Date: August 15, 2019

Total 13 Posts

ଖାରବେଳ ଭବନକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

View: 35 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଗୁରୁବାର ବହୁ ପ୍ରତୀକ୍ଷିତ ଖାରବେଳ ଭବନ ଉଦ୍‌ଘାଟିତ ହୋଇଯାଇଛି। ପ୍ରାୟ 128 କୋଟି ଟଙ୍କାରେ ନିର୍ମିତ ଏହି ଭବନରେ 11ଟି ବିଭାଗ କାର୍ଯ୍ୟ କରିବ। ଏଲ୍‌ ଆଣ୍ଡ ଟି ଦ୍ୱାରା ଏହି ଭବନକୁ

ଖୋଲିଲା ହୀରାକୁଦ ଡ୍ୟାମର 20ଟି ଗେଟ୍ : ବନ୍ୟା ଆଶଙ୍କା

View: 38 ହୀରାକୁଦ ଡ଼୍ୟାମ୍‌ରୁ ଛଡ଼ାଯାଉଛି ବନ୍ୟାଜଳ। ଆଜି ଗୋଟିଏ ଦିନରେ 20ଟି ଗେଟ୍ ଦେଇ ଚଳିତ ବର୍ଷର ବନ୍ୟା ଜଳ ଛଡ଼ାଯାଉଛି । ଗତକାଲି ସାଙ୍କେତିକ ଭାବେ ଗୋଟିଏ ଗେଟ୍ ଖୋଲି ବନ୍ଦ କରିଦିଆଯାଇଥିଲା। ଏପଟେ ବର୍ଷା ଯୋଗୁ ନଈରେ

ସୋସାଲ ମିଡିଆର କମାଲ, ପ୍ରଥମେ ପ୍ରସିଦ୍ଧି ଏବେ ରାନୁମଣ୍ଡଳଙ୍କୁ ଆଣିଦେଇଛି ପରିବାର, ୧୦ ବର୍ଷ ହେଲା ଅଲଗା ହୋଇଯାଇଥିଲା ଝିଅ

View: 49 ପଶ୍ଚିମବଙ୍ଗ ରାନାଘାଟ ରେଳ ଷ୍ଟେସନରୁ ଉଦ୍ଧାର ହୋଇଥିବା ଜନ୍ମଜାତ ଗାୟିକା ରାନୁ ମଣ୍ଡଳଙ୍କ ଜୀବନକୁ ସୋସାଲ ମିଡିଆ ରାତାରାତ କାୟାକଳ୍ପ କରିଦେଇଛି। ତାଙ୍ଗ ଗାୟକୀ ଶୈଳୀ ଓ ଗାୟନ କଳା ଯୋଗୁ ଫେସବୁକ୍ ରେ ରାତାରାତ ପ୍ରସିଦ୍ଧି ଅର୍ଜନ

ତିନି ସେନା ବାହିନୀର ମୁଖ୍ୟ ହେବେ ଜେନେରାଲ ବିପନ ରାୱତ!

View: 35 ଆଜି ଏକ ଐତିହାସିକ ନିଷ୍ପତ୍ତିକ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ବା ସିଡିଏସ୍‌ ପଦ ସୃଷ୍ଟି କରାଯିବ ବୋଲି ଘୋଷଣା କରିଛନ୍ତି। ଏହି ସିଡିଏସ୍‌ 3ଟି ସେନା ବାହିନୀର ମୁଖ୍ୟ ଭାବେ କାର୍ଯ୍ୟ

ଗାନ୍ଧି ଜୟନ୍ତୀରୁ ସମଗ୍ର ରାଜ୍ୟରେ କାର୍ଯ୍ୟକାରୀ ହେବ 5T

View: 36 ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ରାଜ୍ୟବାସୀଙ୍କୁ ଉଦ୍‌ବୋଧନ ଦେବା ଅବସରରେ ମୁଖ୍ୟମନ୍ତ୍ରୀ କହିଲେ, ଗାନ୍ଧିଙ୍କ ବିଚାରଧାରା ଓ ଆଦର୍ଶର ଆଜି ଅଧିକ

ରାଜ୍ୟରେ 39 ଜଣଙ୍କୁ ମିଳିଲା ପୋଲିସ ପଦକ

View: 35 ୭୩ ତମ ସ୍ବାଧୀନତା ଦିବସ ଅବସରରେ ରାଜ୍ୟର ୩୯ ଜଣ ପୋଲିସ କର୍ମଚାରୀଙ୍କୁ ମିଳିଛି ସେବା ପଦକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଦାନ କରିଛନ୍ତି ଏହି ପଦକ । ଜୟଦେବ ଭବନରେ ପୋଲିସ ଅଧିକାରୀଙ୍କୁ ପଦକ ଦେଇ

ଖୋଲିଲା ହୀରାକୁଦର 16ଟି ଗେଟ୍

View: 32 ହୀରାକୁଦ ଡ୍ୟାମରୁ ଆଜି ପର୍ଯ୍ୟାୟ କ୍ରମେ 16ଟି ଗେଟ୍ ଖୋଲାଯାଇଛି। ପ୍ରଥମେ ଜଳଭଣ୍ଡାରର 2ଟି ଗେଟ୍ ଖୋଲିଥିଲା। ଏହାପରେ ପର୍ଯ୍ୟାୟ କ୍ରମେ ଆଉ 14ଟି ଗେଟ୍ ଖୋଲିଛି। ତେବେ ତଳମୁଣ୍ଡରେ କୌଣସି ବନ୍ୟା ପରିସ୍ଥିତି ଉପୁଜିବ ନାହିଁ ବୋଲି ଜଳସମ୍ପଦ

ମୁଖ୍ୟ ଶାସନ ସଚିବ ହେଲେ ଅସିତ୍‌ ତ୍ରିପାଠୀ

View: 35 ଉନ୍ନୟନ କମିଶନର ଅସିତ୍ ତ୍ରିପାଠୀ ହେଲେ ମୁଖ୍ୟ ଶାସନ ସଚିବ। 1986 ବ୍ୟାଚ୍‌ର ଆଇଏଏସ୍ ଅସିତ୍ ତ୍ରିପାଠୀ ଏବେ ଉନ୍ନୟନ କମିଶନର୍ ରହିଛନ୍ତି। ମୁଖ୍ୟ ଶାସନ ସଚିବ ଥିବା ଆଦିତ୍ୟ ପ୍ରସାଦ ପାଢ଼ି ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି।

ତିନି ସେନା ମୁଖ୍ୟଙ୍କ ଉପରେ ରହିବେ ‘ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌’

View: 37 ପୁଣି ଏକ ଐତିହାସିକ ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି 73ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରି ମୋଦି ସେନା ବାହିନୀ ସମ୍ପର୍କରେ ନିଆଯାଇଥିବା ବଡ଼ ପଦକ୍ଷେପ ସମ୍ପର୍କରେ ସୂଚନା

ଲାଲକିଲ୍ଲାରେ ତ୍ରିରଙ୍ଗା ଉଡାଇଲେ ପ୍ରଧାନମନ୍ତ୍ରୀ

View: 28 ସାରା ଦେଶ ପାଳୁଛି 73ତମ ସ୍ବାଧୀନତା ଦିବସ । ଦିଲ୍ଲୀରୁ ପଲ୍ଲୀ ସବୁଠି ଫରଫର ଉଡୁଛି ତ୍ରିରଙ୍ଗା ।  ଲାଲକିଲ୍ଲାରେ ତ୍ରିରଙ୍ଗା ଉଡାଇଲେ ପ୍ରଧାନମନ୍ତ୍ରୀ । ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ମୋଦି ଅଭିଭାଷଣ ଦେଇଛନ୍ତି । ରାଜନୀତି ଆସିବ, ଯିବ

ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ବିଶ୍ୱ ରେକର୍ଡ କଲେ ବିରାଟ୍ କୋହଲି

View: 1,055 ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଦିନିକିଆରେ ନିଜ କ୍ୟାରିୟରର 43ତମ ଶତକ ମାରିବା ସହ ଏକ ନୂଆ ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି। କୋହଲି 10 ବର୍ଷ ମଧ୍ୟରେ ଅନ୍ତର୍ଜାତୀୟ 20ହଜାର