latest

Date: July 30, 2019

Total 18 Posts

ରସଗୋଲା ପରେ ଆରିସା, ଛେନାପୋଡ ଓ ରସାବଳିକୁ ଜିଆଇ ମାନ୍ୟତା ଦାବି!

‘ଓଡ଼ିଶା ରସଗୋଲା’କୁ ଗତକାଲି ଜିଆଇ ଟ୍ୟାଗ୍ ମିଳିଛି। ‘ଖାଦ୍ୟସାମଗ୍ରୀ’ ବର୍ଗରେ ଜିଆଇ ମାନ୍ୟତା ମିଳିବା ଏହା ରାଜ୍ୟର ପ୍ରଥମ। ଏହି ଜିଆଇ ଟ୍ୟାଗ୍‌ ଆମ ରାଜ୍ୟ ପାଇଁ ଗୌରବ ଆଣିଛି। ଓଡ଼ିଶା ରସଗୋଲା ପରେ ଏବେ ରାଜ୍ୟ ସରକାର ଆରିସା, ଛେନାପୋଡ଼

ଭାରତର ଜ୍ୱାଇଁ ହେବେ ଆଉ ଜଣେ ପାକିସ୍ତାନୀ କ୍ରିକେଟର

ଭାରତର ଅଭିଜ୍ଞ ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ପରେ ଏବେ ଦେଶର ଆଉ ଜଣେ ଝିଅ ପାକିସ୍ତାନୀ କ୍ରିକେଟରଙ୍କ ପତ୍ନୀ ହେବାକୁ ଯାଉଛନ୍ତି। ହରିୟାଣାର ନୁହରେ ରହୁଥିବା ଶାମିଆ ଆରଜୁ ପାକିସ୍ତାନ ପେସ୍ ବୋଲର ହାସନ୍ ଅଲୀଙ୍କ ସହ ବିବାହ କରିବେ।

ରାଜ୍ୟ ସଭାରେ ପାରିତ ହେଲା ତିନ ତଲାକ ବିଲ୍‌

ସଂସଦରେ ମୋଦୀ ସରକାରଙ୍କ ପାଇଁ ବଡ ବିଜୟ ହୋଇଛି । ସୂଚନା ଅଧିକାରୀ ବିଲ୍‌  ପାରିତ ହେବା ପରେ ଏବେ ତିନ ତଲାକ୍‌ ବିଲ୍‌ ରାଜ୍ୟ ସଭାରେ ପାରିତ ହୋଇଛି । ବିଭାଜନ ଜରିଆରେ ଏହି ବିଲ୍‌ ପାରିତ ହୋଇଛି ।

ରାଜ୍ୟସଭା ଓ କଂଗ୍ରେସରୁ ଇସ୍ତଫା ଦେଲେ ସଂଜୟ ସିଂହ

ରାଜ୍ୟସଭା କଂଗ୍ରେସ ସାଂସଦ ସଞ୍ଜୟ ସିଂହ ଆଜି ନିଜ ପଦ ଓ ଦଳରୁ ଇସ୍ତଫା ଦେଇଛନ୍ତି। ସେ ଆସନ୍ତାକାଲି ବିଜେପିରେ ଯୋଗଦେବେ ବୋଲି ଜଣାପଡ଼ିଛି। ଶ୍ରୀ ସିଂହ କହିଛନ୍ତି, “ମୁଁ ଆଜି କଂଗ୍ରେସ ଓ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛି।

ବିଧାନସଭାରୁ ଇସ୍ତଫା ଦେଲେ 4 ବିରୋଧୀ ବିଧାୟକ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଓ ଏନ୍‌ସିପିକୁ ଶକ୍ତ ଝଟ୍‌କା ଲାଗିବାକୁ ଯାଉଛି। ଏହି ଦୁଇ ଦଳର 4 ଜଣ ବିଧାୟକ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେମାନେ ବିଜେପିରେ ମିଶିବେ ବୋଲି ଜଣାପଡ଼ିଛି।  କଂଗ୍ରେସ ବିଧାୟକ କାଲିଦାସ କୋଲାମ୍ବକର ଓ

ବିଜେପିରୁ ନିଲମ୍ବିତ ହେଲେ ବିଧାୟକ କୁଳଦୀପ ସିଂହ ସେଙ୍ଗର

ଉନ୍ନାଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବିଜେପି ବିଧାୟକ କୁଳଦୀପ ସିଂହ ସେଙ୍ଗରଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ବିଜେପିର ପ୍ରଦେଶ ଅଧ୍ୟକ୍ଷ ସ୍ୱତନ୍ତ୍ରଦେବ ସିଂହ ଏନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି । ସେଙ୍ଗର ଉନ୍ନାଓର ବାଙ୍ଗରମଊରୁ ବିଜେପି ବିଧାୟକ ଥିଲେ ।

ମିଳିଲା ସିସିଡି ମାଲିକଙ୍କ ହାତ ଲେଖା ଚିଠି: ଋଣରେ ବୁଡ଼ିଥିଲେ ସିଦ୍ଧାର୍ଥ

‘କାଫେ କଫି ଡ଼େ’ ପ୍ରତିଷ୍ଠାତା ତଥା ମାଲିକ ଭିଜି ସିଦ୍ଧାର୍ଥଙ୍କ ନିଖୋଜ ଖବର ଉପରୁ ଏବେ ଧିରେ ଧିରେ ପରଦା ଉଠିବାରେ ଲାଗିଛି । ସେ ନଦୀକୁ ଡେଇଁ ପଡ଼ିଥିବା ସନ୍ଦେହ କରାଯାଉଛି । ସେପଟେ ସେ ବହୁତ ଋଣରେ ବୁଡ଼ି

ବ୍ରାଜିଲ ଜେଲରେ ଗୋଷ୍ଠୀ ସଂଘର୍ଷ: 57 କଏଦୀ ମୃତ

ଦକ୍ଷିଣ ଆମେରିକା ଦେଶ ବ୍ରାଜିଲରେ ସୋମବାର ଏକ ଜେଲରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି 57 କଏଦୀଙ୍କ ମୃତ୍ୟୁ ଘଟିଛି। ସଂଘର୍ଷରେ 16 କଏଦୀଙ୍କ ମୁଣ୍ଡ କାଟି ଦିଆଯାଇଛି। ସୂଚନା ଅନୁଯାୟୀ ବ୍ରାଜିଲରେ ଜେଲ ସଂଖ୍ୟା ହ୍ରାସ କରାଯାଇଛି। ଫଳରେ ଦେଶରେ

ଉଦିତ୍ ନାରାୟଣଙ୍କୁ ହତ୍ୟା ଧମକ

ବଲିଉଡ ଫିଲ୍ମ ଗାୟକ ଉଦିତ ନାରାୟଣଙ୍କୁ କେହି ଜଣେ ଅଜଣା ବ୍ୟକ୍ତି ହତ୍ୟା ଧମକ ଦେଇଛି । ଦାଦାବଟି ଦାବୀ କରି ତାଙ୍କୁ ଏହି ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି । ଧମକ ବ୍ୟତୀତ ଉଦିତ ନାରାୟଣଙ୍କୁ ଅଜଣା ବ୍ୟକ୍ତି ଫୋନରେ

ତିନି ତଲାକ ବିଲକୁ ବିଜେଡି ଦେବ ସମର୍ଥନ

 ବହୁଚର୍ଚ୍ଚିତ ଟ୍ରିପଲ ତଲାକ୍ ବିଲ୍ ଲୋକସଭାରେ ପାସ୍ ହେବା ପରେ ଆଜି ସଂସଦର ଉଚ୍ଚ ସଦନରେ ଏହାକୁ ଗୃହୀତ କରାଇବାକୁ ଚେଷ୍ଟା କରାଇବେ କେନ୍ଦ୍ର ସରକାର। ତିନ୍ ତଲାକ୍ ବିଲ୍ ଆଗତ ହେବାକୁ ଥିବାରୁ ସମସ୍ତ ବିଜେପି ସାଂସଦଙ୍କୁ ଆଜି ଗୃହରେ

ତିନି ତଲାକ ବିଲ୍‌ ରାଜ୍ୟସଭାରେ ଆଗତ

ମୁସଲିମ ଧର୍ମରେ ପ୍ରଚଳିତ ଇନ୍‌ଷ୍ଟାଣ୍ଟ ତଲାକ ବା ଟ୍ରିପିଲ ତଲାକ ପ୍ରଥାକୁ ଉଚ୍ଛେଦ କରିବା ପାଇଁ ମୋଦି ସରକାରଙ୍କ ବହୁ ପ୍ରତୀକ୍ଷିତ ବିଲ୍‌ ଆଜି ରାଜ୍ୟସଭାରେ ଆଗତ ହୋଇଛି। ପୂର୍ବରୁ ଏହି ବିଲ୍‌ଟି ଲୋକସଭାରେ ପାସ୍‌ ହୋଇ ସାରିଛି। ବିଜେପି ଲୋକସଭାରେ