latest

Date: August 4, 2019

Total 16 Posts

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଭେଟିବା ପରେ ଧାରଣାରୁ ଓହରିଲେ ଏମ୍ସ ଡାକ୍ତର

View: 28  ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍‌ ଅଫ ମେଡିକାଲ ସାଇନ୍ସର ରେସିଡେଣ୍ଟ ଡାକ୍ତରମାନେ ନିଜର ଧାରଣା ପ୍ରତ୍ୟାହାର କରିଛନ୍ତି । ସୂଚନାଯୋଗ୍ୟ ଯେ ଡାକ୍ତରମାନେ ଏନଏମସି ବିଲର ବିରୋଧ କରି 3 ଦିନ ଧରି ଧାରଣା ଦେଇଥିଲ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

କାଶ୍ମୀରର ସ୍ଥିତିକୁ ନେଇ ଅଜିତ୍ ଡୋଭାଲ-ଅମିତ ଶାହାଙ୍କ ମଧ୍ୟରେ ଆଲୋଚନା

View: 27 ଜମ୍ମୁକାଶ୍ମୀର ସ୍ଥିତି ନେଇ ଗୃହମନ୍ତ୍ରୀଙ୍କ ବୈଠକ। ସଂସଦ ଭବନ ପରିସରରେ ବସିଥିବା ଏହି ବୈଠକରେ ଗୃହ ସଚିବଙ୍କ ସହ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଉପସ୍ଥିତ ଥିଲେ। ଜମ୍ମୁ ଓ କାଶ୍ମୀରର ବର୍ତ୍ତମାନ ପରିସ୍ଥିତି ନେଇ

ଅଗଷ୍ଟ 10ରେ କଂଗ୍ରେସ କାର୍ଯ୍ୟସମିତି ବୈଠକ

View: 30 କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ସ୍ୱୀକାର କରିବା ଏବଂ ନୂତନ ଅଧ୍ୟକ୍ଷ ଚୟନ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ସଂସଦର ଅଧିବେଶନ ଶେଷ ହେବା ପରେ ଅଗଷ୍ଟ 10ରେ କଂଗ୍ରେସର କାର୍ଯ୍ୟସମିତି ବୈଠକ ଅନୁଷ୍ଠିତ ହେବ

ଦୁର୍ନୀତି ନିବାରଣ ବିଭାଗର ପକ୍ଷରୁ ମେହବୁବା ମୁଫତୀଙ୍କୁ ନୋଟିସ

View: 24 କାଶ୍ମୀରରେ ଗୋଟିଏ ପରେ ଗୋଟିଏ ଆଡଭାଇଜରୀ ଜାରି କରାଯାଉଥିବା ବେଳେ ଅନ୍ୟପଟେ ରାଜ୍ୟରେ ରାଜନୈତିକ ମହଲରେ ହଇଚଇ ସୃଷ୍ଟି ହୋଇଛି । ରବିବାର ଦିନ ମେହବୁବା ଏହା ଉପରେ ସାମ୍ୱାଦିକ ସମ୍ମିଳନୀ କରି ସରକାର କାଶ୍ମୀରକୁ ନେଇ ସ୍ପଷ୍ଟ

ରାଜନୀତିରୁ ସନ୍ନ୍ୟାସ ନେବେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରସ୍ଵାମୀ

View: 25 କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଜେଡି ଏସ ନେତା ଏଚ ଡି କୁମାରସ୍ଵାମୀ ଗତକାଲି ଏଭଳି ବୟାନ୍ ଦେଇଛନ୍ତି ଯାହା ଏବେ କେବଳ କର୍ଣ୍ଣାଟକ ନୁହେଁ, ବରଂ ଦେଶର ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି। ସେ କହିଛନ୍ତି

ରାଜଧାନୀରେ ପୁଣି ଏନ୍‌କାଉଣ୍ଟର: ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

View: 24 ରାଜଧାନୀରେ ପୁଣି ଏନ୍‌କାଉଣ୍ଟର ହୋଇଛି । ଭୁବନେଶ୍ୱର ସ୍ଥିତ ବଡ଼ଗଡ଼ ଚିଲିପୋଖରୀ ଅଞ୍ଚଳରେ କମିଶନରେଟ୍‌ ପୁଲିସ୍‌ର ଏନ୍‌କାଉଣ୍ଟରେ ଦୁଇ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି। ଆହତଦ୍ୱୟ ହେଲେ ସିପୁନ କବି ଓ ହରେକୃଷ୍ଣ ସ୍ୱାଇଁ। ଉଭୟଙ୍କ ଗୋଡ଼ରେ

ୱାଲମାର୍ଟ ଶପିଂ ମଲ୍‌ରେ ଗୁଳିକାଣ୍ଡ: 20 ମୃତ

View: 25 ଆମେରିକାର ଟେକ୍ସାସ ସ୍ଥିତ ୱାଲ୍‌ମାର୍ଟ ସପିଂ ମଲ୍‌ରେ ଶନିବାର ଗୁଳିକାଣ୍ଡ ହୋଇଛି। ଏଥିରେ  20 ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ 26 ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ପୁଲିସ୍ ତିନି

9 ବ୍ୟାଙ୍କ ଉପରେ ଜରିମାନା

View: 24 ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଏସବିଆଇ, ପିଏନବି ଓ ବ୍ୟାଙ୍କ ଅଫ ବରୋଦା ସମେତ 9ଟି ବ୍ୟାଙ୍କ ଉପରେ ଜରିମାନା ଲଗାଇଛି । ନିର୍ଦ୍ଦେଶ ପାଳନ କରିବାରେ ଏହି ବ୍ୟାଙ୍କଗୁଡିକ ବିଳମ୍ବ କରିଥିବାରୁ ଏହି ଜରିମାନା ଲଗାଯାଇଥିବା ଆରବିଆଇ କହିଛି

ପଦ୍ମଶ୍ରୀ ବାଲୁକା ଶିଳ୍ପୀ ସୁଦର୍ଶନଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

View: 23  ଓଡ଼ିଶା ପାଇଁ ଗୌରବ ଆଣିଦେଇଥିବା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ସୁଦର୍ଶନଙ୍କୁ ଉପଢୌକନ ଦେବା ସହ ଏକ ରୌପ୍ୟ କଳାକୃତି ଦେଇ ସମ୍ବର୍ଦ୍ଧିତ କରିଥିଲେ | ସେହିପରି ନିଜ କଳା

ଆଜି ଇଣ୍ଡିଆ-ଇଣ୍ଡିଜ ଦ୍ୱିତୀୟ ଟି-୨୦

View: 40 ଭାରତ- ୱେଷ୍ଟଇଣ୍ଡିଜ ମଧ୍ୟରେ ଆଜି ଫ୍ଲୋରିଡାରେ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ଖେଳାଯିବ । ଏହି ମ୍ୟାଚରେ ଉଭୟ ଦଳ ବିଜୟ ହାସଲ କରିବା ପାଇଁ ଚେଷ୍ଟା କରିବେ । ଗତକାଲି ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚକୁ ଭାରତ

ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

View: 32 ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ କାଠଚୂଆ ଗ୍ରାମରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର କରାଯାଇଛି । ତିନି ପରେ ପୀଡ଼ିତାଙ୍କ ମା’ଙ୍କ ଏତଲାକୁ ପୋଲିସ ଗ୍ରହଣ କରିଛି । ଫଳରେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଅଭିଯୁକ୍ତ