latest

Date: August 6, 2019

Total 31 Posts

ସକାଳ 6 ରୁ ରାତି 9 ଯାଏଁ ଖୋଲା ରହିବ ରାଜ୍ୟର ସମସ୍ତ ପାର୍କ

View: 67 ଆଜିକାଲିର ବ୍ୟସ୍ତବହୁଳ ଜୀବନଯାପନରେ ଲୋକ ନିଜ ଅବସର ସମୟ କାଟିବା ପାଇଁ ରାଜ୍ୟର ସମସ୍ତ ପାର୍କର ସମୟରେ ପରିବର୍ତ୍ତନ କରାଯାଇଛି। ଏଣିକି ସକାଳ 6ଟାରୁ ରାତି 9ଟା ଯାଏଁ ସବୁ ପାର୍କ ଖୋଲାରଖିବାକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ

ଲୋକସଭାରେ ଜମ୍ମୁ-କଶ୍ମୀର ବିଭାଜନ ବିଲ୍‌ ପାସ୍‌

View: 58 ରାଜ୍ୟସଭା ପରେ ଆଜି ଲୋକସଭାରେ ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍‌ ପାସ୍‌ ହୋଇଛି। ଅର୍ଥାତ ଜମ୍ମୁ-କଶ୍ମୀର ଠାରୁ ଲଦାଖ ଅଲଗା ହୋଇଛି। ଏଥିସହ ଭାରତୀୟ ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ଏହି ବିଲ୍‌ ସପକ୍ଷରେ 367 ଭୋଟ

ଉନ୍ନାଓ ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

View: 60 ଦିଲ୍ଲୀ ଏମ୍ସର ଟ୍ରମା ସେଣ୍ଟରରେ ଚିକିତ୍ସିତ ହେଉଥିବା ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି ବୋଲି ମଙ୍ଗଳବାର ହସ୍ପିଟାଲ୍‌ ସୂତ୍ରରୁ ସୂଚନା ମିଳିଛି। ତାଙ୍କୁ ଜୀବନ ରକ୍ଷା ସହାୟକ ବ୍ୟବସ୍ଥା(ଲାଇଫ୍‌ ସପୋର୍ଟ ସିଷ୍ଟମ୍‌)ରେ ରଖାଯାଇଛି। ସେହିପରି

ବଜ୍ରପାତରେ 2 ମୃତ, 3 ଗୁରୁତର

View: 66 ବିଲରେ କାମ କରୁଥିବା ବେଳେ ବଜ୍ରପାତରେ ଗତକାଲି ବାଲେଶ୍ୱରରେ 3 ଜଣଙ୍କ ଜୀବନ ଯାଇଥିବା ବେଳେ ଆଜି କଟକ ଜିଲ୍ଲାରେ ଆଉ 2 ଜଣଙ୍କ ମୃତ୍ୟୁ ଘଟିଛି। 3 ଜଣ ଗୁରୁତର ଆହତ ହୋଇ ନିଶ୍ଚିନ୍ତକୋଇଲି ହସ୍ପିଟାଲ୍‌ରେ ଚିକିତ୍ସିତ

ଭରତପୁର ଏମ୍‌ସିଏଲ୍‌ ଖଣି ଦୁର୍ଘଟଣା: ମୃତ ଶ୍ରମିକଙ୍କ ପରିବାରକୁ 30 ଲକ୍ଷ ଟଙ୍କା କ୍ଷତିପୂରଣ

View: 56 ଅନୁଗୁଳ ଭରତପୁର ଏମ୍‌ସିଏଲ୍‌ କୋଇଲା ଖଣି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାର 30 ଲକ୍ଷ ଟଙ୍କା ଦେବାକୁ ନିଷ୍ପତ୍ତି ହୋଇଛି । ଏହା ସହିତ ପରିବାରର ଜଣେ ସଦସ୍ୟଙ୍କୁ ଠିକା ନିଯୁକ୍ତି ମିଳିବ । ଏ ନେଇ ସୂଚନା

୨୦୩୦ ସୁଦ୍ଧା ଓଡିଶାରେ ଏକ କୋଟି ଫଳଗଛ ରୋପଣ କରାଯିବାର ଲକ୍ଷ

View: 16,477 ପୁରୀ ଜିଲ୍ଲା ପିପିଲି ବ୍ଲକ ଦୁର୍ଗାଦାଶପୁର ଗ୍ରାମ ଞ୍ଚାୟତଠାରେ ରବିବାର ଇଣ୍ଡିଆ ଓ ସ୍ପର୍ଶ ଫାଉଣ୍ଡେସନ, ଜେକେ ପେପର ମିଲ୍ଲସ ଲଃ ପକ୍ଷରୁ  Mission One Million Fruit tree Planation  କାର୍ଯ୍ୟକ୍ରମ ଉଦ୍ଘାଟନ ହୋଇଯାଇଛି । ଏହି 

ପ୍ରବଳ ବର୍ଷା ଆଶଙ୍କା: 18 ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି

View: 69 ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବ । ଯାହାର ପ୍ରଭାବରେ ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏନେଇ ଦକ୍ଷିଣ ଓଡ଼ିଶାରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଗଜପତି, ଗଞ୍ଜାମ,

ବିବାହ କଲେ ରାକ୍ଷୀ ସାୱନ୍ତ

View: 58 ବଲିଉଡ୍‌ ତଥା ଟେଲିଭିଜନର କଣ୍ଟ୍ରୋଭର୍ସି କୁଇନ୍‌ ରାକ୍ଷୀ ସାୱନ୍ତ ଲୁଚିଛପି ମୁମ୍ୱାଇର ଏକ ହୋଟେଲରେ ବିବାହ କରିଛନ୍ତି ବୋଲି ସୋଶାଲ ମିଡିଆରେ ଫଟୋ ଭାଇରାଲ୍‌ ହୋଇଥିଲା। ଚର୍ଚ୍ଚା ହେବାର ଗୋଟିଏ ଦିନ ପରେ ରାକ୍ଷୀ ଏହି ଖବରକୁ ମିଛ

ପ୍ରକାଶ ପାଇଲା ଯୁକ୍ତ 2 ସପ୍ଲିମେଣ୍ଟାରି ପରୀକ୍ଷା ଫଳ

View: 56 ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମଙ୍ଗଳବାର ଯୁକ୍ତ 2 ସପ୍ଲିମେଣ୍ଟାରି ପରୀକ୍ଷା ଫଳ ପ୍ରକାଶ ପାଇଛି। ଯେଉଁମାନେ ଯୁକ୍ତ 2 ସପ୍ଲିମେଣ୍ଟାରି ପରୀକ୍ଷା ଦେଇଥିଲେ ସେମାନେ ଏବେ ସେମାନଙ୍କ ଫଳାଫଳ ଅନ୍‌ଲାଇନରୁ ଦେଖିପାରିବେ। ଯୁକ୍ତ 2 ବିଜ୍ଞାନ,

ଓଲିଉଡ ହିରୋ ସବ୍ୟସାଚୀଙ୍କୁ ହତ୍ୟା ଧମକ!

View: 64 ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର ଏବେ ଚର୍ଚ୍ଚାରେ । ଆର୍ଟିକଲ 370 ହଟିବା ନିଷ୍ପତ୍ତିରେ ନିଜ ଖୁସି ସୋସିଆଲ ମିଡିଆରେ ଜାହିର କରିଥିଲେ ସବ୍ୟସାଚୀ । ଗତକାଲି ରାଜ୍ୟସଭାରେ ପାରିତ ହୋଇଥିଲା ଆର୍ଟିକଲ 370 । ଯାହାକୁ

ଧାରା 370ର ଉଚ୍ଛେଦକୁ ବିରୋଧ କରି ସୁପ୍ରିମ୍‌ କୋର୍ଟରେ ମାମଲା

View: 57 ଜମ୍ମୁ- କଶ୍ମୀରରୁ ସମ୍ବିଧାନର ଧାରା 370କୁ ଉଚ୍ଛେଦକୁ ବିରୋଧ କରି ସୁପ୍ରିମ୍‌ କୋର୍ଟରେ ଆଜି ଏକ ମାମଲା ଆଗତ ହୋଇଛି। ଅତ୍ୟନ୍ତ ତରବରିଆ ଭାବେ ରାଷ୍ଟ୍ରପତିଙ୍କ ଏକ ଆଦେଶ ଭିତ୍ତିରେ ଜମ୍ମୁ- କଶ୍ମୀରରୁ କେନ୍ଦ୍ର ସରକାର ଯେଉଁ ଢ଼ଙ୍ଗରେ