latest

Date: August 3, 2019

Total 32 Posts

ଆଇଏଏସ ସ୍ତରରେ ଅଦଳବଦଳ

View: 24 ଓଡ଼ିଶା ସରକାର ଆଜି ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି । ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ନିରଞ୍ଜନ ସାହୁଙ୍କୁ ଶ୍ରମ କମିସନର ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ସେହିପରି ଆଇଏଏସ ସଂଗ୍ରାମଜିତ୍ ନାୟକଙ୍କୁ ବିଏମସିର ନିର୍ଦ୍ଦେଶକ ଭାବେ ଅତିରିକ୍ତ

ମହାନଦୀ ଜଳ ବିବାଦ: ସେପ୍ଟେମ୍ବର 28ରେ ପରବର୍ତ୍ତୀ ଶୁଣାଣି

View: 23 ଜଳ ଟ୍ରାଇବୁନାଲରେ ଶନିବାର ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଚାଲିଥିବା ମହାନଦୀ ଜଳ ବିବାଦର ଶୁଣାଣି ହୋଇଛି ।  ବର୍ଷା ଯୋଗୁଁ ଉଭୟ ପକ୍ଷ କ୍ଷେତ୍ର ପରିଦର୍ଶନ କରିପାରିନଥିବା ଦର୍ଶାଇଥିଲେ।  ଫଳରେ ଟ୍ରାଇବୁନାଲ ଶୁଣାଣିକୁ ସେପ୍ଟେମ୍ବର 28 ପର୍ଯ୍ୟନ୍ତ

ବିଧାନସଭାରେ ଉପସ୍ଥାପନ ହେଲା କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲା ରିପୋର୍ଟ

View: 23 ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାକୁ ଦୀର୍ଘଦିନ ବିତି ଯାଇଥିଲେ ମଧ୍ୟ ପୀଡ଼ିତାଙ୍କୁ ନ୍ୟାୟ ମିଳିପାରି ନାହିଁ । ସେନେଇ ଆଜି ଗୃହରେ କୁନ୍ଦୁଲି ରିପୋର୍ଟ ଉପସ୍ଥାପନ କରାଯାଇଛି । କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା

ଆଜି ଭାରତ-ଇଣ୍ଡିଜ୍ ପ୍ରଥମ ଟି-20

View: 30 ବିଶ୍ୱକପ୍‌ରେ ବିଫଳ ଅଭିଯାନ ପରେ ଭାରତୀୟ ଦଳ ଶନିବାରଠାରୁ ଏକ ନୂତନ ସିଜିନ୍ ଆରମ୍ଭ କରିବାକୁ ଯାଉଛି। ଆମେରିକା ଓ ୱେଷ୍ଟଇଣ୍ଡିଜ୍‌ ମାଟିରେ ଘରୋଇ ୱେଷ୍ଟଇଣ୍ଡିଜ ବିପକ୍ଷରେ ମାସିକିଆ ଗସ୍ତରେ ଭାରତୀୟ ଦଳ 3ଟି ଲେଖାଏଁ ଟି-20ଓ ଦିନିକିଆ

ପଞ୍ଚମ ଓ ଅଷ୍ଟମରେ ରହିବ ପାସ ଫେଲ ବ୍ୟବସ୍ଥା!

View: 27 ଶିକ୍ଷା କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ପାଇଁ ନୂଆ ନୂଆ ବ୍ୟବସ୍ଥା କରାଯାଉଛି । ବର୍ତ୍ତମାନ ବିଦ୍ୟାଳୟରେ ପଞ୍ଚମ ଓ ଅଷ୍ଟମରେ ପାସ ଫେଲ ବ୍ୟବସ୍ଥା ରହିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଗୃହରେ ସୂଚନା ଦେଇଛନ୍ତି ।

ଓଡିଶା କୃଷକ ସଭା ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ

View: 22 ସମସ୍ତ କୃଷିଜାତ ଦ୍ରବ୍ୟ ର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରିବା ଏବଂ କୃଷକ ମାନଙ୍କୁ ଋଣ ରୂ ସମ୍ପୂର୍ଣ୍ଣ ମୁକ୍ତ କରିବା ଦାବୀ କରି ମାନ୍ୟବର ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟ ରେ ରାଜ୍ୟପାଳ ଙ୍କ ଜରିଆରେ ସ୍ମାରକ

ଦଫା ଦାବିପୂରଣ ନେଇ ମହାମହିମ ରାଜ୍ୟପାଳଙ୍କୁ ଭେଟି ଦାବୀପତ୍ର ପ୍ରଦାନ କଲା ବିଜେପି ଓବିସି ମୋର୍ଚ୍ଚା

View: 848 ରାଜ୍ୟରେ ତୁରନ୍ତ ଓବିସି କମିଶନ ଗଠନ, ପଛୁଆ ବର୍ଗର ଛାତ୍ର ଓ ଛାତ୍ରୀଙ୍କୁ ବୃତି ପ୍ରଦାନ, ଉଭୟ ସରକାରୀ ଓ ବେସରକାରୀ ନିଯୁକ୍ତି କ୍ଷେତ୍ରରେ ୨୭% ସଂରକ୍ଷଣ ବୃଦ୍ଧି, ଓବିସି ଫାଇନାନ୍ସ କର୍ପୋରେସନ ମାଧ୍ୟମରେ ଋଣ ପ୍ରଦାନ ଏବଂ

ଶୀତଳ ଭଣ୍ଡାରର ଗମ୍ଭୀର ଅବ୍ୟବସ୍ଥା ନେଇ ପ୍ରଶ୍ନ ଉଠାଇଲାବିଜେପି କୃଷକ ମୋର୍ଚ୍ଚା

View: 1,669 ରାଜ୍ୟସରକାରଙ୍କ ଆଳୁମିଶନ ଦିଗହରା ହୋଇଥିବାବେଳେ ଏବେ ଶୀତଳଭଣ୍ଡାରର ସ୍ଥିତି ପୂରା ଦୟନୀୟ ଅବସ୍ଥାରେ ରହିଛି । ପୁରୀ ଜିଲ୍ଲାରେ ୧୧ଟି ବ୍ଲକ ଥିବା ବେଳେ ଅଛି ମାତ୍ର ଗୋଟିଏ ଶୀତଳ ଭଣ୍ଡାର । ଜିଲ୍ଲାରେ ଥିବା ଏକମାତ୍ର ଶୀତଳ

ପ୍ରବଳ ବର୍ଷାରେ ମୁମ୍ବାଇ ବେହାଲ: ଭାସିଗଲେ 4 ଛାତ୍ରୀ

View: 22 ମୁମ୍ବାଇରେ ଶୁକ୍ରବାର ରାତିରୁ ଆରମ୍ଭ ହୋଇଥିବା ମୂଷଳ ଧାରାର ବର୍ଷା ଶନିବାରେ ମଧ୍ୟ ଜାରି ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ରିବାବର ପର୍ଯ୍ୟନ୍ତ ରେଡ ଆଲର୍ଟ ଜାରି କରାଯାଇଛି। ମୁମ୍ବଇ ସହରରେ ଶନିବାର ବର୍ଷା ଜନିତ

ଏହି ନାରୀମାନେ ହୋଇଥାଆନ୍ତି ସୌଭାଗ୍ୟବତୀ

View: 30 ହିନ୍ଦୁ ଧର୍ମ ଅନୁସାରେ ନାରୀ ମା’ ଲକ୍ଷ୍ମୀଙ୍କ ସ୍ୱରୂପା ହୋଇଥାଆନ୍ତି। ଆମ ସମାଜରେ ଏକ ପୁରୁଣା କଥା ରହିଛି, “ଯେଉଁଠି ନାରୀଙ୍କୁ ପୂଜା କରାଯାଏ, ସମ୍ମାନ ଦିଆଯାଏ, ସେଠାରେ ଦେବତା ବାସ କରିଥାନ୍ତି”। ତେବେ ଦୁନିଆରେ ବିଭିନ୍ନ ସ୍ୱଭାବର

ମଚୈଲ ମାତା ଯାତ୍ରା ଉପରେ ପ୍ରତିବନ୍ଧକ

View: 21 ଜମ୍ମୁ କାଶ୍ମୀରରେ ଅମରନାଥ ଯାତ୍ରା ଉପରେ ପ୍ରତିବନ୍ଧକ ଲାଗିବା ପରେ ଏବେ କିଶ୍ତୱାଡ ଜିଲ୍ଲାର ମା ଦୁର୍ଗା ମନ୍ଦିର ପର୍ଯ୍ୟନ୍ତ ହେଉଥିବା ମଚୈଲ ମାତା ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି