latest

କାନ୍ଦିଲେ ମୋଦି…

Spread the News

ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମାସ୍ଵରାଜଙ୍କ   ଗତକାଲି ପରଲୋକ  ହୋଇଛି । ଗତକାଲି ମଧ୍ୟରାତ୍ରିରେ  ତାଙ୍କ ଛାତିରେ ଯନ୍ତ୍ରଣା ହେବାପରେ ତାଙ୍କୁ  ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି  କରାଯାଇଛିଲା । ଚିକିତ୍ସାଧୀନ ଅବସ୍ଥାରେ  ରାତି ୧୦ଟା ୨୦ ମିନିଟରେ ତାଙ୍କର ଦେହାନ୍ତ ଘଟିଛି। ପାଞ୍ଚ ଜଣିଆ ଡାକ୍ତରୀ ଦଳ ସୁଷମାଙ୍କ ଚିକିତ୍ସା କରୁଥିଲେ। ତାଙ୍କ ମୃତ୍ୟୁରେ ସାରା ଦେଶ ଦୁଃଖ ପ୍ରକାଶ କରିବା ସହ ଭାରତୀୟ ରାଜନୀତିରେ ଏକ ଅପୂରଣୀୟ କ୍ଷତ ସୃଷ୍ଟି ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କ ଶେଷ ଦର୍ଶନ କରିବାକୁ ଯାଇଥିଲେ ।  

ସେଠାରେ ପ୍ରଧାନମନ୍ତ୍ରୀ ମୋଦି ଭାବୁକ ହୋଇ କାନ୍ଦି ପାକାଇଥିଲେ । ପ୍ରଧାନମନ୍ତ୍ରୀଙ୍କ ସହ ଦେଶର ସାରା ରାଜନେତା, ଅଭିନେତା  ଦଃଖ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ବିଜେପିର ବରିଷ୍ଠନେତା ମାନେମଧ୍ୟ ତାଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

Tags: