latest

Date: July 29, 2019

Total 23 Posts

ବଦଳିବ ରାଜ୍ୟ ସଚିବାଳୟର ନାଁ

ବଦଳିବ ରାଜ୍ୟ ସଚିବାଳୟର ନାଁ। ସଚିବାଳୟକୁ ଲୋକସେବା ଭବନ ନାଁରେ ନାମିତ କରାଯିବ। ଆଜି ଗୃହ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତା’ସହ ସେ କହିଛନ୍ତି ଯେ, ରାଜ୍ୟରେ କାର୍ଯ୍ୟକ୍ଷମ ହୋଇଛି

ଟିମ୍ ଇଣ୍ଡିଆ ବ୍ୟାଟିଂ କୋଚ୍ ଦୌଡ଼ରେ ପ୍ରବୀଣ ଆମ୍ରେ

ପୂର୍ବତନ କ୍ରିକେଟର ପ୍ରବୀଣ ଆମ୍ରେ ଟିମ୍ ଇଣ୍ଡିଆର ବ୍ୟାଟିଂ କୋଚ୍ ପାଇଁ ଆବେଦନ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଡର୍ବାନରେ ଆମ୍ରେଙ୍କ ଡେବ୍ୟୁ ଟେଷ୍ଟ ଆଜି ପ୍ରଶଂସକଙ୍କ ମନରୁ ଲିଭି ନାହିଁ। ଆମ୍ରେ ଭାରତ ପକ୍ଷରୁ 11 ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି।

ସାମ୍ନାକୁ ଆସିଲା ସିରିୟଲ କିଲରର ରହସ୍ୟ

ପର୍ଦ୍ଦାଫାସ୍ ହେଉଛି କଟକ ସିରିୟଲ କିଲର ମର୍ଡର ମିଷ୍ଟ୍ରୀ । ତେବେ ଟ୍ୱିନ୍ ସିଟିରେ କିଛି ଦିନ ଧରି ଥ୍ରିଲର ସୃଷ୍ଟି କରିଥିବା ଏହି ସାଇକୋ କିଲରର ଏବେ ଚିତ୍ର ସ୍ପଷ୍ଟ ହୋଇଛି । ଏହି ସନ୍ଦିଗ୍ଧ ବ୍ୟକ୍ତି ଜଣକ ହେଉଛନ୍ତି

ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ୍ ଉନ୍ମୋଚିତ

 ଦିନିକିଆ ବିଶ୍ୱକପ୍ ପରେ ଏବେ କ୍ରିକେଟ୍ ପ୍ରଶଂସକଙ୍କୁ ଟେଷ୍ଟ ବିଶ୍ୱକପର ଉପହାର ମିଳିଛି। ଟେଷ୍ଟ କ୍ରିକେଟକୁ ଅଧିକ ରୋମାଞ୍ଚକର କରିବା ପାଇଁ ଆଇସିସି ଟେଷ୍ଟ ଚାମ୍ପିୟନଶିପ୍ ଘୋଷଣା କରିଛି। ଏଥିପାଇଁ ଆଇସିସି ସୋମବାର ଟେଷ୍ଟ ଚାମ୍ପିୟନଶିପ୍ ଫର୍ମାଟକୁ ଉନ୍ମୋଚିତ କରିଛି। ଆଇସିସି

ଖୋଲିବ ଆର୍‌ଏସ୍‌ଏସ୍‌ର ଆର୍ମି ସ୍କୁଲ

 ଆସନ୍ତା ବର୍ଷ ମଧ୍ୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ଏକ ନୂଆ ଆର୍ମି ସ୍କୁଲ ଖୋଲାଯିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ଛାତ୍ରଛାତ୍ରୀଙ୍କୁ ସେନାରେ ଭର୍ତ୍ତି ପାଇଁ ତାଲିମ ଦିଆଯିବ । ଏହି ଆର୍‌ଏସ୍‌ଏସ୍‌ର ଏଜୁକେସନାଲ ଓ୍ୱିଙ୍ଗ ବିଦ୍ୟା ଭାରତୀ ପରିଚାଳନା

ଏସ୍‌ବିଆଇ ଦେଲା ଗ୍ରାହକଙ୍କୁ ଝଟ୍‌କା: କମିଲା ସୁଧହାର

ଭାରତୀୟ ଷ୍ଟେଟ ବ୍ୟାଙ୍କ ବର୍ତ୍ତମାନ ସମୟରେ ନିଜ ପାଖରେ ଅଧିକ କ୍ୟାସ ଥିବା ଏବଂ  ସୁଧହାରରେ ହ୍ରାସ ଘଟୁଥିବା କାରଣ ଦର୍ଶାଇ ବିଭିନ୍ନ ମେଚ୍ୟୁରିଟି ଡିପୋଜିଟ ଉପରେ ଦିଆଯାଉଥିବା ସୁଧହାରରେ ହ୍ରାସ କରିଛି । ଆସନ୍ତା ଅଗଷ୍ଟ 1ରୁ ଏହି ନିୟମ

ଡିସ୍‌କଭରି ଚ୍ୟାନେଲର ‘ମ୍ୟାନ ଭର୍ସେସ୍‌ ଓ୍ୱାଇଲ୍ଡ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି

ଡିସ୍‌କଭରି ଚ୍ୟାନେଲର ଲୋକପ୍ରିୟ କାର୍ଯ୍ୟକ୍ରମ ‘ମ୍ୟାନ ଭର୍ସେସ୍‌ ଓ୍ୱାଇଲ୍ଡ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଖିବାକୁ ମିଳିବ। ଆଜି ‘ମ୍ୟାନ୍ ଭର୍ସେସ ୱାଇଲଡ୍ ’ କାର୍ଯ୍ୟକ୍ରମର ଉପସ୍ଥାପକ ବେୟର ଗ୍ରିଲ୍ସ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମ 12 ଅଗଷ୍ଟରେ

ଶୁକ୍ରବାର ବିଜୟ ମାଲ୍ୟାଙ୍କ ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ

ନିଜର ସମ୍ପତ୍ତି ବାଜ୍ୟାପ୍ତି ପାଇଁ ସରକାର ନେଇଥିବା ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଆବେଦନର ଶୁଣାଣି ପାଇଁ କୋର୍ଟ ରାଜି ହୋଇଛନ୍ତି। ଶୁକ୍ରବାର ଏହି ଆବେଦନର ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ପ୍ରଧାନ

ଇସ୍ତଫା ଦେଲେ କର୍ଣ୍ଣାଟକ ବାଚସ୍ପତି ରମେଶ କୁମାର

କର୍ଣ୍ଣାଟକ ବାଚସ୍ପତି କେ ଆର ରମେଶ କୁମାର ଆଜି ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରୁପ୍ପା ଆଜି ଆସ୍ଥା ଭୋଟ୍ ଜିତିବା ପରେ ସେ ଇସ୍ତଫା ଦେଇଥିଲେ। ‘ମୁଁ ମୋ ପଦବୀରୁ ଇସ୍ତଫା ଦେବି ବୋଲି ପୂର୍ବରୁ ନିଷ୍ପତ୍ତି

5-ଟିର ସଚିବ ହେଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ନୂଆ ଦାୟୀତ୍ବ ଦେଇଛନ୍ତି ରାଜ୍ୟସରକାର । ମୁଖ୍ୟମନ୍ତ୍ରୀଙ୍କ 5-ଟି ( ଟ୍ରାନ୍ସଫର୍ମେସନ ଆଣ୍ଡ ଇନିସିଏଟିଭସ୍) ସଚିବ ଭାବେ ସେ ଅତିରିକ୍ତ ଦାୟୀତ୍ବ ନିର୍ବାହକରିବେ।  ଶ୍ରୀ କାର୍ତ୍ତିକେୟନ ପାଣ୍ଡିଆନ୍ ମୁଖ୍ୟମନ୍ତ୍ରୀଙ୍କ  ବ୍ୟକ୍ତିଗତ

ଆସ୍ଥା ଭୋଟ୍ ଜିତିଲେ ୟେଦ୍ୟୁରୁପ୍ପା

ମୁଖ୍ୟମନ୍ତ୍ରୀ ବିଏସ୍. ୟେଦ୍ୟୁରୁପ୍ପା ଆଜି କର୍ଣ୍ଣାଟକା ବିଧାନସଭାରେ ଆସ୍ଥା ଭୋଟ୍ ଜିତିଛନ୍ତି। 14 ବିଦ୍ରୋହୀ ବିଧାୟକ ଗତକାଲି ବାଚସ୍ପତି କେଆର ରମେଶ କୁମାରଙ୍କ ଦ୍ୱାରା ଅଯୋଗ୍ୟ ଘୋଷିତ ହେବା ପରେ ସେ ଆଜି ତାଙ୍କ ସମର୍ଥନରେ 105 ବିଧାୟକଙ୍କ ଭୋଟ୍ ବାଚନିକା