Date: July 28, 2019

Total 7 Posts

୨ଦିନ ଯାଏଁ ପ୍ରବଳ ବର୍ଷା!

ଆଗାମୀ ୭୨ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ପ୍ରକାଶ। ଏହାର ପ୍ରଭାବରେ ରାଜ୍ୟରେ ଅଗଷ୍ଟ ୨ରୁ ୩ ଦିନ ଯାଏଁ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଅର୍ଥାତ ଅଗଷ୍ଟ ୧ ତାରିଖ

ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜୟ ମାଲ୍ୟା

ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ଗତକାଲି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କିଙ୍ଗଫିଶର ବ୍ୟତୀତ ତାଙ୍କର ଅନ୍ୟ ସମ୍ପତ୍ତି ଏବଂ ତାଙ୍କ ସମ୍ପର୍କୀୟଙ୍କ ସମ୍ପତ୍ତି ଜବତ କରିବା ପାଇଁ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ସେଥିରେ ରୋକ ଲଗାଇବା ପାଇଁ ସେ କୋର୍ଟରେ

ବକ୍ସିଂ ବିଶ୍ୱ କପ୍‌ ପୂର୍ବରୁ ମେରିକମ୍‌ ଜିତିଲେ ପ୍ରେସିଡେଣ୍ଟ କପ୍‌ ବକ୍ସିଂ ଟାଇଟଲ୍‌

ଇଣ୍ଡୋନେସିଆରେ ଅନୁଷ୍ଠିତ ପ୍ରେସିଡେଣ୍ଟ କପ୍‌ ବକ୍ସିଂ ଟାଇଟେଲ୍‌ରେ ୬ ଥରର ବିଶ୍ୱ ବିଜୟିନୀ ମେରିକାମ୍‌ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୨୩ତମ ପ୍ରେସିଡେଣ୍ଟ କପ୍‌ରେ ଅଲମ୍ପିକ୍‌ର କାଂସ୍ୟ ପଦକ ବିଜୟନୀ ଅଷ୍ଟ୍ରେଲିଆକ ଅପ୍ରିଲ୍‌ ଫ୍ରାଙ୍କସ୍‌ଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ରବିବାରରେ

ପ୍ରବଳ ବର୍ଷା ନେଇ ୧୫ ରାଜ୍ୟରେ ହାଇଆଲର୍ଟ ଜାରି

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ରବିବାର ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗୁଜୁରାଟ, ଗୋଆ, ମହାରାଷ୍ଟ୍ର, ପୂର୍ବ ରାଜସ୍ଥାନ, ଛତିଶଗଡ଼ ସମେତ ୧୫ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ହାଇଆଲର୍ଟ ଜାରି କରିଛି। ସତର୍କ ସୂଚନାରେ କୁହାଯାଇଛି ଯେ

ପିପୁଲ ଚଏସ ଆୱାର୍ଡ଼ ପାଇଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଓଡ଼ିଶା ପାଇଁ ଗର୍ବ ଓ ଗୈାରବ । ସେ ରାଜ୍ୟ ତଥା ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ନିଜ ପ୍ରତିଭା ମାଧ୍ୟମରେ ପରିଚୟ ସୃଷ୍ଟି କରିଛନ୍ତି । ସେ ଆମେରିକାରେ ବାଲୁକା କଳା

ପ୍ରଭାବଶାଳୀ ତାଲିକାରେ ଦୂତୀ ଚାନ୍ଦ

କ୍ରୀଡା କ୍ଷେତ୍ରରେ ରାଜ୍ୟକୁ ଗୌରବ ଦେଇଥିବା ଦୂତୀ ଚାନ୍ଦ ପୁଣି ଥରେ ରାଜ୍ୟ ପାଇଁ ସୁନାମ ଅର୍ଜନ କରିଛନ୍ତି। ଏଥର ଦୂତୀ ଦେଶର ୫୦ଜଣ ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ୫୦ ଜଣଙ୍କ ମଧ୍ୟରେ ଅନେକ ନାମିଦାମୀ ଲୋକ ରହିଥିବା

ଯୋଗୀ ମୁଖ୍ୟମନ୍ତ୍ରୀ ହେବାର ରହସ୍ୟ ଖୋଲିଲେ ଶାହ

 ବିଜେପି ଅଧ୍ୟକ୍ଷ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଯୋଗୀ ଆଦିତ୍ୟନାଥଙ୍କୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ବଛାଯିବା ପଛର ରହସ୍ୟ ଖୋଲିଛନ୍ତି। ଦକ୍ଷିଣପନ୍ଥୀଙ୍କ ପୋଷ୍ଟର ବୟ ଯୋଗୀ ପୂର୍ବରୁ କୌଣସି ମ୍ୟୁନିସିପାଲିଟି ବି ଚଳାଇବାର ଦକ୍ଷତା ନଥିବାରୁ ତାଙ୍କୁ କାହିଁକି