲ

ଅନ୍ତର୍ଜାତୀୟ ନ୍ୟାୟ ଅଦାଲତ ପାକିସ୍ତାନ ଜେଲରେ ବନ୍ଦୀ ଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କ ଫାଶୀ ଦଣ୍ଡ ଉପରେ ରୋକ ଲଗାଇଛନ୍ତି | ତେବେ ଏହି ସଫଳତା ପଛରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ଭାରତୀୟ ଓକିଲ ହରିଶ ସାଲଭେ ନିଜର

ଦୁଇ ଗ୍ରାମବାସୀଙ୍କୁ ହତ୍ୟାକଲେ ମାଓବାଦୀ

ବୁଧବାର ବିଳମ୍ବିତ ରାତ୍ରୀରେ ମାଲକାନଗିରି ସୀମାନ୍ତ ଆନ୍ଧ୍ରପ୍ରଦେଶର ବିଶାଖା ଜିଲ୍ଲାର ବୀରାବରମ ଗ୍ରାମର ଦୁଇ ଜଣ ବ୍ୟକ୍ତିଙ୍କୁ ମାଓବାଦୀମାନେ ହତ୍ୟା କରିଛନ୍ତି। ନିହତ ବ୍ୟକ୍ତି ଦୁହେଁ ହେଲେ ଭାସ୍କର ରାଓ ଏବଂ ସେଟ୍ଟୀବାବୁ। ଦୁହିଁଙ୍କୁ ପୁଲିସ ସୂଚନାଦାତା ବୋଲି ସନ୍ଦେହ କରି

ଓଡିଶାରୁ 10 ଜଣ ରାଜ୍ୟପାଳ

ଦୀର୍ଘ ୨୮ବର୍ଷ ପରେ ଓଡ଼ିଶାର ୨ଜଣ ବ୍ୟକ୍ତି ଭିନ୍ନ ଭିନ୍ନ ରାଜ୍ୟର ରାଜ୍ୟପାଳ ଭାବେ ଏକ ସମୟରେ କାର୍ଯ୍ୟ କରିବାର ସୁଯୋଗ ପାଇଛନ୍ତି। ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ  ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିବାବେଳେ ବିଜେପି ନେତ୍ରୀ ଦ୍ରୋପଦୀ

ଆଜି ପ୍ରବଳ ବର୍ଷିବ

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ୪୮ ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହୋଇପାରେ। ତେବେ ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ଅଳ୍ପରୁ ମଧ୍ୟମ ଧରଣ ବର୍ଷା ସହ ଘଡଘଡ଼ି ହେବାର ସମ୍ଭାବନା ରହିଛି। ଏହାସହ ଦକ୍ଷିଣ

ଆଜିର ରାଶିଫଳ

ମେଷ: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। କାର୍ଯ୍ୟକ୍ଷେତ୍ରରେ ତଳିଆ କର୍ମଚାରୀଙ୍କ ସହଯୋଗ ପାଇବେ। ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ। ପରିବାର ଲୋକଙ୍କର ଆପଣଙ୍କ ଠାରୁ କିଛି ଆଶା ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ପାଟଣେଶ୍ବରୀ। ବୃଷ: ଆପଣଙ୍କ