Date: July 19, 2019

Total 5 Posts

କନ୍ଧମାଳରେ ପୁଣି ଲଜ୍ଜା, ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

କନ୍ଧମାଳ ଜିଲ୍ଲାରେ ପୁଣି ଏକ  ଲଜ୍ଜା ଜନକ ଘଟଣା ଦେଖିବାକୁ ମିଳିଛି। ଏହି ଜିଲ୍ଲା ବେଲଘରରେ ଥିବା ଏକ ସରକାରୀ ସେବାଶ୍ରମରେ ଜଣେ ଛାତ୍ରୀ ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ସେବାଶ୍ରମର ପ୍ରଧାନ ଶିକ୍ଷକ ସତ୍ୟବାନ ସିଂ ବେଲଘର ଥାନାରେ

ଆହୁରି 4ଦିନ ପ୍ରବଳ ବର୍ଷା

ଦକ୍ଷିଣ ଉପକୂଳ ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ୪ରୁ୫ ଦିନ ଧରି ବର୍ଷା ଲାଗି ରହିବ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି

ଆସ୍ଥାଭୋଟ ନହେବାରୁ ବିଧାନସଭାରେ ଶୋଇରହିଲେ ବିଧାୟକ

ଗତକାଲି ଆସ୍ଥା ଭୋଟ୍‌ ବା ଫ୍ଲୋର୍‌ ଟେଷ୍ଟ୍‌ ପାଇଁ କର୍ଣ୍ଣାଟକା ବିଧାନସଭାରେ ପ୍ରସ୍ତାବ ଆଗତ ହୋଇଥିଲା। କିନ୍ତୁ ଭୋଟିଂ ହୋଇ ନଥିଲା। ପ୍ରସ୍ତାବ ଆଗତ ହେବା ପରେ ବାଚସ୍ପତି ରମେଶ କୁମାର ଶୁକ୍ରବାର ଯାଏ ଗୃହକୁ ମୁଲତବି କରି ଦେଇଥିଲେ। ତେବେ

ଅନ୍ତର୍ଜାତୀୟ କ୍ରିକେଟରୁ ବାଦ ପଡିଲା ଜିମ୍ବାଓ୍ବେ ଟିମ୍

 ଆଇସିସିର ନିୟମ ପାଳନ କରିନଥିବାରୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ରୁ ବାଦ୍ ପଡ଼ିଲା ଜିମ୍ୱାଓ୍ୱେ। ଆଇସିସିର ଚେୟାରମ୍ୟାନ ଶଶାଙ୍କ ମନୋହର ଏ ନେଇ କହିଛନ୍ତି ଆମେ କୌଣସି ଦେଶର ସଦସ୍ୟଙ୍କୁ ନିଲମ୍ବିତ କରିବା ନିଷ୍ପତ୍ତିକୁ ହାଲୁକା ଭାବରେ ନେଇ ନଥାଉ। ଜିମ୍ବାୱେରେ

ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଶୁଭ, ଆରାଧନା କରନ୍ତୁ ମା ରାମଚଣ୍ଡୀ

ମେଷ: ଆପଣଙ୍କ ଭାବନା ଯଥେଷ୍ଟ ସକାରାତ୍ମକ ରହିବ। ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ। ବ୍ୟବସାୟୀଙ୍କ ପାଇଁ ଦିନଟି ଲାଭଦାୟକ ରହିବ। ପରିବାର ଲୋକଙ୍କର ଆପଣଙ୍କ ଠାରୁ କିଛି ଆଶା ରହିବ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଅନୁକୂଳ ରହିବ। ଶୁଭରଙ୍ଗ: ଧଳା।