latest

Date: August 14, 2019

Total 16 Posts

ଜୁଲାଇ ପାଇକାରୀ ମୁଦ୍ରାସ୍ଫୀତି 1.08%କୁ ହ୍ରାସ

ଜୁଲାଇ ମାସର ପାଇକାରୀ ମୁଦ୍ରାସ୍ଫୀତି ହ୍ରାସ ପାଇ 25 ମାସର ସର୍ବନିମ୍ନସ୍ତରରେ ପହଞ୍ଚିଛି। ଖାଦ୍ୟ ପଦାର୍ଥ ଏବଂ ପନିପରିବା ଦର ହ୍ରାସର ସକରାତ୍ମକ ପ୍ରଭାବ ପାଇକାରୀ ମୁଦ୍ରାସ୍ଫୀତି ଉପରେ ପଡିଛି। ଏହି କ୍ରମରେ ଜୁଲାଇ ମାସର ପାଇକାରୀ ମୁଦ୍ରାସ୍ଫୀତି ହ୍ରାସ ପାଇ

ପୋଲିସ ପଦକ ଘୋଷଣା: ଓଡ଼ିଶାରୁ11ଜଣ ପାଇବେ ରାଷ୍ଟ୍ରପତି ପଦକ

ଚଳିତ ବର୍ଷ ସ୍ୱାଧିନତା ଦିବସ ଅବ୍ୟହତ ପୂର୍ବରୁ ପୋଲିସ ପଦକ ଘୋଷଣା କରାଯାଇଛି । ଏହି ପଦକରେ ଓଡ଼ିଶାର ମୋଟ 23ଜଣ ପୋଲିସ କର୍ମଚାରୀ ପୋଲିସ ସାହାସିକତା ମେଡାଲ ପାଇବା ପାଇଁ ମନୋନୀତ ହୋଇଛନ୍ତି ।  ଆସନ୍ତା କାଲି 73ତମ ସ୍ୱାଧିନତା

ପାକିସ୍ତାନ ସ୍ୱାଧୀନତା ଦିବସରେ ପାକ୍ ରାଷ୍ଟ୍ରପତି ଦେଲେ ଯୁଦ୍ଧର ଧମକ୍

ଜମ୍ମୁ କଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ଏବେ ପାକିସ୍ତାନ ସବୁଠାରୁ ଦୁଃଖରେ ଦିନ କାଟୁଛି । ଏହାର ଏକ ଝଲକ ପାକ୍ ସ୍ୱାଧୀନତା ଦିବସ ଅବସରରେ ଦେଖିବାକୁ ମିଳିଥିଲା । ପାକ୍ ରାଷ୍ଟ୍ରପତି ଆରିଫ ଏହି ଅବସରରେ ଭାଷଣ ଦେଉଥିବା

ନିର୍ବାଚନ ବେଳେ କେଉଁ ଦଳ କେଉଁ ପ୍ରାର୍ଥୀଙ୍କୁ କେତେ ଟଙ୍କା ଦେଇଥିଲା ଜାଣନ୍ତୁ

ଗତ ସାଧାରଣ ନିର୍ବାଚନରେ  ପ୍ରାର୍ଥୀମାନେ କେତେ ଖର୍ଚ୍ଚ କଲେ, ଦଳ କେତେ ଦେଲା ଏହାର ହିସାବ କିତାବ ଏବେ ଚାଲିଛି । କେବଳ ବିଜେଡି ତାର ଖର୍ଚ୍ଚ ଘୋଷଣା କରିଥିବା ବେଳେ ବିଜେପି, କଂଗ୍ରେସ ପ୍ରାର୍ଥୀମାନେ ସତ୍ୟପାଠ ଦାଖଲ କରିଛନ୍ତି ।

ତାଳସରୀରେ ଯୁବତୀଙ୍କ ଭିଡିଓ ଭାଇରାଲ ଘଟଣା, ଅଭିଯୁକ୍ତ ଗିରଫ

ବାଲେଶ୍ବର ଜିଲ୍ଲା ତାଳସାରୀରେ ଯୁବତୀଙ୍କ ଭିଡିଓ ଭାଇରାଲ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି । ମୁଖ୍ୟ ଅଭିଯୁକ୍ତ ଅଶୋକ ମଣ୍ଡଳକୁ ଗିରଫ କରିଛି ପୋଲିସ । ଗତ ୪ ଦିନ ହେଲା ଅଶୋକକୁ ପୋଲିସ ଥାନାରେ ଅଟକ ରଖିଥିଲା ଏବଂ

440 ଲୋକଙ୍କୁ ସୁନାମୁଦି ବାଣ୍ଟିଲେ ସାଉଥ ସୁପରଷ୍ଟାର

400 ଲୋକଙ୍କୁ ସୁନା ମୁଦି ବାଣ୍ଟିଛନ୍ତି ସାଉଥ୍ ସୁପରଷ୍ଟାର୍ ଜୋସେଫ୍ ବିଜୟ ଚନ୍ଦ୍ରଶେଖର। ଆଉ ଏହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ଚାଲିଛି। ବିଜୟଙ୍କ ଅପ୍‌କମିଙ୍ଗ୍ ଫିଲ୍ମର ନାଁ ‘ବିଗିଲ’। ଯେଉଁ 400 ଲୋକଙ୍କୁ ସେ ସୁନା ମୁଦି ଦେଇଛନ୍ତି, ସେମାନେ

ସ୍ୱାମୀ ସମ୍ମୁଖରେ ସ୍ତ୍ରୀଙ୍କୁ 12ଘଣ୍ଟା ଗଣଦୁଷ୍କର୍ମ, ଗର୍ଭସ୍ଥ ଶିଶୁ ମୃତ, ସ୍ୱାମୀ କଲା ଆତ୍ମହତ୍ୟା

ରାଜସ୍ଥାନର ବଂଶଓ୍ୱାଡା ଜିଲ୍ଲାରେ ଏକ ଲୋମଟାଙ୍କୁରା ଘଟଣା ଦେଖିବାକୁ ମିଳିଛି । ଏକ ଗାଁ ରେ ଗତ 14 ଜୁଲାଇ ଦିନ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି । ଯୁବକଙ୍କ ନାମ ପ୍ରଭୁ ବୋଲି ଜଣାଯାଇଛି।  ପ୍ରକାଶ  ଥାଉକି, ଏହି ଆତ୍ମହତ୍ୟାର

ଝାରସୁଗୁଡା ଜିଲ୍ଲାପାଳଙ୍କୁ ନିଲମ୍ବନ ନିର୍ଦ୍ଦେଶ

ଝାରସୁଗୁଡା ଜିଲ୍ଲାପାଳଙ୍କୁ ସସପେଣ୍ଡ ଆଦେଶ ଦେଲେ ହାଇକୋର୍ଟ। ଅଦାଲତ ଅବମାନନା ଯୋଗୁଁ ଦଣ୍ଡିତ ହେଲେ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ।ହାଇକୋର୍ଟ ରେ ମାମଲା ଥିବା ସତ୍ତ୍ୱେ ବ୍ରଜରାଜନଗରର ଏକ ମଦ ଦୋକାନକୁ ନିଲାମ ଆଦେଶ ଦେଇଥିଲେ ଜିଲ୍ଲାପାଳ। ବ୍ରଜରାଜନଗରରେ ଗତବର୍ଷ କେ.ବୀଣାପାଣି

‘ଆତଙ୍କବାଦ ପ୍ରତି ସହାନୁଭୂତି ଦେଖାଉଥିବା ବ୍ୟକ୍ତି ଧାରା 370 ହଟାଇବା ନିଷ୍ପତ୍ତିକୁ ବିରୋଧ କରୁଛନ୍ତି’

ଜମ୍ମୁ କଶ୍ମୀରରୁ ଧାରା 370 ହଟାଇବା ପରେ କେନ୍ଦ୍ରର ଏହି ନିଷ୍ପତ୍ତିକୁ କେହି କେହି ଐତିହାସିକ କହୁଥିବା  ବିରୋଧୀ ଏହାକୁ ଅସାମ୍ବିଧାନିକ କହୁଛନ୍ତି । ତେବେ ଏହାର ଜବାବ ଦେଇଛନ୍ତି  ପ୍ରଦାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି ଧାରା 370

ଜେଲରେ ସଜା କାଟୁଥିଲା ଯୁବକ, ଡେଟ୍ କରିବା ପାଇଁ ତିହାଡରେ ପହଞ୍ଚିଲେ ପ୍ରେମିକା

ଜେଲ୍ କଥା ଶୁଣିଲେ ମନରେ ଏକପ୍ରକାର ଭୟ ସୃଷ୍ଟିହୁଏ  । ଯଦି ସେହି ଜଲରେ ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କ ସହ ଡେଟ କରିବାକୁ ପହଞ୍ଚିବ ତାହା କେହି ସହଜରେ ବିଶ୍ୱାସ କରିପାରିବେ ନାହିଁ । ହିଁ ଏକଥା ସତ ।

ଇସ୍ରୋକୁ ଆଉ ଏକ ସଫଳତା, ଚନ୍ଦ୍ରଯାନ-2ର ‘ଚନ୍ଦ୍ରପଥ’ ପାଇଁ ଅଭିଯାନ ଆରମ୍ଭ

ବୁଧବାର ଇସ୍ରୋକୁ ଆଉଏକ ସଫଳତା ମିଳିଛି ।  ଚନ୍ଦ୍ରଯାଜନ-2 ପୃଥିବୀ କକ୍ଷ ଛାଡି ଚନ୍ଦ୍ରପଥ ପାଇଁ ଯାତ୍ରା ଆରମ୍ଭ କରିଛି । ଇସ୍ରୋର ବୈଜ୍ଞାନିକ ମାନେ ଏହାକୁ ଚନ୍ଦ୍ରପଥରେ ସ୍ଥାପନା କରିବା ପାଇଁ କାଲି ସକାଳୁ ଅଭିଯାନ ପ୍ରକ୍ରିୟା ଆରମ୍ଭ  କରିବେ