latest

Date: July 21, 2019

Total 9 Posts

କନେଷ୍ଟବଳଙ୍କ ଉପରେ ଚଢ଼ିଗଲା ଟ୍ରକ୍‌

ରବିବାର ପ୍ରତ୍ୟୁଷରେ ବାସୁଦେବପୁର ରାସ୍ତାର ସାବରଙ୍ଗ ଫାଣ୍ଡି ଅଞ୍ଚଳରେ ପାଟ୍ରୋଲିଙ୍ଗ୍‌ ଦଳରେ ଥିବା ଜଣେ ପୁଲିସ କନେଷ୍ଟବଳଙ୍କ ଉପରେ ଚୋରା କୋଇଲା ନେଇ ଯାଉଥିବା ଗୋଟାଏ ଟ୍ରକ୍‌ ଚଢ଼ିଯାଇଛି।ଟ୍ରକ୍‌ ଚାପାରେ ଗୋଡ଼ ଭାଙ୍ଗି ଯାଇଥିବା ସେ କନେଷ୍ଟବଳ ହେଉଛନ୍ତି ଦିଗମ୍ବର ପାଣିଗ୍ରାହୀ। ଭୋର୍‌

8 ବର୍ଷୀୟ ଝିଅକୁ ଦୁଷ୍କର୍ମ

ଶନିବାର ରାତିରେ ଅନଗୁଳ ବସ୍‌ଷ୍ଟାଣ୍ଡ୍‌ ପରିସରସ୍ଥ ଦୋକାନ ବାରଣ୍ଡାରେ ଶୋଇଥିବା ଏକ ଯାଯାବର ଦମ୍ପତିଙ୍କ କୋଳରୁ ତାଙ୍କ ଆଠ ବର୍ଷୀୟ ଝିଅକୁ ଉଠାଇ ଦୁଷ୍କର୍ମ କରାଯିବା ପରେ କ୍ଷତାକ୍ତ ଅବସ୍ଥାରେ ତାକୁ ଡ୍ରେନ୍‌ରେ ଫିଙ୍ଗି ଦିଆଯାଇଛି।ନାଗପୁର ଅଞ୍ଚଳରୁ କେତେକ ଯାଯାବର ପରିବାର

ଆଜି ଦଳ ଘୋ‌ଷଣା: ପଦାର୍ପଣ ପ୍ରତୀକ୍ଷାରେ ୫

ୱେଷ୍ଟଇଣ୍ଡିଜ୍ ଗସ୍ତ ଲାଗି ରବିବାର ଭାରତୀୟ ଦଳ ଘୋଷଣା ହେବ। ବିଶ୍ବକପ୍‌ର ସେମିଫାଇନାଲରୁ ବିଦାୟ ନେବା ପରେ ଚୟନକର୍ତା ରବିବାର କେତେକ କଠୋର ନିଷ୍ପତ୍ତି ନେଇ ପାରନ୍ତି। ପାଞ୍ଚଜଣ ଚୟନକର୍ତାଙ୍କ ସହ ଅଧିନାୟକ ବିରାଟ କୋହଲିଙ୍କ ବୈଠକ ପରେ ପ୍ରତୀକ୍ଷିତ ଦଳ

ମୁକେଶଙ୍କ ବେତନ ୧୫ କୋଟି, ୧୧ ବର୍ଷ ହେଲା ବଢ଼ିନି

 ଦେଶର ୧ ନମ୍ବର ଧନୀ ବ୍ୟକ୍ତି ମୁକେଶ ଅମ୍ବାନି ବର୍ଷକୁ ୧୫ କୋଟି ଟଙ୍କାର ଦରମା ‌ନେଉଛନ୍ତି। ଗତ ୧୧ ବର୍ଷ ହେଲା ତାଙ୍କ ଦରମା ବଢ଼ିନାହିଁ। ୨୦୦୮-୦୯ ଆର୍ଥିକ ବର୍ଷରେ ମୁକେଶ ତାଙ୍କ ବେତନ, ଭତ୍ତା ଓ କମିସନ ବାବଦ

ଆମେରିକା ଡ୍ରୋନ୍‌ ଆକ୍ରମଣରେ ଆଇଏସ୍‌ଆଇଏସ୍‌ର ପ୍ରମୁଖ କମାଣ୍ଡର୍‌ ହୁଜାଇଫା ଅଲ୍‌-ବାକିସ୍ତାନୀ ନିହତ

ଶୁକ୍ରବାର ଦିନ ପୂର୍ବ ଆଫଗାନିସ୍ତାନ ଅନ୍ତର୍ଗତ ନଙ୍ଗରହରପୁର ପ୍ରଦେଶର ଖୋଗିୟାନି ଜିଲ୍ଲାରେ ଯୁକ୍ତରାଷ୍ଟ୍ର ଆମେରିକାର ଡ୍ରୋନ୍‌ ଆକ୍ରମଣରେ ଇସ୍‌ଲାମିକ୍‌ ଷ୍ଟେଟ୍‌ର ପ୍ରମୁଖ କମାଣ୍ଡର୍‌ ହୁଜାଇଫା ଅଲ୍‌-ବାକିସ୍ତାନୀ ନିହତ ହୋଇଛି। ସେ ଉତ୍ତମ ତାଲିମପ୍ରାପ୍ତ ପାକିସ୍ତାନୀ ନାଗରିକ ଏବଂ ଖୋରାସାନ୍‌ ପ୍ରଦେଶରେ ରହୁଥିଲା

ଶୀଲା ଦୀକ୍ଷିତଙ୍କ ପରଲୋକ

ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରି‌ଷ୍ଠ କଂଗ୍ରେସ ନେତ୍ରୀ ଶୀଲା ଦୀକ୍ଷିତଙ୍କର ଆଜି ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ତାଙ୍କୁ ୮୧ ବର୍ଷ ହୋଇଥିଲା। କିଛି ଦିନ ହେଲା ସେ ଅସୁସ୍ଥ ଥିଲେ। ଆଜି ଭୋର୍‌ ସମୟରେ ହୃଦ୍‌ଘାତର ଶିକାର ହେବା ପରେ

ନୟାଗଡ଼ରୁ ମହିପୁରକୁ ଗଡ଼ିଲା ରେଳ ଇଞ୍ଜିନ୍

୧୯୪୫ ମସିହାରୁ ପ୍ରସ୍ତାବିତ ବହୁ ପ୍ରତୀକ୍ଷିତ ଖୋର୍ଦ୍ଧ-ବଲାଙ୍ଗୀର ରେଳପଥ ମଧ୍ୟରେ ଆସୁଥିବା ନୟାଗଡ଼ ଜିଲ୍ଲା‌େର ରେଳ ଚଳାଚଳ ସମ୍ଭାବନା ଆଉ ପାଦେ ଆଗକୁ ଯାଇଛି। ଆଜି ପରୀକ୍ଷାମୂଳକ ଭାବେ ନୟାଗଡ଼ ଟାଉନ ‌ଷ୍ଟେସନରୁ ୧୨ କିମି ବ୍ୟାପୀ ଯାଇଥିବା ମହିପୁର ‌ଷ୍ଟେସନ

ଚତୁର୍ଥ ଶନିବାର ସ୍କୁଲ, କଲେଜ ଖୋଲା ରହିବ

ଚତୁର୍ଥ ଶନିବାର ସ୍କୁଲ ଓ କଲେଜ ଖୋଲା ରହିବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆଜି ଏନେଇ ସ୍ପଷ୍ଟ କରିଛି। ରାଜ୍ୟ ସରକାର ଗତ ଜୁନ୍ ୨୨ତାରିଖରେ ଘୋଷଣା କରିଥିଲେ ଯେ, ମାସର ଚତୁର୍ଥ ଶନିବାର ସରକାରୀ କର୍ମଚାରୀଙ୍କ ପାଇଁ ଛୁଟି

୨୪ରୁ ବର୍ଷା ବଢ଼ିବ

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେଉ ନ ଥିବାରୁ ରାଜ୍ୟରେ ଭଲ ବର୍ଷା ହେଉନି। ମୌସୁମୀ ଟ୍ରପ୍‌ଲାଇନ୍ ପ୍ରଭାବରେ ରାଜ୍ୟର କିଛି କିଛି ଅଞ୍ଚଳରେ ବର୍ଷା ହେଉଛି। ହେଲେ ବଡ଼ ବର୍ଷା ହେଉନି। ଯେବେ ଲଘୁଚାପ