Date: August 7, 2019

Total 32 Posts

ଆଇଏଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ

View: 2,808 ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ସ୍ତରରେ ବୁଧବାର ବଡ଼ଧରଣର ଅଦଳବଦଳ ହୋଇଛି। ସାଧାରଣ ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ 1986 ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ଅସିତ ତ୍ରିପାଠୀଙ୍କୁ କେବିକେ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି।

ଦେଶର ଶ୍ରେଷ୍ଠ ଥାନା ତାଲିକାରେ ସ୍ଥାନ ପାଇଲା ସୁବର୍ଣ୍ଣପୁରର ତରଭା

View: 1,097 ଦେଶର ଶ୍ରେଷ୍ଠ 10ଟି ଥାନାର ତାଲିକା ପ୍ରକାଶ ପାଇଛି । ଏହି ତାଲିକାରେ ସ୍ଥାନ ପାଇଛି ଓଡ଼ିଶାର ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା । କ୍ୱାଲିଟି କାଉନସିଲ ଅଫ ଇଣ୍ଡିଆ ଦେଶରେ ଥିବା ସବୁ ଥାନାର ସର୍ଭେ କରିଥିଲା ।

ଧୋନିଙ୍କ ରେକର୍ଡ ଭାଙ୍ଗିଲେ ପନ୍ତ

View: 2,589 ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଟି-20 ମ୍ୟାଚରେ ଛକା ମାରି ଟିମ୍ ଇଣ୍ଡିଆକୁ ଜିତାଇଥିବା ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ ଏକ ନୂଆ ମାଇଲଖୁଣ୍ଟ ନିଜ ନାମରେ କରିଛନ୍ତି। 42 ବଲରେ 65 ରନର ଇନିଂସ୍ ଖେଳିଥିବା ପନ୍ତ

21 ତୋପ ସଲାମୀ ସହ ସୁଷମାଙ୍କ ଶେଷକୃତ୍ୟ ସମ୍ପନ୍ନ

View: 1,580 ଶୋକାକୁଳ ପରିବେଶ ମଧ୍ୟରେ ଦିଲ୍ଲୀର ଲୋଧି ରୋଡ୍‌ ଶ୍ମସାନ ଘାଟଠାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତ୍ରୀ ସୁଷମା ସ୍ୱରାଜଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। 21ଟି ତୋପ ସଲାମୀର ରାଷ୍ଟ୍ରୀ ମର୍ଯ୍ୟାଦା ସହିତ ତାଙ୍କର ଶେଷ କୃତ୍ୟ

ହାଫିଜ୍‌ ସୟିଦ୍‌କୁ ଦୋଷୀ ସାବ୍ୟସ୍ତ କଲା ପାକିସ୍ତାନ ଅଦାଲତ

View: 1,094 ମିଳିତ ଜାତିସଂଘର ସୁରକ୍ଷା ପରିଷଦ ଦ୍ୱାରା ବିଶ୍ୱ ଆତଙ୍କବାଦୀ ରୂପେ ଘୋଷିତ ହୋଇଥିବା ଏବଂ ଭାରତରେ ସଂଘଟିତ 26/11 ଆତଙ୍କବାଦୀ ହାମ୍‌ଲାର ମାଷ୍ଟର ମାଇଣ୍ଡ ଥିବା କୁଖ୍ୟାତ ଆତଙ୍କବାଦୀ ହାଫିଜ୍‌ ସୟିଦ୍‌କୁ ଆଜି ପାକିସ୍ତାନର ଗୁଜରାନ୍‌ଓ୍ଵାଲା ଅଦାଲତ ଦୋଷୀ

11 ଜିଲ୍ଲାରେ ରେଡ଼ ୱାର୍ଣ୍ଣି ଜାରି

View: 1,480 ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ବର୍ତ୍ତମାନ ଡିପ ଡିପ୍ରେସନର ରୂପ ନେଇଛି । ଏହା ପ୍ରଭାବରେ ରାଜ୍ୟରେ ଆସନ୍ତା 24ଘଣ୍ଟା ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ତେଣୁ

ରେପୋ ରେଟ୍‌ ହ୍ରାସ କଲା ରିଜର୍ଭ ବ୍ୟାଙ୍କ୍‌

View: 1,601 ବୁଧବାର ଦିନ ରିଜର୍ଭ ବ୍ୟାଙ୍କ୍‌ ରେପୋ ରେଟ୍‌ 35 ବେସିସ୍‌ ପଏଣ୍ଟ୍‌ରୁ 5. 40%କୁ ହ୍ରାସ କରିଛି। ଏହା ହେଉଛି ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ଚତୁର୍ଥ ଥର ଲାଗି ସିଧାସଳଖ ମୂଲ୍ୟ ହ୍ରାସ ଏବଂ ଏଥି ଯୋଗୁଁ ପ୍ରମୁଖ

ଓମାର ଓ ମେହବୁବାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ

View: 1,346 ବିହାରର ଜଣେ ଆଇନଜୀବୀ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ମେହବୁବା ମୁଫତିଙ୍କ ସମେତ ଅନ୍ୟ ନେତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଛନ୍ତି । ପଶ୍ଚିମ ଚମ୍ପାରଣର ବିତିୟା କୋର୍ଟରେ ଅନୁଚ୍ଛେଦ 370କୁ ବିରୋଧ କରିଥିବାରୁ

ବିଜୟ କୁମାର ଶର୍ମା ହେଲେ ଭାରପ୍ରାପ୍ତ ପୋଲିସ ମହାନିର୍ଦ୍ଦେଶକ

View: 1,533 ରାଜ୍ୟ ପୋଲିସ ବିଭାଗର ନୂଆ ମୁଖିଆ ଦାୟିତ୍ୱକୁ ନେଇ ଚାଲିଥିବା ଚର୍ଚ୍ଚାର ଅନ୍ତ ଘଟିଛି । ବିଜୟ କୁମାର ଶର୍ମାଙ୍କୁ ଇନଚାର୍ଜ ଡିଜିପି ଭାବେ ନିଯୁକ୍ତି ଦିଆଯାଇଛି ।  ନୂଆ ଲୋକାୟୁକ୍ତ ସଦସ୍ୟ ଭାବେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ

ପଞ୍ଚଭୂତରେ ଲୀନ ହେଲେ ସୁଷମା

View: 1,499 ବିଦାୟ ନେଲେ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ। ମଙ୍ଗଳବାର ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ବିଜେପିର ବରିଷ୍ଠ ନେତ୍ରୀ ସୁଷମା ସ୍ୱରାଜଙ୍କର ବୁଧବାର ଅପରାହ୍ନରେ ଦିଲ୍ଲୀର ଲୋଧି ରୋଡ୍‌ସ୍ଥିତ ଶ୍ମଶାନରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ

ଶେଷ ଯାତ୍ରାରେ ସୁଷମା, କାନ୍ଧ ଦେଲେ ରାଜନାଥ ସିଂହ

View: 1,665 ଅନ୍ତିମ ଯାତ୍ରାରେ ଯାଉଛନ୍ତି  ସୁଷମା ସ୍ୱରାଜ ।  ତାଙ୍କ ଶବକୁ କାନ୍ଧ ଦେଇଛନ୍ତି ରାଜନାଥ ସିଂହ । ଦିଲ୍ଲୀସ୍ଥିତ ବିଜେପିର ନୂଆ ମୁଖ୍ୟାଳୟଠାରୁ ସୁଷମାଙ୍କ ପାର୍ଥିବ ଶରୀର ଅନ୍ତିମ ଯାତ୍ରାରେ ବାହାରିଛି। ଲୋଧି ରୋଡ ଶ୍ମସାନରେ ସୁଷମା ଶେଷକୃତ୍ୟ