latest

Date: August 12, 2019

Total 28 Posts

ଦିଲ୍ଲୀ ଏୟାରପୋର୍ଟରେ ବୋମା ଆତଙ୍କ : ହାଇ ଆଲର୍ଟ ଜାରି

View: 110 ଦିଲ୍ଲୀ ଏୟାରପୋର୍ଟରେ ବୋମା ଥିବା ସନ୍ଦେହ କରାଯାଇ ହାଇ ଆଲର୍ଟ ଜାରି କରାଯାଇଛି । ବୋମା ଥିବା ସନ୍ଦେହ କରି ଯାତ୍ରୀମାନଙ୍କୁ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଉନାହିଁ । ଏହି ଘଟଣା ପରଠାରୁ ଏହାର ଆଖପାଖ ଅଂଚଳରେ

ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ, ନଥିଲେ ଡାକ୍ତର

View: 25 କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆଜି ନୀଳଗିରିରେ ସରକାରୀ ସ୍ୱାସ୍ଥ୍ୟସେବା ତଦାରଖ କରିଛନ୍ତି। ଆଜି ସକାଳେ ଶ୍ରୀ ଷଡ଼ଙ୍ଗୀ ହଠାତ୍‌ ନୀଳଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗସ୍ତ କରି ସ୍ୱାସ୍ଥ୍ୟସେବା ସଂପର୍କରେ ପଚାରି ବୁଝିଛନ୍ତି। ତେବେ ଡାକ୍ତରଖାନାରେ ସେ ପହଞ୍ଚିବାବେଳେ ଡାକ୍ତର

2ଦିନ ଧରି ପ୍ରବଳ ବର୍ଷା !

View: 1,051 ବଙ୍ଗୋପସାଗରରେ ଲଘୁଚାପ ଯୋର୍ଗୁ ଓଡ଼ିଶାରେ ଆସନ୍ତା 13 ଓ 14ତାରିଖ ଦୁଇଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏଥିପାଇଁ ରାଜ୍ୟ ସରକାର ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଆଲର୍ଟ ଜାରି କରିଛନ୍ତି।

ପୁଣି ବଢ଼ିଲା ସୁନା ଦର

View: 1,044 ସୋମବାରଦିନ ସୁନାଦର ପୁଣି ରେକର୍ଡ ସ୍ତରରେ ପହଞ୍ଚିଛି । ଦିଲ୍ଲୀର ସୁନା ବଜାରରେ 10 ଗ୍ରାମପିଛା 50 ଟଙ୍କା ବୃଦ୍ଧି ପାଇ 38,470 ଟଙ୍କାରେ ପହଞ୍ଚିଛି । ଗତ ଗୁରୁବାରଦିନ ସୁନା ପ୍ରଥମଥର ପାଇଁ ଏହି ଉଚ୍ଚତାରେ ପହଞ୍ଚିଥିଲା

ସରକାରୀ କର୍ମଚାରୀଙ୍କୁ ଦଶହରା ଭେଟି ଦେବେ ମୋଦୀ ସରକାର!

View: 1,051 ଆଗକୁ ଆସୁଛି ପାର୍ବଣର ଋତୁ। ଏହି ପରିପ୍ରେକ୍ଷୀରେ କେନ୍ଦ୍ରର ମୋଦୀ ସରକାର କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ଏକ ବିରାଟ ଦଶହରା ପୂଜାଭେଟି ଦେବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି। ଯୋଜନା ଅନୁଯାୟୀ ସପ୍ତମ ବେତନ କମିଶନଙ୍କ ସୁପାରିସ୍‌ ଆଧାରରେ କେନ୍ଦ୍ର

ବିଜେପିରେ ଯୋଗଦେଲେ ବବିତା ଫୋଗାଟ

View: 1,047 ଅନ୍ତର୍ଜାତୀୟ କୁସ୍ତି ଖେଳାଳି ବବିତା ଫୋଗାଟ ଏବଂ ତାଙ୍କ ବାପା ତଥା କୁସ୍ତି ପ୍ରଶିକ୍ଷକ ମହାବୀର ଫୋଗାଟ ସୋମବାର ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଇଛନ୍ତି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ କ୍ରୀଡ଼ା ଏବଂ ଯୁବ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ,

ରଦ୍ଦ ହେଲା ଦିଲ୍ଲୀ- ଲାହୋର ବସ୍‌ ସେବା

View: 14 ଜମ୍ମୁ- କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ଅତ୍ୟନ୍ତ ପ୍ରତିକ୍ରିୟାଶୀଳ ହୋଇ ଉଠିଥିବାରୁ ଦିଲ୍ଲୀ ପରିବହନ ନିଗମ (ଡିଟିସି) ପକ୍ଷରୁ ଚଳାଚଳ କରୁଥିବା ଦିଲ୍ଲୀ- ଲାହୋର ବସ ସେବାକୁ ଆଜି (ସୋମବାର) ଠାରୁ ରଦ୍ଦ କରି ଦିଆ ଯାଇଛି। ଫଳରେ, ସମଝୌତା

ଜମ୍ମୁ-କଶ୍ମୀରରେ ପୁଞ୍ଜି ନିବେଶ କରିବେ ଅମ୍ବାନୀ

View: 1,438 ଜମ୍ମୁ-କଶ୍ମୀର ଏବଂ ଲଦାଖରେ ପୁଞ୍ଜି ନିବେଶ କରିବ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ ଲିମିଟେଡ୍‌। ଆଗାମୀ ଦିନରେ ଏନେଇ ଏକ ବଡ଼ ଘୋଷଣା କରାଯିବ ବୋଲି ସୂଚନା ଦେଇଛନ୍ତି ଏହି କମ୍ପାନୀର ଅଧ୍ୟକ୍ଷ ମୁକେଶ ଅମ୍ବାନୀ। ସେ କହିଛନ୍ତି ଏହି ନିବେଶର

ବାନ୍ଧକଳାରେ ତିଆରି ହେଲା ତ୍ରିରଙ୍ଗା ଶାଢ଼ୀ

View: 14 ପାରମ୍ପରିକ ବାନ୍ଧକଳାରେ ଦେଖିବାକୁ ମିଳିଛି ଦେଶାତ୍ମବୋଧର ଛିଟା। ବାନ୍ଧକଳା ମାଧ୍ୟମରେ ଦେଶପ୍ରୀତିକୁ ପ୍ରଦର୍ଶିତ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର କେନ୍ଦୁପାଲି ଗାଁର ଗଣେଶ ମେହେର ଓ ବୁଣିଛନ୍ତି ‘ତ୍ରିରଙ୍ଗା ଶାଢ଼ୀ’। ଆଉ ତା’ର ନାଁ ରଖିଛନ୍ତି ‘ଅତୁଲ୍ୟ ଭାରତ’।

ଇଦ ଅବସରରେ ଭାରତ ଠାରୁ ମିଠା ନେବାକୁ ମନା କଲା ପାକିସ୍ତାନ

View: 1,043 ଇଦ୍‌-ଉଲ-ଜୁହା ଅବସରରେ ପାକିସ୍ତାନ ବିଏସଏଫଙ୍କ ଠାରୁ ମିଠା ନେବାକୁ ମନା କରିଦେଇଛି । କାଶ୍ମୀରର ହୁସେନବାଲା ସୀମାରେ ଚଳିତ ଥର ମିଠା ଆଦାନ ପ୍ରଦାନ ହୋଇପାରିଲା ନାହିଁ ।  ପ୍ରତି ବଡ଼ ବଡ଼ ଉତ୍ସବରେ ଯେପରି ଅଟାରୀ ଓ

ପାକିସ୍ତାନକୁ ଟମାଟୋ ମାଡ

View: 23 ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ପରେ ପାକିସ୍ତାନ ଔଷଧ ବିକଳରେ ତାଟିଆ କାମୁଡ଼ିବାରେ ଲାଗିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତ ସହ ବାମିଜ୍ୟିକ ସମ୍ପର୍କ ଛିନ୍ନ କରିଛନ୍ତି । ଭାରତର ଜିନିଷ ଉପରେ ରୋକ୍ ଲଗାଇଛନ୍ତି ।