Date: August 8, 2019

Total 34 Posts

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ,ନାନାଜୀ ଓ ଭୂପେନଙ୍କୁ ମିଳିଲା ଭାରତ ରତ୍ନ

View: 1,392 ଆଜି ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଭାରତର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ପ୍ରଣବ ମୁଖାର୍ଜୀଙ୍କ ବ୍ୟତୀତ ସାମାଜିତ କାର୍ଯ୍ୟକର୍ତ୍ତା ନାନାଜୀ ଦେଶମୁଖ ଓ ଆସାମର ପ୍ରସିଦ୍ଧ ଗାୟକ ଭୂପେନ

ଓଡ଼ିଶା ଉପବାଚସ୍ପତି ରଜନୀକାନ୍ତ ସିଂହ ହସ୍‌ପିଟାଲରେ ଭର୍ତ୍ତି

View: 60 ଓଡ଼ିଶା ବିଧାନସଭା ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ଗୋଡରେ ଆଘାତ ଲାଗିଥିବାରୁ ତାଙ୍କୁ ଗୁରୁବାର କ୍ୟାପିଟାଲ୍‌ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ରଜନୀକାନ୍ତ ସିଂହ ଆଜି ସକାଳୁ ନୂତନ ଭାବରେ ମିଳିଥିବା ବଙ୍ଗଳା ଦେଖିବାକୁ ଯାଇଥିଲେ। ଏହି ସମୟରେ ଚାଲୁଥିବା ବେଳେ

ରାଜଧାନୀରେ ଗଡ଼ିବ ଇଲେକ୍ଟ୍ରି ବସ୍

View: 1,094 ରାଜଧାନୀବାସୀଙ୍କ ପାଇଁ ଖୁସି ଖବର। ଏଣିକି ବସ୍ ସେବା କ୍ଷେତ୍ରରେ ଯାତ୍ରୀଙ୍କୁ ମିଳିବ ଅଧିକ ସୁବିଧା। ଭୁବନେଶ୍ୱରକୁ ମିଳିବ 50ଟି ଇଲେକ୍ଟ୍ରି ବସ୍। କେନ୍ଦ୍ର ଭାରିଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ଏହି ବସ୍‌ ଯୋଗାଇ ଦିଆଯିବ। ମୁଖ୍ୟତଃ 64ଟି ସହରକୁ

ଦିଲ୍ଲୀରେ ବିଜୁଳି, ପାଣି ପରେ ଏବେ ମାଗଣାରେ ଇଣ୍ଟରନେଟ

View: 1,485 ଦିଲ୍ଲୀରେ ବିଜୁଳି, ପାଣି ପରେ ଏବେ ମାଗଣାରେ ଇଣ୍ଟରନେଟ ଉପଲବ୍ଧ ହେବ ।  ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଦିଲ୍ଲୀବାସୀଙ୍କ ପାଇଁ ଏହି ନୂତନ ଉପହାର ଆଣି ଦେଇଛନ୍ତି । ଦିଲ୍ଲୀବାସୀ ଏବେ ଫ୍ରୀରେ ୱାଇ-ଫାଇ ପାଇ ପାରିବେ ।

ଭାରତୀୟ ସିନେମା ଉପରେ ପ୍ରତିବନ୍ଧକ ଲଗାଇଲା ପାକିସ୍ତାନ

View: 1,700 ଭାରତ ସରକାର ଜମ୍ମୁ–କଶ୍ମୀରରେ ଦଶନ୍ଧି ଦଶନ୍ଧି ଧରି ଲାଗୁ ରହିଥିବା ଧାରା 370କୁ ଉଚ୍ଛେଦ କରିବା ପରେ ପାକିସ୍ତାନ ସଂସଦରେ ହଇଚଇ ସୃଷ୍ଟି ହୋଇଛି। ଭାରତର ଏଭଳି ଐତିହାସିକ ପଦକ୍ଷେପ ପରେ ପାକିସ୍ତାନ ବିଚଳିତ ହୋଇ ଭାରତ ସହ

ବନ୍ୟାରେ ଉବୁଟୁବୁ ମାୟାନଗରୀ, ବିପନ୍ନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

View: 992 ବନ୍ୟାରେ ଉବୁଟୁବୁ ମାୟାନଗରୀ । ପ୍ରବଳ ବର୍ଷା ଯୋଗୁଁ ଡ୍ୟାମରେ ବଢିବାରେ ଲାଗିଛି ଜଳସ୍ତର । ବନ୍ୟା ସ୍ଥିତି ପରଖିବାକୁ ଶିବାଜୀ ନଗର ଏବଂ କୋହ୍ଲାପୁର ଗସ୍ତ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ । କୋହ୍ଲାପୁର କଲ୍ୟାଣୀ

ସମଝୌତା ଏକ୍ସପ୍ରେସ ଚଳାଚଳ ରଦ୍ଦ କଲା ପାକିସ୍ତାନ

View: 2,238 ଜାମ୍ମୁ କାଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ଧାରା 370 ଉଚ୍ଛେଦକୁ ନେଇ ଭାରତ- ପାକିସ୍ତାନ ସମ୍ପର୍କ ତିକ୍ତ ହେବାରେ ଲାଗିଛି। ବିଚଳିତ ପାକିସ୍ତାନ ବୁଧବାର ଭାରତ ସହ ସମସ୍ତ କୂଟନୈତିକ ସମ୍ପର୍କ ଚ୍ଛିନ୍ନ କରିବା ପରେ ଗୁରୁବାର

ଉଦ୍ଧାର କରୁଥିବା ଡଙ୍ଗା ବୁଡ଼ିଗଲା: 9 ମୃତ

View: 1,090 ମହାରାଷ୍ଟ୍ରରେ ଅବିଶ୍ରାନ୍ତ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ଭୟଙ୍କର ବନ୍ୟା ସୃଷ୍ଟି ହୋଇଛି। ବିଶେଷ କରି ସାଙ୍ଗଲି ଜିଲ୍ଲାରେ ବନ୍ୟା ଯୋଗୁ ସ୍ଥିତି ଅଣାୟତ୍ତ ହୋଇଯାଇଛି। ଜଳବନ୍ଦୀ ହୋଇ ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଆଜି ନିୟୋଜିତ

ବଢ଼ିଲା ସୁନା ଦର

View: 3,673 ଲଗାତାର ଭାବେ ବଢ଼ିବାରେ ଲାଗିଛି ସୁନା ଦର। ଆଜି ଭାରତୀୟ ବଜାରରେ ସୁନା ଦର ସବୁ ରେକର୍ଡ ଭାଙ୍ଗି 38 ହଜାରରେ ପହଞ୍ଚିଛି। ସପ୍ତାହେ ଧରି ସୁନା ଦର ବଢ଼ିବାରେ ଲାଗିଛି। ଆଜି ମୁମ୍ବାଇ ବଜାରରେ ସୁନା ଦର

ରାତି 8ଟାରେ ଦେଶବାସୀଙ୍କୁ ଟିଭିରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ

View: 1,385 ଆଜି ଅପରାହ୍ନ 4 ନୁହେଁ, ରାତି 8ଟାରେ କଶ୍ମୀର ପ୍ରସଙ୍ଗରେ ଦେଶବାସୀଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଥମେ ଅପରାହ୍ନ 4ଟାରେ ସେ ଅଲ୍ ଇଣ୍ଡିଆ ରେଡିଓ ମାଧ୍ୟମରେ କଶ୍ମୀର ପ୍ରସଙ୍ଗରେ କହିବେ ବୋଲି ସୂଚନା ମିଳିଥିଲା।

ଗିରଫ ହେଲେ ନଓ୍ବାଜ ସରିଫଙ୍କ ଝିଅ

View: 61 ଭ୍ରଷ୍ଟାଚାର ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ଝିଅ  ମାରିୟମ ଶରିଫ ଗିରଫ ହୋଇଛନ୍ତି। ତାଙ୍କୁ ପାକିସ୍ତାନ ଏନ୍‌ଏବି ପକ୍ଷରୁ ଲାହୋର କୋଟ ଲାଖପଟ ଜେଲ୍‌ ରୋଡ୍‌ ଉପକଣ୍ଠରୁ ଗିରଫ କରାଯାଇଛି। ସେ ତାଙ୍କ ବାପା ନୱାଜ