latest

Date: August 1, 2019

Total 30 Posts

ସ୍କୁଲ ପିଲାଙ୍କ ବ୍ୟାଗ ଓଜନ ହେଲେ ହେବ କାର୍ଯ୍ୟାନୁଷ୍ଠାନ

View: 1,778 ବଢୁଛି ସ୍କୁଲ ପିଲାଙ୍କ ବ୍ୟାଗ ଓଜନ । ସ୍କୁଲ ବ୍ୟାଗର ଓଜନରେ ଭାରାକ୍ରାନ୍ତ ହେଉଛନ୍ତି ଛାତ୍ରଛାତ୍ରୀ । ସ୍କୁଲ ପିଲାଙ୍କ ବ୍ୟାଗ ଓଜନ ହ୍ରାସ ନିୟମକୁ କଡାକଡି ପାଳନ କରିବା ପାଇଁ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଶିକ୍ଷା ନିର୍ଦ୍ଦେଶକଙ୍କୁ

ଉନ୍ନାଓ ଦୁଷ୍କର୍ମ ମାମଲା: 45 ଦିନରେ ନିଷ୍ପତି ସହ ମାମଲା ଦିଲ୍ଲୀକୁ ବଦଳି କଲେ ସୁପ୍ରିମକୋର୍ଟ

View: 1,098 ବହୁଚର୍ଚ୍ଚିତ ଉତ୍ତର ପ୍ରଦେଶ ଉନ୍ନାଓ ଦୁଷ୍କର୍ମ ଘଟଣା ଉପରେ ଆଜି ସୁପ୍ରିମକୋର୍ଟ ମାରାଥନ ଶୁଣାଣି କରି ଏକ ଐତିହାସିକ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତର ପ୍ରଦେଶର ଯୋଗୀ ସରକାର ମାମଲାର ଠିକ୍‌ ଭାବେ ତଦନ୍ତ କରି ଶୁଣାଣି କରୁ ନଥିବାରୁ

ସ୍ୱାମୀଙ୍କଠାରୁ ଅଲଗା ହେବେ ଦିୟା ମିର୍ଜା

View: 2,701 ବଲିଉଡ୍‌ ଅଭିନେତ୍ରୀ ଦିୟା ମିର୍ଜାଙ୍କୁ ନେଇ ଏକ ଆଶ୍ଚର୍ଯ୍ୟ କଲା ଭଳି ଖବର ସାମ୍ନାକୁ ଆସିଛି । ସେ କରିଥିବା ଟୁଇଟ୍‌କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଛି । ଟୁଇଟ୍‌ କରି ନିଜର 11ବର୍ଷ ବିବାହକୁ

ଅଯୋଧ୍ୟା ମାମଲା: ମଧ୍ୟସ୍ଥତା ପ୍ୟାନେଲ୍ ଦାଖଲ କଲେ ରିପୋର୍ଟ

View: 1,665 ଅଯୋଧ୍ୟାର ବହୁ ଚର୍ଚ୍ଚିତ ରାମ ମନ୍ଦିର-ବାବ୍ରୀ ମସଜିଦ୍‌ ଜମି ବିବାଦ ଘଟଣାରେ ଆଜି ମଧ୍ୟସ୍ଥତା ପ୍ୟାନେଲ ସୁପ୍ରିମକୋର୍ଟଙ୍କ ନିକଟରେ ତାଙ୍କ ଚୂଡ଼ାନ୍ତ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିଛନ୍ତି। ମଧ୍ୟସ୍ଥତା ପ୍ୟାନେଲ ପକ୍ଷରୁ ଏକ ଜଉମୁଦ ଥିବା କଭର୍‌ରେ ଏହି

କୁଲଭୂଷଣଙ୍କୁ କୂଟନୈତିକ ସହାୟତା ଦେବ ପାକିସ୍ତାନ

View: 2,582 ଶୁକ୍ରବାର ଅଗଷ୍ଟ 2ରେ ପୂର୍ବତନ ନୌବାହିନୀ କମାଣ୍ଡର କୁଲଭୂଷଣ ଯାଦବଙ୍କୁ ଭାରତ ଆଇନଗତ ସହାୟତା ଦେଇପାରିବ ବୋଲି ପାକିସ୍ତାନ ରାଜି ହୋଇଛି। ଏନେଇ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଏହାର ମୁଖପାତ୍ର କହିଛନ୍ତି

ଶେଷରେ ଦଳରୁ ବହିଷ୍କୃତ ହେଲେ ଜେଲରେ ଥିବା ଦୁଷ୍କର୍ମ ଅଭିଯୁକ୍ତ ବିଜେପି ବିଧାୟକ

View: 1,449 ଗଣମାଧ୍ୟମ ଓ ବିରୋଧୀଙ୍କ ଚାପ ଆଗରେ ଶେଷରେ ମୁଣ୍ଡ ନୁଆଁଇଛି ବିଜେପି। ଦୀର୍ଘ ଗୋଟିଏ ବର୍ଷ ହେଲା ଦୁଷ୍କର୍ମ ମାମଲାରେ ଜେଲରେ ଥିବା ବିଧାୟକ କୁଲଦୀପ ସେନଗାରଙ୍କୁ ବିଜେପି ଆଜି ଦଳରୁ ବହିଷ୍କୃତ କରିଛି। ପୂର୍ବରୁ ଦଳ ସେନଗାରଙ୍କୁ

ପୁଣି ଥରେ ଟିମ୍ ଇଣ୍ଡିଆର କୋଚ ହେବେ ରବି ଶାସ୍ତ୍ରୀ !

View: 1,180 ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ ଚଳିତ ମାସରେ ଟିମ୍ ଇଣ୍ଡିଆର କୋଚ୍ ଚୟନ କରିବ। କପିଲ୍ ଦେବଙ୍କ ଅଧ୍ୟକ୍ଷତାରେ ତିନି ସଦସ୍ୟ ବିଶିଷ୍ଟ କ୍ରିକେଟ୍ ଆଡଭାଇଜରି କମିଟି (ସିଏସି)କୁ ଟିମର କୋଚ୍ ଚୟନ ଦାୟିତ୍ୱ ଦିଆଯାଇଛି। ବର୍ତ୍ତମାନ କୋଚ୍

ତିନି ତଲାକ୍‍ ବିଲକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଲେ ମଞ୍ଜୁରୀ

View: 2,592 ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର ରାତିରେ ମୁସଲିମ ମହିଳା ବିବାହ ଅଧିକାର ସୁରକ୍ଷା (ତିନି ତଲାକ) ବିଧେୟକ 2019କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହାସହ ଏକା ଥରକେ ତିନି ତିନି ତଲାକକୁ ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରୁଥିବା

ସିରିଏଲ କିଲର ନାରାୟଣ ସାହୁର ହେବ ପଲିଗ୍ରାଫ ଟେଷ୍ଟ

View: 1,497 କଟକ ସିରିଏଲ କିଲର ନାରାୟଣ ସାହୁକୁ  ଘନ ଘନ ଜେରା । କଟକର ୩ଟି ହତ୍ୟାକାଣ୍ଡରୁ ଦୁଇଟିରେ ରହିଛି ନାରାୟଣର ସଂପୃକ୍ତି । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କଟକ ଡିସିପି ଅଖିଲେଶ୍ୱର ସିଂହ । ଓଏମପି

ଆଜିଠୁ ‘ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ’ ଯୋଜନା ଆରମ୍ଭ !

View: 1,285 ‘ଗୋଟିଏ ଦେଶ-ଗୋଟିଏ ନିର୍ବାଚନ’ ଲାଗୁ କରାଯିବା ସପକ୍ଷରେ ମୋଦି ସରକାର ବିଚାର କରୁଛନ୍ତି। ଏବେ ସମାନ ନୀତିରେ ସରକାର ଆଜିଠୁ ଆରମ୍ଭ କରିଛନ୍ତି ‘ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ’ ଯୋଜନା। ଅର୍ଥାତ୍ କୌଣସି ରାଜ୍ୟର ପିଡିଏସ ଉପଭୋକ୍ତା

ଆଇଏମ୍‌ଡିର ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ମୃତ୍ୟୁଞ୍ଜୟ ମହାପାତ୍ର

View: 1,754 ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ(ଆଇଏମ୍‌ଡି) ଭାବେ ଦାୟିତ୍ୱ ନେଇଛନ୍ତି ବିଶିଷ୍ଟ ପାଣିପାଗ ବିଜ୍ଞାନୀ ତଥା ଓଡ଼ିଆ ବୈଜ୍ଞାନିକ ମୃତ୍ୟୁଞ୍ଜୟ ମହାପାତ୍ର। ସେ ଆସନ୍ତା 5 ବର୍ଷ ପାଇଁ ଏହି ଦାୟିତ୍ୱ ତୁଲାଇବେ। ବୈଜ୍ଞାନିକ ମୃତ୍ୟୁଞ୍ଜୟ ମହାପାତ୍ର ଫାଇଲିନ୍,