latest

Date: August 5, 2019

Total 26 Posts

ସକାଳୁ ଗୁଡ ଖାଇଲେ ମିଳିବ ଏହି ଫଳ

ଆଜି ମଣିଷ ବିଭନ୍ନ ପ୍ରକାରର ରୋଗ ଦ୍ଵାରା ଘେରି ଅଛି । ଏହି ରୋଗ ପଛରେ କୋଟି କୋଟି ଟଙ୍କା ବି ସେ ଖର୍ଚ କରୁଛି । କିନ୍ତୁ ଯଦି ସମୟ ପୂର୍ବରୁ ଧ୍ୟାନ ଦେବେ ତେବେ ଆୟୁର୍ବେଦ ଜରିଆରେ ବି

ମୋଦିଙ୍କୁ ପ୍ରଶଂସା କଲେ ଆଡଭାନୀ

ଧାରା 370କୁ ହଟାଇବା ପାଇଁ ମୋଦି ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତା’କୁ ପୂରଣ କରିଛନ୍ତି। ଅର୍ଥାତ ଜମ୍ମୁ-କଶ୍ମୀରରେ ଭାରତର ଅନ୍ୟ କେନ୍ଦ୍ର ଶାସିତ ଅଞ୍ଚଳ ଭଳି ନିୟମ ପ୍ରଣୟନ କରାଯିବ। ଏହି ନିଷ୍ପତ୍ତିକୁ ନେଇ ବିଭିନ୍ନ ମହଲରେ ଖୁସିର ପରିବେଶ

ଧାରା 370 ଉଚ୍ଛେଦ ପରେ କ’ଣ କହିଲେ ବଲିଉଡ୍‌ ସେଲେବ୍ରିଟି

ଆଜି କେନ୍ଦ୍ର ସରକାର ଏକ ଐତିହାସିକ ନିଷ୍ପତ୍ତି କ୍ରମେ ଜମ୍ମୁ-କଶ୍ମୀର ପାଇଁ ସମ୍ବିଧାନରେ ଥିବା ସ୍ୱତନ୍ତ୍ର ଧାରା 370କୁ ଉଚ୍ଛେଦ କରିଛନ୍ତି। ଅର୍ଥାତ ପୂର୍ବରୁ ଜମ୍ମୁ-କଶ୍ମୀରକୁ ମିଳୁଥିବା ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଆଉ ମିଳିବ ନାହିଁ। ଏଣିକି ଜମ୍ମୁ-କଶ୍ମୀର ଏକ ରାଜ୍ୟ

ଶାହାଙ୍କ ନିଷ୍ପତି ପାଇଁ ଚିନ୍ତାରେ ପାକିସ୍ତାନ

ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା ଜମ୍ମୁ-କାଶ୍ମୀରରୁ ଆର୍ଟିକିଲ 370 ଉଚ୍ଛେଦ ସଂକଳ୍ପ ରାଜ୍ୟସଭାରେ ଆଗତ ହେବା ପରେ ପାକିସ୍ତାନ ସେୟାର ବଜାର ଏକ ପ୍ରକାର ବୁଡି ଯାଇଛି । ପାକିସ୍ତାନୀ ସେୟାର ବଜାରର ବେଂଚମାର୍କ ଇଣ୍ଡେକ୍ସ କେଏସଇ100 600 ଅଙ୍କ ହ୍ରାସ

370 ଉଚ୍ଛେଦ ପରେ ସବୁ ରାଜ୍ୟକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ହାଇଆଲର୍ଟ ଜାରି

ଜମ୍ମୁ-କଶ୍ମୀରରୁ ଧାରା 370 ହଟିବା ପରେ ସମଗ୍ର ଦେଶରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି। ରାଜ୍ୟସଭାରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଧାରା 370 ଉଚ୍ଛେଦ ସମ୍ପର୍କରେ ଘୋଷଣା କରିବା ପରେ ଏହାକୁ ନେଇ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିବାର ଆଶଙ୍କା

7ରେ ଦେଶବାସୀକୁ ସମ୍ବୋଧନ କରିବେ ମୋଦି

ସୋମବାର ଜାମ୍ମୁ-କଶ୍ମୀର ସମ୍ବନ୍ଧିତ ସମ୍ବିଧାନର ଧାରା 370କୁ ଓ 35(କ)କୁ ଉଚ୍ଛେଦ ଲାଗି ରାଜ୍ୟସଭାରେ ପ୍ରସ୍ତାବ ଆଣିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା ସରଗରମ । ସକରାତ୍ମକ ଓ ନକରାତ୍ମକ ପ୍ରତିକ୍ରିୟା ଆସୁଛି ।

ଗ୍ୟାସ ଟାଙ୍କି ଫାଟି ପୋଡ଼ିଗଲେ 3ଜଣ, ଜଳିଗଲା 11ବଖରା

ଢେଙ୍କାନାଳରେ ଗ୍ୟାସ ଟାଙ୍କି ଫାଟି ଅଗ୍ନିକାଣ୍ଡ ଘଟିଛି । ଏହି ଅଘଟଣରେ ନିଆଁ ଲାଗି ଗୋଟିଏ ପରିବାରର 3ଜଣ ପୋଡ଼ି ହୋଇଯାଇଥିବା ବେଳେ 11ବଖରା ଘର ମଧ୍ୟ ପୋଡ଼ିଯାଇଛି । ସୂଚନାନୁସାରେ, ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ବାଙ୍ଗୁରୁସିଙ୍ଗା ଗାଁ ସଅର

ଇଜିପ୍ଟ କାର ବିସ୍ଫୋରଣ: 19 ମୃତ, 32 ଆହତ

 ଦ୍ରୁତଗତି ମହାବିପତ୍ତି । ଏହାସହ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିବା ପଡିଛି ମହଙ୍ଗା । ଯାହାଫଳରେ କାର ବିସ୍ଫୋରଣ ଘଟି 19 ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଏହି ଅଘଟଣଟି ଇଜିପ୍ଟର ଜାତୀୟ କ୍ୟାନସର ଇନଷ୍ଟିଚ୍ୟୁଟ ସେଣ୍ଟ୍ରାଲ କାରିଓରେ ଘଟିଛି

ଧାରା ୩୭୦ରେ ଥିଲା କଣ?

– ଜମ୍ମୁ-କାଶ୍ମୀରବାସୀଙ୍କ ପାଖରେ ଭାରତ ସମେତ କାଶ୍ମୀର ନାଗରିକତା ରହୁଥିଲା – ଜମ୍ମୁ-କାଶ୍ମୀରର କୌଣସି ମହିଳା ଯଦି ଅନ୍ୟ କୌଣସି ରାଜ୍ୟର ପୁରୁଷଙ୍କୁ ବିବାହ କରୁଥିଲେ ତେବେ ସେହି ମହିଳାଙ୍କର ଜମ୍ମୁ-କାଶ୍ମୀର ନାଗରିକତା ସମାପ୍ତ କରାଯାଉଥିଲା । – ଯଦି ଜମ୍ମୁ-କାଶ୍ମୀରର

ଧାରା ୩୭୦ ଉଚ୍ଛେଦ ପରେ ରାଗରେ ନିଜ କପଡା ଚିରିଲେ ପିଡିପି ସାଂସଦ

କେନ୍ଦ୍ରର ମୋଦି ସରକାର କଶ୍ମୀରକୁ ନେଇ ବଡ ନିଷ୍ପତ୍ତି ନେଇଛନ୍ତି। ଜମ୍ମୁ-କଶ୍ମୀରରୁ ଲଦାଖକୁ ଅଲଗା କରିଦିଆଯାଇ ଦୁଇଟିକୁ କେନ୍ଦ୍ର ଶାସିତ ଅଞ୍ଚଳ ଭାବରେ ଘୋଷଣା କରିଦିଆଯାଇଛି। ଏହାସହିତ ସରକାର ଜମ୍ମୁ-କଶ୍ମୀରରୁ ଆର୍ଟିକଲ ୩୫ଏ ଓ ଧାରା ୩୭୦କୁ ଉଚ୍ଛେଦ କରିବାର ଘୋଷଣା

ଜମ୍ମୁ-କାଶ୍ମୀରରୁ ହଟିଲା ଧାରା ୩୭୦: ମେହବୁବା ମୁଫ୍ତି ଦେଲେ ଏମିତି ପ୍ରତିକ୍ରିୟା…

ଜମ୍ମୁ-କାଶ୍ମୀରରେ ଲାଗିଥିବା ୩୭୦ ଧାରା ଉଚ୍ଛେଦ ନେଇ ଆଜି ରାଜ୍ୟସଭାରେ ଗୃହମନ୍ତ୍ରୀ ଅମିତ ଶାହା ପ୍ରସ୍ତାବ ରଖିଥିଲେ। ଏନେଇ ରାଜନୈତିକ ମହଲରୁ ବିଭିନ୍ନ ପ୍ରତିକ୍ରିୟା ଆସିବାରେ ଲାଗିଛି। ପିଡିପି ମୁଖ୍ୟ ମେହବୁବା ମୁଫ୍ତି ତୀବ୍ର ଅସନ୍ତୋଷ ଜାହିର କରିଛନ୍ତି। ସେ କହିଛନ୍ତି,