latest

Date: August 2, 2019

Total 28 Posts

ମିସ୍‌ ଇଂଲଣ୍ଡ ହେଲେ ଭାରତୀୟ ବଂଶୋଦ୍ଭବ ଡାକ୍ତର

View: 2,547 ଭାରତୀୟ ବଂଶୋଦ୍ଭବ 23 ବର୍ଷୀୟ ଡାକ୍ତର ଭାଷା ମୁଖାର୍ଜୀ ମିସ୍ ଇଂଲଣ୍ଡ କ୍ରାଉନ୍‌ ଜିତିଛନ୍ତି। ଇଂଲଣ୍ଡର ଡର୍ବିଶାୟାରରେ ରହୁଥିବା ଭାଷାଙ୍କ ଆଇକ୍ୟୁ 146 ଥିବା ବେଳେ ସେ 5ଟି ଭାଷାରେ ବେଶ ଭଲ ଭାବେ କଥାବାର୍ତ୍ତା କରିପାରନ୍ତି।  ସେ

7 ରାଷ୍ଟ୍ରାୟତ ବ୍ୟାଙ୍କ ଉପରେ ଜରିମାନା ଲଗାଇଲା ରିଜର୍ଭ ବ୍ୟାଙ୍କ

View: 2,639 ବିଭିନ୍ନ ନିୟମ ଉଲ୍ଲଙ୍ଘନ କରିଥିବାରୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ 7ଟି ରାଷ୍ଟ୍ରାୟତ ବ୍ୟାଙ୍କ ଉପରେ ମୋଟ 11 କୋଟି ଟଙ୍କାର ଜରିମାନା ଲଗାଯାଇଛି । ଏସବୁ ବ୍ୟାଙ୍କମାନେ ନୂଆ ଆକାଉଣ୍ଟ ଖୋଲିବା ଓ ମନିଟରିଂ କରିବା, ବାଲାନ୍ସ ସିଟରେ

କୃଷକଙ୍କୁ ମିଳିବ 3000 ଟଙ୍କା ପେନସନ !

View: 2,646 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ 15ରେ କିଷାନ ପେନସନ ଯୋଜନା ଶୁଭାରମ୍ଭର ଘୋଷଣା କରି ପାରନ୍ତି। କୃଷି ସଚିବ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଯୋଜନାକୁ ଲାଗୁ କରିବା ପାଇଁ ଢାଞ୍ଚା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି

ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା, ସବୁ ଜିଲ୍ଲାପାଳଙ୍କୁ ହାଇଆଲର୍ଟ ଜାରି

View: 2,688 ଆସନ୍ତା 5ଦିନ ଧରି ରାଜ୍ୟରେ ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ରାଜ୍ୟ ସରକାର ଆଜିଠୁ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି

ଓଡ଼ିଶା ଫେରିବେ ଜଗାକାଳିଆ

View: 1,264 ଯୋଡ଼ା ମୁଣ୍ଡ ନେଇ ଚର୍ଚ୍ଚାରେ ଥିବା ଜଗା କାଳିଆ ଓଡ଼ିଶା ଫେରିବା ଆଶା ଉଜ୍ଜିବୀତ ହୋଇଛି । ସେମାନଙ୍କୁ ଦିଲ୍ଲୀ ଏମ୍ସରୁ କଟକ ଏସସିବିକୁ ସ୍ଥାନାନ୍ତର ନେଇ ନିଷ୍ପତି ହୋଇଛି । ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ

ଜେକେ ପେପର ଓ ସ୍ପର୍ଶ ଓଡିଶା ସହାୟତାରେ ଅଗଷ୍ଟ ୪ରେ ଏକ ମିଲିୟନ ଫଳ ବୃକ୍ଷରୋପଣ

View: 3,787 ଜେକେ ପେପର ଓ ସ୍ପର୍ଶ ଓଡିଶା ସହାୟତାରେ ଏକ ମିଲିୟନ ଫଳ ବୃକ୍ଷରୋପଣ କରାଯିବ । ଆସନ୍ତା ୪ ତାରିଖ ଦିନ ଏହି କାର୍ଯ୍ୟକ୍ରମ ପିପିଲି ଠାରେ ଆରମ୍ଭ ହେବାକୁ ଯାଉଛି  । ଓଡିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ

ଅଯୋଧ୍ୟା ମାମଲା: ମଧ୍ୟସ୍ଥତା ଫେଲ୍‍, ସୁପ୍ରିମକୋର୍ଟରେ 6ରୁ ନିୟମିତ ଶୁଣାଣି

View: 1,255 ଅଯୋଧ୍ୟା ବାବ୍ରି ମସଜିଦ ଏବଂ ରାମଜନ୍ମଭୂମି ଜମି ବିବାଦ ମାମଲାର ସମାଧାନ ପାଇଁ ଗଠିତ ମଧ୍ୟସ୍ଥତା କମିଟି ବିଫଳ ହୋଇଛି। ଫଳରେ ଅଗଷ୍ଟ 6 ରୁ ଏହି ମାମଲାର ନିୟମିତ ଶୁଣାଣି ହେବ ବୋଲି ସୁପ୍ରମକୋର୍ଟର ସାମ୍ବିଧାନିକ ପୀଠ

ଜିଡିପି ଖସି 7ମ ସ୍ଥାନରେ ଭାରତ

View: 1,315 ସକଳ ଘରୋଇ ଉତ୍ପାଦ ଅର୍ଥାତ୍ ଜିଡିପି ର ବୈଶ୍ୱିକ ର‌୍ୟାଙ୍କରେ ଭାରତୀୟ ଅର୍ଥବ୍ୟବସ୍ଥା 5ମ ସ୍ଥାନରୁ ଖସି 7ମ ସ୍ଥାନରେ ପହଁଚିଛି । ବାଣିଜ୍ୟ ବର୍ଷ 2018 ପାଇଁ ବିଶ୍ୱ ବ୍ୟାଙ୍କ ଆକଳନ ମୁତାବକ ଜିଡିପିରେ ଭାରତ 7ନମ୍ବରରେ

ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ଅମରନାଥ ଯାତ୍ରା ଉପରେ ରୋକ୍, ଶ୍ରଦ୍ଧାଳୁଙ୍କୁ ଫେରିଯିବାକୁ ପରାମର୍ଶ

View: 1,448 ଅମରନାଥ ଯାତ୍ରାରେ ସାମିଲ ଥିବା ଶ୍ରଦ୍ଧାଳୁଙ୍କ ଉପରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀମାନେ ଆକ୍ରମଣ କରିବାର ଆଶଙ୍କା ବଢ଼ିବାରେ ଲାଗିଛି। ଏନେଇ ଗୁଇନ୍ଦା ବିଭାଗ ସୂଚନା ଦେବା ପରେ ଆଜି ଜମ୍ମୁ-କଶ୍ମୀର ପ୍ରଶାସନ ଆକ୍ସନ ମୋଡ୍‌କୁ ଚାଲି ଆସିଛି।  ଅମରନାଥ

ପାଣି ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ 3 ଶ୍ରମିକ ମୃତ

View: 1,074 ରାଜଧାନୀରେ ଅଭାବନୀୟ ଘଟଣା। ପାଣି ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ 3 ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମଞ୍ଚେଶ୍ୱର ଥାନା ପାଣ୍ଡରା ଅଞ୍ଚଳରେ ଏମିତି ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତିଙ୍କ ଘର ତିଆରି ଚାଲୁଥିଲା ବେଳେ 3

କୁନ୍ଦୁଲି ମାମଲାର ରିପୋର୍ଟ 4 ସପ୍ତାହରେ ଦାଖଲ କର : ହାଇକୋର୍ଟ

View: 1,288 ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ତଦନ୍ତ 4 ସପ୍ତାହ ମଧ୍ୟରେ ଶେଷ କରି  ରିପୋର୍ଟ ଦାଖଲ କର। ଏପରି ନିର୍ଦ୍ଦେଶ ରାଜ୍ୟସରକାରଙ୍କୁ ଦେଇଛନ୍ତି ହାଇକୋର୍ଟ।  ଘଟଣାର ସ୍ପେଶାଲ ଇନ୍‌ଭେଷ୍ଟିଗେସନ୍ ଟିମ୍(SIT) ତଦନ୍ତ ଲାଗି ମଧ୍ୟ