latest

Date: August 10, 2019

Total 31 Posts

ଧାରା 370 ଉଚ୍ଛେଦ ବିରୋଧରେ ସୁପ୍ରିମକୋର୍ଟ ପହଞ୍ଚିଲା ନ୍ୟାସନାଲ କନଫ୍ରେନ୍ସ

View: 1,142 ଜାମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ନେଇ ରାଷ୍ଟ୍ରପତିଙ୍କ ନିର୍ଦେଶ ବିରୋଧରେ ନ୍ୟାସନାଲ କନଫ୍ରେନ୍ସ ଶନିବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ସୁପ୍ରିମକୋର୍ଟ ଜାମ୍ମୁ କାଶ୍ମୀର ପୁନର୍ଗଠନ ଅଧିନିୟମ 2019କୁ ଅସାମ୍ବିଧାନିକ ଘୋଷଣା କରିବାକୁ ଆବେଦନରେ ଅନୁରୋଧ କରାଯାଇଛି। ନ୍ୟାସନାଲ

14ରେ ଖୋଲିବ ହୀରାକୁଦ ଗେଟ୍‌

View: 1,143 ଆସନ୍ତା 14 ତାରିଖରେ ଖୋଲିବ ସମ୍ବଲପୁର ହୀରାକୁଦ ଡ୍ୟାମ ଗେଟ୍‌ । ଦିନ ପ୍ରାୟ 11 ଟା ସମୟରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବା ନେଇ ସୂଚନା ମିଳିଛି। ବର୍ତ୍ତମାନ ହୀରାକୁଦରେ ଜଳସ୍ତର ରହିଛି 610.95

ବିଶ୍ୱ ଜୈବ ଇନ୍ଧନ ଦିବସର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

View: 1,139 ଇଥାନଲ, 2ଜି ଇଥାନଲ୍, ସିବିଜି(କମ୍ପ୍ରେସଡ୍ ବାୟୋଗ୍ୟାସ୍) ଏବଂ ବାୟୋଡିଜେଲ୍ ଦେଶର ତୈଳ ଆମଦାନୀ ନିର୍ଭରଶୀଳତାକୁ ହ୍ରାସ କରିବାରେ ସାହାଯ୍ୟ କରିବ ବୋଲି ଶନିବାର ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ବିଶ୍ୱ ଜୈବ ଇନ୍ଧନ ଦିବସର ଉଦଘାଟନ କରିବା

ଭାତୁଡି ହେବାର କାରଣ

View: 5,448 ୨୧ତମ ଶତାଦ୍ଦୀରେ କର୍ମ ବ୍ୟସ୍ତ ଜୀବନରେ ଜଣା ପଡେ ନାହିଁ ଆମର ଶରୀରର ଯତ୍ନ କେବେ ନେବାର ଅଛି । ଆମେ ପୁରା ଦିନ କାମ ହିଁ କାମ କରିଥାଉ । ବହୁତଥର ଦେଖାଯାଏ କି ଏହି କର୍ମବ୍ୟସ୍ତ

ସର୍ବସ୍ପର୍ଶୀ ଓ ସର୍ବବ୍ୟାପୀ ବିଜେପିର ଲକ୍ଷ୍ୟ : ଶିବରାଜ ଚୈାହାନ

View: 1,218 ଓଡ଼ିଶାରେ ଲୋକସଭା ନିର୍ବାଚନର ସଫଳତାକୁ ବିଧାନସଭା ନିର୍ବାଚନରେ ଦୋହରେଇ ପାରିନଥିବା ବିଜେପି ଏବେ ସାଂଗଠନିକସ୍ଥିତିକୁ ଆହୁରି ମଜବୁତ କରିବାକୁ ଅଣ୍ଟା ଭିଡ଼ିଛି । ଏହି ପରିପ୍ରେକ୍ଷୀରେ ଦଳ ସମଗ୍ର ଦେଶରେ ନୂତନ ସଦସ୍ୟତା ଅଭିଯାନ ଚଳାଇଛି । ଏହିକ୍ରମରେ

କଂଗ୍ରେସ ଅଧ୍ୟକ୍ଷ ଚୟନ ପ୍ରକ୍ରିୟାରେ ଭାଗ ନେବେନି ସୋନିଆ, ରାହୁଲ

View: 1,019 କଂଗ୍ରେସ ଅଧ୍ୟକ୍ଷ କିଏ ହେବ, ଦଳର ନେତା ଓ କର୍ମୀମାନେ କାହାକୁ ମୁଖିଆ ବାଛିବେ, ସେଥିରେ ହସ୍ତକ୍ଷେପ କରିବେନି ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ଦିଲ୍ଲୀରେ ଶନିବାର ପୂର୍ବାହ୍ନରେ ଅନୁଷ୍ଠିତ କାର୍ଯ୍ୟକାରିଣୀ

ଋଣ ସୁଧହାର କମାଇଲା କାନାରା ବ୍ୟାଙ୍କ

View: 1,291 ସୁପ୍ରିମକୋର୍ଟ ପକ୍ଷରୁ ଗତ ବୁଧବାରଦିନ ରେପୋ ହାର 35 ବେସିସ ପଏଣ୍ଟ ହ୍ରାସ କରିବା ପରେ ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କ ନିଜର ଋଣସୁଧହାର ହ୍ରାସ କରିବା ଆରମ୍ଭ କରିଛନ୍ତି । ଷ୍ଟେଟ ବ୍ୟାଙ୍କ, ଆଇଡିବିଆଇ ବ୍ୟାଙ୍କ ପରେ ଏବେ

ରାଜ୍ୟସଭାକୁ ଯିବେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ

View: 1,782 ପୁଣି ରାଜ୍ୟସଭା ଯିବେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ରାଜସ୍ଥାନରେ ଗୋଟିଏ ଆସନ ପାଇଁ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ ମନମୋହନ ସିଂଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଛି କଂଗ୍ରେସ । ଆସନ୍ତା 13 ତାରିଖରେ ଜୟପୁର

ଆଇପିଏସ୍ ଅଫିସର କେ. ବିଜୟ କୁମାର ଜମ୍ମୁ କାଶ୍ମୀରର ଉପରାଜ୍ୟପାଳ !

View: 1,098 ଜମ୍ମୁ କାଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ଦେଉଥିବା ଧାରା 370 ଉଚ୍ଛେଦ ପରେ ଏବେ ଏହାକୁ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯାଇଛି । ଏହି ମଧ୍ୟରେ ଏକ ବଡ ଖବର ଶୁଣିବାକୁ ମିଳୁଛି । ଆଇପିଏସ୍ ଅଫିସର କେ. ବିଜୟ

ଭୁବନେଶ୍ୱର ପହଞ୍ଚିଲେ ଶିବରାଜ ସିଂହ ଚୌହାନ

View: 54 ଭୁବନେଶ୍ୱରରେ ପହଞ୍ଚିଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିହଂ ଚୌହାନ।  ବିଜେପି ସଦସ୍ୟତା ସଂଗ୍ରହ ଅଭିଯାନର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସେ ଯୋଗ ଦେବେ । ବିଜେପି ସଦସ୍ୟତା ସଂଗ୍ରହ ଅଭିଯାନର ରାଷ୍ଟ୍ରୀୟ ଆବାହକ ତଥା ବିଜେପି ରାଷ୍ଟ୍ରୀୟ ଉପସଭାପତି

ଧାରା 370 : ତିନିପାଞ୍ଜିରୁ ଗଲା ପାକିସ୍ତାନ, ଭାରତ ସପକ୍ଷରେ ଚୀନ୍

View: 4,397 ଜମ୍ମୁ କଶ୍ମୀରରେ 370 ଧାରା ଉଚ୍ଛେଦକୁ ନେଇ ଆମେରିକା, ଋଷ ପରେ ଏବେ ଚୀନ୍‌  ଭାରତକୁ ସମର୍ଥନ କରିଛି ।  ରୁଷ୍ ଏନେଇ କହିଛି ଯେ, ଜମ୍ମୁ କଶ୍ମୀରକୁ କେନ୍ଦ୍ରଶାସିତ ଅଞ୍ଚଳ କରିବା ନିଷ୍ପତ୍ତି ଭାରତର ସମ୍ବିଧାନ ପରିସରରେ