Date: July 26, 2019

Total 11 Posts

48 ଓଏଏସ ଅଫିସରଙ୍କ ବଡ଼ଧରଣର ଅଦଳବଦଳ

ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ମୋଟ 48ଜଣ ଓଏଏସ ଅଫିସରଙ୍କୁ ବିଭିନ୍ନ ସ୍ଥାନକୁ ବଦଳି କରିଛନ୍ତି। ସାଧାରଣ ନିର୍ବାଚନ ପରେ ରାଜ୍ୟ ସରକାର ଅଧିକାଂଶ ଜିଲ୍ଲାର ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଓ ଅତିରିକ୍ତ ଜିଲ୍ଲାପାଳମାନଙ୍କୁ ପରିବର୍ତ୍ତନ

ବିଧାୟିକା ଭାବେ ଶପଥ ନେଲେ ସାବିତ୍ରୀ ଅଗ୍ରଓ୍ଵାଲ

ପାଟକୁରା ବିଧାୟିକା ଭାବେ ସାବିତ୍ରୀ ଅଗ୍ରଓ୍ଵାଲ ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି। ପାଟକୁରା ବିଧାନସଭା ଆସନରୁ ନିର୍ବାଚିତ ହେବା ପରେ ସେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ସୂଚନାଯୋଗ୍ୟ ପାଟକୁରା ବିଧାନସଭା ନିର୍ବାଚନରେ

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ୟେଦ୍ଦୁରପ୍ପା

 କର୍ଣ୍ଣାଟକ ନାଟକର ଶେଷ ଦୃଶ୍ୟରେ ଆଜି ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବିଏସ୍‌ ୟେଦ୍ଦୁରପ୍ପା। ତାଙ୍କୁ ରାଜ୍ୟପାଳ ବାଜୁଭାଇ ବାଲା ପଦବୀ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ରାଜଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୟେଦ୍ଦୁରପ୍ପାଙ୍କ

12ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା: ଅଭିଯୁକ୍ତକୁ ଫାଶୀ ଦଣ୍ଡ

ଅନୁଗୁଳ 12 ବର୍ଷର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ଫାଶି ଦଣ୍ଡାଦେଶ ମିଳିଛି । ଦୋଷୀକୁ ପୋକ୍ସୋ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ଅନୁଗୁଳ କାଙ୍ଗୁଲ ଅଞ୍ଚଳରେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣୀ ଆଜି ପୋକ୍ସୋ

କ୍ରାଇମବ୍ରାଞ୍ଚ ନଜରରେ ରହିବେ ସାରଥୀ

ଜେଲରୁ ବାହାରିବା ପରେ ସନ୍ତୋଷ ରାଉଳ ତଥା ଭଣ୍ଡବାବା ସାରଥିଙ୍କ ଉପରେ କ୍ରାଇମବ୍ରାଞ୍ଚର କଡ଼ା ନଜର ରହିବ। ଚେଷ୍ଟା କଲେ ବି ଆତ୍ମଘୋଷିତ ବାବା ସାରଥି ଖସିପାରିବେ ନାହିଁ । ସାରଥିଙ୍କ ସମସ୍ତ ଗତିବିଧି ଉପରେ ନଜର ରଖିବ କ୍ରାଇମବ୍ରାଞ୍ଚ ।

ହଲିଉଡ୍ ଫିଲ୍ମରେ କପିଲଙ୍କ ଯାଦୁ

 ‘ଆଙ୍ଗ୍ରି ବାର୍ଡ’ ନାମରେ ହଲିଉଡ୍‌ରେ ଏକ ଆନିମେଶନ୍ ଫିଲ୍ମ ନିର୍ମିତ ହୋଇସାରିଛି। ଫିଲ୍ମ ରିଲିଜ୍‌ ହେବାର ତିନି ବର୍ଷ ପରେ ଏହାର ଦ୍ୱିତୀୟ ଭାଗ ‘ଆଙ୍ଗ୍ରି ବାର୍ଡ୍‌-2’ ତିଆରି ହେବାକୁ ଯାଉଛି। ଅନ୍ୟାନ୍ୟ ହଲିଉଡ୍‌ ଫିଲ୍ମ ପରି ଏହି ଫିଲ୍ମକୁ ମଧ୍ୟ

ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କଲେ ମହମ୍ମଦ ଅମୀର

ପାକିସ୍ତାନର ପେସ୍ ବୋଲର ମହମ୍ମଦ ଆମୀର ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି। ସେ 27 ବର୍ଷ ବୟସରେ ହିଁ କ୍ରିକେଟରୁ ସବୁଠାରୁ ବଡ଼ ଫର୍ମାଟକୁ ଅଲବିଦା କହିଛନ୍ତି। ଶୁକ୍ରବାର ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଆନୁଷ୍ଠାନିକ ଭାବେ ଏହି ସୂଚନା ଦେଇଛି।

କାର୍ଗିଲ ବିଜୟ ଦିବସ: ବୀର ସହିଦଙ୍କୁ ଝୁରୁଛି ଜନ୍ମମାଟି

ପାକ ସେନାକୁ ପରାଜିତ କରିବାର ୨୦ ବର୍ଷ ପୂର୍ତ୍ତି ଅବସରରେ ଶୁକ୍ରବାର ସାରା ଦେଶ ପାଳିବ କାର୍ଗିଲ ବିଜୟ ଦିବସ। ଚଳିତବର୍ଷ ଏହି ବିଜୟକୁ ଅଧିକ ସ୍ମରଣୀୟ କରିବାକୁ ବିଶେଷ ଆୟୋଜନ କରିଛି ଭାରତୀୟ ସେନା। ଆଉ ଏପଟେ କାର୍ଗିଲ୍‌ ଯୁଦ୍ଧରେ

ଆଜି ସନ୍ଧ୍ୟା ୬ଟାରେ ଶପଥ ନେବେ ୟେଦିୟୁରପ୍ପା

ବେଙ୍ଗାଲୁରୁ: କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଜେପିର ବରିଷ୍ଠ ନେତା ବି.ଏସ. ୟେଦିୟୁରପ୍ପା। ପୁଣି ଥରେ ସେ ମୁଖ୍ୟମନ୍ତ୍ରୀ ହେବେ। ଶୁକ୍ରବାର ସନ୍ଧ୍ୟା ୬ଟାରେ ଆୟୋଜିତ ହେବାକୁ ଥିବା ଶପଥ ଗ୍ରହଣ ଉତ୍ସବରେ ସେ ଶପଥ ନେବେ। ପୂର୍ବାହ୍ନରେ

ବ୍ଲକ କାର୍ଯ୍ୟାଳୟରେ କାର୍ଯ୍ୟରତ ଡ୍ରାଇଭରଙ୍କ ଆତ୍ମହତ୍ୟା ଉଦ୍ୟମ

ମାଲକାନଗିରି : କରୁକୋଣ୍ଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଜଣେ କାର୍ଯ୍ୟରତ ଡ୍ରାଇଭର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସୁଶାନ୍ତ କୁମାର ସାହୁ ନାମକ ଏହି ବ୍ୟକ୍ତି ଜଣକ ଦୀର୍ଘ ବର୍ଷ ଧରି ଡ୍ରାଇଭର ଭାବେ କାର୍ଯ୍ୟ କରି ଆସୁଥିବା ବେଳେ ଗତ

୫୦% ଅଧିକ ଟିକସ ଲାଗିପାରେ ଚୀନ୍‌ ଇ-କମର୍ସ କମ୍ପାନୀରୁ ଜିନିଷ କିଣାକିଣି କଲେ

ନୂଆଦିଲ୍ଲୀ: ବିଦେଶୀ ଇ-କମର୍ସ କମ୍ପାନୀଗୁଡ଼ିକ ନିଜ ଉତ୍ପାଦଗୁଡ଼ିକୁ ଉପହାର ରୂପରେ ଭାରତକୁ ପଠାଉଛନ୍ତି। ଏହାଦ୍ବାରା ସେମାନେ ସୀମା ଶୁଳ୍କ ଫାଙ୍କୁଛନ୍ତି। ତେଣୁ ଏଭଳି ଇ-କମର୍ସ କମ୍ପାନୀଗୁଡ଼ିକର ସାମଗ୍ରୀ ଉପରେ ଭାରତ ସରକାର ୫୦% ଅଧିକ ଟିକସ ଲାଗୁ କରିବାକୁ ଯୋଜନା କରୁଛନ୍ତି,