Date: July 27, 2019

Total 9 Posts

ମହାଲକ୍ଷ୍ମୀ ଏକ୍ସପ୍ରେସ୍‌ ମଧ୍ୟରୁ ଉଦ୍ଧାର ହେଲେ ସମସ୍ତ ଯାତ୍ରୀ

ଶେଷରେ ଦୀର୍ଘ ୧୭ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ବର୍ଷା ଜଳ ଘେରରେ ଫସି ଯାଇଥିବା ମହାଲକ୍ଷ୍ମୀ ଏକ୍ସପ୍ରେସ ମଧ୍ୟରୁ ଅଟକ ରହି ଯାଇଥିବା ସମସ୍ତ ୭୦୦ ଯାତ୍ରୀଙ୍କୁ ସଫଳତା ପୂର୍ବକ ଉଦ୍ଧାର କରାଯାଇଛି। ପରେ ସମସ୍ତ ଉଦ୍ଧାର ଯାତ୍ରୀଙ୍କୁ କଲ୍ୟାଣ

କଟକରେ ଭିକାରି ସଂଖ୍ୟା ସର୍ବାଧିକ

ବିଧାନସଭାରେ ଉଠିଲା ରାଜ୍ୟର ଭିକାରି ପ୍ରସଙ୍ଗ । ଭିକାରୀ ପ୍ରସଙ୍ଗରେ ବିରୋଧି ଦଳ ନେତାମାନେ ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଥିଲେ । ବିରୋଧି ଦଳ ନେତାଙ୍କ ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ତଥ୍ୟ ରଖି କହିଛନ୍ତି ଯେ ,ଓଡ଼ିଶାର କଟକରେ ଭିକାରିଙ୍କ

ଜେଲରୁ ମୁକୁଳି ଓଡ଼ିଶା ବାହାରକୁ ଗଲେ ବାବା ସାରଥି

ଜେଲରୁ ମୁକୁଳିବାର ଦିନକ ପରେ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳ ଶନିବାର ରାଜ୍ୟ ବାହାରକୁ ଯାଇଛନ୍ତି। ସାରଥିଙ୍କ ଓକିଲ ମାନସ ଚାନ୍ଦ ଗଣମାଧ୍ୟମକୁ ଶନିବାର ଏହି ସୂଚନା ଦେଇଛନ୍ତି। ବାବା ସାରଥି କେଉଁ ରାଜ୍ୟରେ ଅଛନ୍ତି ସେ ବାବଦରେ

ଟିମ୍‌ ଇଣ୍ଡିଆର କୋଚ୍ ହେବାକୁ ଆବେଦନ କଲେ ରବିନ ସିଂହ

ଟିମ୍‌ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ରବିନ ସିଂହ ବିରାଟ ବାହିନୀର ପରବର୍ତ୍ତୀ ମୁଖ୍ୟ କୋଚ୍ ହେବାକୁ ଆବେଦନ କରିଛନ୍ତି। ରବିନ ସିଂହ ଦୀର୍ଘ ୧୫ ବର୍ଷ ହେଲା ବିଭିନ୍ନ ଟିମ୍‌ର କୋଚିଂ ଦାୟିତ୍ୱ ସମ୍ଭାଳି ସାରିଛନ୍ତି। ତେଣୁ କୋଚ ହେବାର ଅଭିଜ୍ଞତା

ବୈଦ୍ୟୁତିକ ଯାନ ଉପରୁ ଜିଏସଟି ହାର ହ୍ରାସ

ନୂଆଦିଲ୍ଲୀଠାରେ ୩୬ତମ ଜିଏସଟି ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏଥିରେ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ଅର୍ଥ ଓ କର୍ପୋରେଟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅନୁରାଗ

ସୋପିଆନରେ ଏନ୍‌କାଉଣ୍ଟର, ୨ ଆତଙ୍କବାଦୀ ନିହତ

ଜମ୍ମୁ କଶ୍ମୀରର ସୋପିଆନରେ ଏନ୍‌କାଉଣ୍ଟର । ଏନ୍‌କାଉଣ୍ଟରରେ ୨ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସୋପିଆନ ସେକ୍ଟରରେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏବେ ସୁଧା ସେହି ଅଂଚଳରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି

ଆସନ୍ତା ୩୦ ତାରିଖ ଯାଏ ବର୍ଷିବ

ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ପ୍ରକୋପ ଦେଖିବାକୁ ମିଳିଛି । ଉପକୂଳ ଠାରୁ ଆରମ୍ଭ କରି ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ  ବର୍ଷା ଲାଗି ରହିଥିଲା। ଚାଷୀକୂଳ ପାଇଁ ଆଶ୍ୱସ୍ତି । ତେବେ ଆସନ୍ତା ୩୦ ତାରିଖ ଯାଏ ଲଗାଣ ବର୍ଷାରୁ

ଦୁର୍ଘଟଣାରେ ଦୁଇ ବୋଲ୍‌ବମ୍‌ ଭକ୍ତ ମୃତ

ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦୁଆରଶୁଣି ଘାଟିରେ ଏକ ସବାରୀ ଗାଡ଼ିକୁ ଟ୍ରକ୍ ଧକ୍କା ଦେବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ଟ୍ରକ୍ ଚାଳକ ସମେତ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ବାରିପଦା

ଟ୍ରକ୍ ବାଲା ନିଜ ଜୀବନ ସହ ଖେଳି ବଞ୍ଚାଇଲା ଥିଲା ଏକ ଝିଅର ଇଜ୍ଜତ, ୪ ବର୍ଷପରେ ସେହି ଝିଅ କିଛି ଏହି ପରି ଭାବରେ ଋଣ ଶୁଝିଲl …

ଏମିତି ଆପଣ କଥା ଆପଣ ଶୁଣିଥିବେ କି ଯାହାର କେହି ନଥାନ୍ତି , ତାର ଭଗବାନ ଥାନ୍ତି , ଅସୁବିଧା ପଡିଲେ ଲୋକେ ଭଗବାନଙ୍କୁ ମନେ ପକାଇଥାନ୍ତି । ଯଦି ଭଗବାନଙ୍କୁ ପୁରା ସତ୍ ହୃଦୟରେ ଡକାହୁଏ ତେବେ ତାପାଇଁ ଭଗବାନ