Date: August 13, 2019

Total 22 Posts

ପୁଣିଥରେ ଆମେରିକାରେ ଶୁଭିବ ମୋଦୀ ନାରା

View: 1,105 ଆମେରିକାରେ ପୁଣି ଥରେ ମୋଦୀ-ମୋଦୀ ଗୁଞ୍ଜି ଉଠିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକ୍ରମ ପାଇଁ ଏ  ପର୍ଯ୍ୟନ୍ତ 40 ହଜାର ଲୋକ ନିଜର ନାମ ପଞ୍ଜୀକରଣ କରି ସାରିଛନ୍ତି। ଏହି କାର୍ଯ୍ୟକ୍ରମ ଟେକ୍ସାସ ଇଣ୍ଡିଆ ଫୋରମ ପକ୍ଷରୁ ସେପ୍ଟେମ୍ବର

କଶ୍ମୀରରେ ହେବ ବିଶ୍ୱ ନିବେଶକ ସମ୍ମିଳନୀ

View: 1,487 ଜମ୍ମୁ ଓ କଶ୍ମୀରର ବିକାଶ ପାଇଁ ସରକାର ଦେଶୀ ଓ ବିଦେଶୀ ପୁଞ୍ଜିନିବେଶ ଆକୃଷ୍ଟ କରିବାକୁ ଯୋଜନା କରିଛନ୍ତି । ଏଥିପାଇଁ ଆସନ୍ତା ଅକ୍ଟୋବର 12 ରୁ 14 ପର୍ଯ୍ୟନ୍ତ ଶ୍ରୀନଗରରେ ଏକ ଗ୍ଲୋବାଲ ଇନଭେଷ୍ଟର୍ସ ମିଟ ଅନୁଷ୍ଠିତ

7 ଜିଲ୍ଲାକୁ ରେଡ୍ ଓ୍ଵାର୍ଣ୍ଣିଂ ଜାରି

View: 1,513 ଉତ୍ତର -ପଶ୍ଚିମ ବଙ୍ଗୋପସାଗରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି । ଆସନ୍ତା 48 ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଂଚଳିକ

7 ଜଣଙ୍କ ଚାକିରି ଖାଇବା ପରେ ପୁଲିସ ହାତରେ ବଣି

View: 3,573 ଧରାପଡ଼ିଲା ବଣି ଓରଫ ତପନ ରାଉତ। 7 ଜଣଙ୍କ ଚାକିରି ଖାଇବା ପରେ ବଣି ଧରାପଡ଼ିଛି। ତପନ ରାଉତକୁ ନୟାଗଡ଼ ପୁଲିସ ଧରିଛି। 3 ଥର ଫେରାର ହୋଇଯାଇଥିବା ବଣି ନିଜ ଗାଁ କରବର ନିକଟ ଜଙ୍ଗଲରେ ଲୁଚିଥିବା ବେଳେ

ଜାମ୍ମୁ କାଶ୍ମୀରରୁ ପ୍ରତିବନ୍ଧକ ହଟାଇବାକୁ ମନାକଲେ ସୁପ୍ରିମକୋର୍ଟ

View: 1,146 ଧାରା 370 ଉଛେଦ ପରେ ଜାମ୍ମୁ କାଶ୍ମୀରରେ ଲାଗୁ ହୋଇଥିବା କୌଣସି ପ୍ରତିବନ୍ଧକ ହଟାଇବାକୁ ସୁପ୍ରିମକୋର୍ଟ ମନା କରିଛନ୍ତି। ଏ ନେଇ ସର୍ବୋଚ୍ଚ ନ୍ୟାୟାଳୟରେ ଆଗତ ଆବେଦନ ଉପରେ ବିଚାର କରି କୋର୍ଟ କହିଛନ୍ତି, ସେଠାରେ ପ୍ରତିବନ୍ଧକ ହଟାଇବା

ବଢିଲା କାଳିଆ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଯାଞ୍ଚ ଅବଧି

View: 1,097 କାଳିଆ ଯୋଜନା ଯୋଜନା ସମୀକ୍ଷା ବୈଠକରେ ଆଜି ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଯାଞ୍ଚ ଅବଧି ବଢାଇ ଦିଆଯାଇଛି । ଏହି ଯାଞ୍ଚର ଶେଷ ତାରିଖ ଥିଲା କାଲି କିନ୍ତୁ ଏହି ଅବଧି ବୃଦ୍ଧି ହୋଇ 27ଯାଏଁ ସମୟ ଦିଆଯାଇଛି

ରାଜ୍ୟରେ ବର୍ଷା ଓ ବନ୍ୟା ନେଲାଣି 8 ଜୀବନ : ସ୍ୱତନ୍ତ୍ର ରିଲିଫ କମିଶନର

View: 53 ବର୍ଷା ଓ ବନ୍ୟାଜନିତ ଅଘଟଣରେ ବର୍ତ୍ତମାନ ସୁଦ୍ଧା 8 ଜଣଙ୍କ ମୃତ୍ୟୁ ହୋଇଛି  ।  ବିଭିନ୍ନ ଜିଲ୍ଲାର ନଦୀ ଜଳସ୍ତର ବିପଦ ସଙ୍କେତ ତଳେ ରହିଥିବାବେଳେ କଳାହାଣ୍ଡି ଜିଲା କାଳୀଗଙ୍ଗା ନଦୀର ଜଳସ୍ତର ବଢ଼ିଛି । ଏହି ଜିଲାର

ଆସନ୍ତାକାଲି ହୀରାକୁଦ ଡ୍ୟାମ୍‌ରୁ ଛଡ଼ାଯିବ ପ୍ରଥମ ବନ୍ୟାଜଳ

View: 1,110 ଉତ୍ତର -ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଲଗାଣ ବର୍ଷା ଜାରି ରହିଥିବାରୁ ହୀରାକୁଦ ଜଳଭଣ୍ଡାରର ଜଳପତ୍ତନ ବଢିବାରେ ଲାଗିଛି। ଆସନ୍ତାକାଲି  ହିରାକୁଦ ଡ୍ୟାମ୍‌ରୁ ଏବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ ବୋଲି

ମହାବିଦ୍ୟାଳୟରେ ମାଓ ପୋଷ୍ଟର ଦେଖି ସମସ୍ତଙ୍କ ମନରେ କୋକୁଆ ଭୟ

View: 1,092 ନୀଳଗିରି ମହାବିଦ୍ୟାଳୟ ପରିସରରେ ଥିବା ଅଧ୍ୟକ୍ଷଙ୍କ ରୁମ୍‌ ନିକଟରେ ଏକ  ସିପିଆଇ ମାଓ ଛାତ୍ର ସଙ୍ଗଠନ ପକ୍ଷରୁ ଲେଖାଥିବା ଏକ  ପୋଷ୍ଟର ଲଗା ଯାଇଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟରରେ କଲେଜ ନିର୍ବାଚନ ବାତିଲ ଆମର ଦାବି, ଶିକ୍ଷା

ପ୍ରଥମ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ

View: 992 ଆଜି କଟକ ଏସସିବି ମେଡ଼ିକାଲରେ ଜଣେ ଚିକିତ୍ସାଧିନ ଅବସ୍ଥାରେ ଚଳିତ ବର୍ଷର ପ୍ରଥମ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ଘଟିଛି । ସେ ଜୁଲାଇ 29ରୁ ଚିକିତ୍ସିତ ହେଉଥିଲେ ।  କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଂଚଳର ଜଣେ ମହିଳା ଡେଙ୍ଗୁ

ପାକିସ୍ତାନକୁ ଜବାବ ଦେବାପାଇଁ ଭାରତୀୟ ସେନା ପ୍ରସ୍ତୁତ : ବିପିନ ରାୱତ

View: 59 ଜମ୍ମୁ-କଶ୍ମୀରରୁ ଧାରା 370 ଉଚ୍ଛେଦ ହେବା ପରେ ବିଚଳିତ ପାକିସ୍ତାନ ଏବେ ଲଦାଖ ସୀମାନେ ସମରସଜ୍ଜା ଆରମ୍ଭ କରୁଛି । ସୀମା ସେପଟେ ପାକିସ୍ତାନ ସେନା ଯୁଦ୍ଧାସ୍ତ୍ର ଓ ଯୁଦ୍ଧ ବିମାନ ଖଞ୍ଜୁ ଥିବା ଜାତୀୟ ଗଣମାଧ୍ୟମରେ ଖବର