Date: August 9, 2019

Total 29 Posts

ଅରୁଣ ଜେଟଲୀ ହସ୍ପିଟାଲରେ ଭର୍ତ୍ତି

View: 2,467 ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଆଜି ମଧ୍ୟାହ୍ଣରେ ଗୁରୁତର ଅସୁସ୍ଥ ହୋଇ ପଡ଼ିଛନ୍ତି। ଏଥିପାଇଁ ତାଙ୍କ ଏମ୍‌ସରେ ଭର୍ତ୍ତି କରାଯାଇଛି। ସେ କାର୍ଡିୟୋଲଜି ବିଭାଗରେ ଚିକିତ୍ସିତ ହେଉଛନ୍ତି। ତାଙ୍କୁ ଏଣ୍ଡୋକ୍ରିନୋଲଜି, ନେଫ୍ରୋଲଜି

ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଘୋଷଣା କଲେ ରାଜ୍ୟ ସରକାର

View: 1,099 ଆଜି ରାଜ୍ୟ ସରକାର ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଘୋଷଣା କରିଛନ୍ତି। କେବଳ ତିନି ଜଣ ମନ୍ତ୍ରୀଙ୍କୁ ଛାଡି କ୍ୟାବିନେଟର ସମସ୍ତ ମନ୍ତ୍ରୀମାନଙ୍କୁ ବିଭିନ୍ନ ଜିଲ୍ଲାର ଅଧ୍ୟକ୍ଷ କରାଯାଇଛି। ଅଧ୍ୟକ୍ଷ ହୋଇନଥିବା 3 ମନ୍ତ୍ରୀ ହେଉଛନ୍ତି ଅରୁଣ ସାହୁ,

ଋଣସୁଧହାର କମାଇଲା ଆଇଡିବିଆଇ ବ୍ୟାଙ୍କ

View: 2,239 ଗତ ବୁଧବାରଦିନ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୁଧହାର ହ୍ରାସ କରାଯିବା ପରେ ବିଭିନ୍ନ ବ୍ୟାଙ୍କ ସୁଧହାର ହ୍ରାସ କରିବା ଆରମ୍ଭ କରିଛନ୍ତି । ଷ୍ଟେଟ ବ୍ୟାଙ୍କ ପରେ ଏବେ ଆଇଡିବିଆଇ ବ୍ୟାଙ୍କ ମଧ୍ୟ ଋଣ ସୁଧହାର କମାଇଛି ।

ଆସନ୍ତାକାଲି କଂଗ୍ରେସକୁ ମିଳିବ ନୂଆ ଅଧ୍ୟକ୍ଷ !

View: 1,100 ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ରାହୁଲ ଗାନ୍ଧୀ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରଠାରୁ ମୁଖିଆ ହୀନ ହୋଇ ପଡିଥିବା କଂଗ୍ରେକୁ ଖୁବ ଶୀଘ୍ର ନୂଆ ଅଧ୍ୟକ୍ଷ ମିଳିପାରେ । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ

ଜମ୍ମୁରେ କାଲିଠୁ ଖୋଲିବ ସ୍କୁଲ ଓ କଲେଜ

View: 1,098 ଜମ୍ମୁରେ ଅଗଷ୍ଟ 5ରୁ ଜାରି ହୋଇଥିବା 144 ଧାରା ଆଜି ପ୍ରତ୍ୟାହାର କରାଯାଇଛି। ଏନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିସହ ଆସନ୍ତାକାଲି ଠାରୁ ଜମ୍ମୁରେ ସମସ୍ତ ସ୍କୁଲ ଓ କଲେଜ ଖୋଲିବାକୁ ମଧ୍ୟ କୁହାଯାଇଛି।

ପୁରୀ ଓ କୋଣାର୍କକୁ ‘ଆଇକନିକ’ ପର୍ଯ୍ୟଟନ କ୍ଷେତ୍ର ତାଲିକାରେ ସାମିଲ ଦାବି

View: 1,002 ଭାରତର ‘ଆଇକନିକ୍’ ପର୍ଯ୍ୟଟନ କ୍ଷେତ୍ର ତାଲିକାରେ ଶ୍ରୀକ୍ଷେତ୍ର ପୁରୀ ଓ କୋଣାର୍କ ସୂର୍ଯ୍ୟମନ୍ଦିରକୁ ସାମିଲ କରିବାକୁ ଦାବି ହୋଇଛି। ଓଡ଼ିଶାର ସବୁ ବିଜେପି ସାଂସଦ ଏ ନେଇ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ଚିଠି ଲେଖିଛନ୍ତି।

ଭାରତରେ ବି ବ୍ୟାନ୍‌ ହେବେ ପାକିସ୍ତାନ କଳାକାର!

View: 1,516 ଯେସାକୁ ତେସା ନୀତି ଆପଣାଇବାକୁ ଯାଉଛି ଭାରତ। ପାକିସ୍ତାନ ସରକାର ନିଜ ଦେଶରେ ଭାରତୀୟ ଫିଲ୍ମର ରିଲିଜ୍‌ ଉପରେ ପ୍ରତିବନ୍ଧକ ଲଗାଇଥିବାରୁ ଏହାକୁ ନେଇ ସର୍ବଭାରତୀୟ ସିନେ ୱାର୍କର୍ସ ଆସୋସିଏସନ୍‌ କ୍ଷୁବ୍ଧ ହୋଇଛି। ପାକିସ୍ତାନର କଳାକାରମାନଙ୍କୁ ଭାରତରେ ବ୍ୟାନ୍‌

ସ୍ୱାଧିନତା ଦିବସରେ ରାଜ୍ୟରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ

View: 1,323 ଆଉ 5 ଦିନ ମାତ୍ର ବାକି ରହିଲା ସ୍ୱାଧିନତା ଦିବସ । ଚଳିତ ଥର ରାଜ୍ୟସ୍ତରୀୟ ସ୍ୱାଧିନତା ଦିବସରେ କିଏ କେଉଁଠି ପତାକା ଉତ୍ତୋଳନ କରିବ ସେ ନେଇ ଆଜି ତାଲିକା ପ୍ରକାଶ ପାଇଛି । ଆଗକୁ ଥିବା

ପାକିସ୍ତାନକୁ ହତାଶ କଲା ଚାଇନା!

View: 1,106 ଜମ୍ମୁ-କଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ଭାରତ ଉପରେ ପ୍ରତିଶୋଧ ନେବାକୁ ପାକିସ୍ତାନ ପଣ କରିଥିଲା। ଏଥିପାଇଁ ଚାଇନା ସରକାର ତାଙ୍କର ବନ୍ଧୁ ପାକିସ୍ତାନକୁ ସହଯୋଗ କରିବେ ବୋଲି ଇମ୍ରାନ୍‌ ଖାନ୍‌ ସରକାର ଆଶା ରଖିଥିଲେ। ହେଲେ ଚାଇନା

ସମଝୌତା ପରେ ‘ଥର’ ଏକ୍ସପ୍ରେସ ବନ୍ଦ କଲା ପାକିସ୍ତାନ

View: 1,301 ଜମ୍ମୁ-କଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ବ୍ୟାକ୍‌ଫୁଟ୍‌ରେ ଥିବା ପାକିସ୍ତାନ ଏବେ ଆଟାକିଂ ମୁଡ୍‌କୁ ଚାଲି ଆସିଛି। ଭାରତ ବିରୋଧରେ ଇମ୍ରାନ୍‌ ଖାନ୍‌ ସରକାର ଗୋଟିଏ ପରେ ଗୋଟିଏ ନକାରାତ୍ମକ ପଦକ୍ଷେପ ଗ୍ରହଣ କରିବାରେ ଲାଗିଛନ୍ତି। ଗତକାଲି ଭାରତ

ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ଘୋଷଣା: କାହାକୁ ମିଳିଲା କେଉଁ ପୁରସ୍କାର ଜାଣନ୍ତୁ

View: 2,605 ଆଜି 66ତମ ରାଷ୍ଟ୍ରୀୟ ସିନେମା ପୁରସ୍କାର ଘୋଷଣା ହୋଇଛି । ଏହି କାର‌୍ୟ୍ୟକ୍ରମ ଶାସ୍ତ୍ରୀ ଭବନରେ ପିଆଇବି କନଫ୍ରେନ୍ସ ହଲରେ ଆୟୋଜିତ କରାଯାଇଛି । ଏଥିରେ 23ଟି ବିନା ଫିଚର ଫିଲ୍ମ ଓ 31ଟି ଫିଚର ଫିଲ୍ମକୁ ପୁରସ୍କାର