Date: August 16, 2019

Total 14 Posts

ଅସରପାକୁ ଆଚାର ଭାବି ଖାଇଦେଲେ ବିରାଟ

View: 58 ଭାରତୀୟ କ୍ରିକେଟର ବିରାଟ କୋହଲି  ଗୋଟିଏ ପରେ ଗୋଟିଏ ରେକର୍ଡ କରି ଦୁନିଆର  ନଂ-1 ଖେଳାଳି ଭାବେ ପରିଚିତ ।  କେବଳ ଖେଳରେ ନୁହେଁ ବରଂ ତାଙ୍କ ଫିଟନେସ ପାଇଁ ମଧ୍ୟ ସବୁବେଳେ ଚର୍ଚ୍ଚାର ରହିଛନ୍ତି । ବିରାଟ

ପାକିସ୍ତାନକୁ କଡା ଜବାବ : ପରିସ୍ଥିତି କୁ ଦେଖି ପରମାଣୁ ଆକ୍ରମଣ ହୋଇପାରେ- ରାଜନାଥ ସିଂହ

View: 4,093 ରକ୍ଷାମନ୍ତ୍ରୀ ରାଜନାଥ ସିହଂ ଆଜି ପୋଖରାନରେ ଅଟଳବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି  ଦେଇଛନ୍ତି । ଏହି ଅବସରରେ  ରାଜନାଥ ସିଂହ କହିଛନ୍ତି ଆଗରୁ ଭାରତର ନୀତି ଥିଲା ପ୍ରଥମେ ଆମେ ପରମାଣୁ ଆକ୍ରମଣ କରିବୁନାହିଁ ।  ହେଲେ  ଏବେ ସମୟ

ପାକିସ୍ତାନକୁ ପୁଣି ଝଟକା, ଜାତିସଂଘ ପରିଷଦ ବୈଠକ ପୂର୍ବରୁ ଚାଇନାକୁ ଛାଡି ସମର୍ଥନ ଦେଲେନି ଅନ୍ୟରାଷ୍ଟ୍ର

View: 474 ଜମ୍ମୁ କଶ୍ମୀରରୁ ଧାରା 370 ଉଚ୍ଛେଦ ପ୍ରସଙ୍ଗରେ ଜାତିସଂଘ ସୁରକ୍ଷା ପରିଷଦର ବୈଠକ ପୂର୍ବରୁ ପାକିସ୍ତାନକୁ ଝଟକା। ଚାଇନାକୁ ଛାଡ଼ି ଅନ୍ୟ କୌଣସି ଦେଶ ପାକିସ୍ତାନକୁ ସମର୍ଥନ କରିବେ ନାହିଁ ବୋଲି ବୈଠକ ପୂର୍ବରୁ ଅନୁଷ୍ଠିତ ଏକ ଗୁପ୍ତ

ଗଞ୍ଜେଇ ପ୍ରିୟ ମାଇକ୍ ଟାଇସନ, ମାସକୁ ଖର୍ଚ୍ଚ କରନ୍ତି ଏତେ ଟଙ୍କା

View: 55 ବିଶ୍ୱରେ କେଉଁ ଖେଳରେ ଅଧିକ ଅର୍ଥ ସେ ନେଇ ପ୍ରାୟତଃ ତର୍କ ଜାରି ରହିଛି। ତେବେ ସବୁ ତର୍କ ବୁଲି ବୁଲି ପେଷାଦାର ବକ୍ସିଂ ରେ ପହଞ୍ଚୁଥିବା ବେଳେ ଏହି ଏକ ଖେଳ ଯେଉଁଠି ଖେଳାଳିଙ୍କୁ ପ୍ରଚୁର ଅର୍ଥ

କ୍ୟାମେରା ଆଗରେ ନଗ୍ନ ହେଲେ ମହିଳା କ୍ରିକେଟର

View: 66 ଇଂଲଣ୍ଡର ଜନୈକା ମହିଳା କ୍ରିକେଟର ସୋସାଲ ମିଡିଆରେ ଏକ  ନଗ୍ନ ଫଟୋ ଅପଲୋଡ କରି ଏବେ ଚର୍ଚ୍ଚାରେ ।  ଏହି କ୍ରିକେଟର ହେଉଛନ୍ତି ସାରା ଟେଲର।  ସାରା ନିକଟରେ କ୍ୟାମେରା ଆଗରେ ସମ୍ପୂର୍ଣ୍ଣ ନଗ୍ନ ହୋଇ ଫଟୋ ଉଠାଇବା

ଜଳ କବଳରେ ଚାଷଜମି

View: 53 କେନ୍ଦ୍ରାପଡା ମହାକାଳପଡା ବ୍ଲକରେ ଶହ ଶହ ଏକର ଚାଷ ଜମିରେ ଲହଡି ଭାଙ୍ଗୁଛି ବନ୍ୟାପାଣି । ନୀଳାଚଳ ବଜାର ନିକଟରେ ଥିବା କୋଦାକଣ ସ୍ଲୁଇସ୍ ଗେଟ୍ ଦେଇ ପଶିଲା ବନ୍ୟାପାଣି । ଖୁରିସିଆ, ପାଟୁଳିପଙ୍କ, ତିଖିରି, ଟିକରପଙ୍ଗା, ଅମେଇପାଳ

କାଶ୍ମୀର ପ୍ରସଙ୍ଗ : ଜାତି ସଂଘରେ ଆଜି ବସିବ ବୈଠକ

View: 36 ପାକିସ୍ତାନକୁ ପୁଣି ଚୀନର  ପ୍ରୀତି । କାଶ୍ମୀର ପ୍ରସଙ୍ଗରେ ପାକ୍‌କୁ ସମର୍ଥନ ଜଣାଇ ଜାତିସଂଘ ପରିଷଦରେ ଆଲୋଚନା କରିବାକୁ ଅନୁରୋଧ କରିଛି ଚୀନ । ଚୀନର ଅଭିଯୋଗକୁ ନେଇ ଜାତିସଂଘ ପକ୍ଷରୁ ଆଜି ସକାଳ 10ଟା ସମୟରେ ରୁଦ୍ଧଦ୍ବାର

ଜାଳିଦେଲେ ବର୍ଣ୍ଣବୋଧ, ସୋସିଆଲ ମିଡିଆରେ ଭାଇରାଲ

View: 48 ଓଡ଼ିଆ ସାହିତ୍ୟର କାଳଜୟୀ ‘ଛବିଳ ମଧୁ ବର୍ଣ୍ଣବୋଧ’ ପୋଡା ଯାଇଥିବା ଏକ ଛବି ସୋସିଆଲ ମିଡିଆ ଫେସବୁକରେ ଭାଇରାଲ ହୋଇଛି ।  ଓଡିଶା ଭାଷା ସାହିତ୍ୟକୁ ଜାବୁଡି ଧରିଥିବା ଏହି ଆଦରର ପୁସ୍ତକକୁ ପୋଡିଛନ୍ତି କିଛି ଅସାମାଜିକ, ନବଚକ୍ରାନ୍ତକାରୀ

ଗୁରୁଜୀ ଓ ଗୁରୁମାଙ୍କୁ ମାଡ

View: 41 ସୋର ଅଞ୍ଚଳରେ ଏକ ଶିଶୁ ବିଦ୍ୟା ମନ୍ଦିରର ଗୁରୁଜୀ ଓ ଗୁରୁମାଙ୍କୁ କିଛି ଅସାମାଜିକ ଲୋକ ମାଡ଼ ମାରିଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସେମାନେ ମାଡ଼ ମାରିଥିବା କୁହାଯାଉଛି। ଏନେଇ ଅନନ୍ତପୁର ଫାଣ୍ଡିରେ ଅଭିଯୋଗ ହୋଇଥିବା

ଭାରତକୁ ଜିହାଦର ଧମକ

View: 57 କାଶ୍ମୀରରୁ ଧାରା 370 ଓ 35 ‘ଏ’ ଉଚ୍ଛେଦ ପରେ ଛାନିଆ ଆତଙ୍କୀ । ଭୟଭୀତ ହୋଇ ଭାରତକୁ ଦେଉଛି ଜିହାଦର ଧମକ । ପିଓକେ(ପାକିସ୍ତାନ ଅଧିକୃତ କାଶ୍ମୀର)ରେ କରୁଛି ଭାରତ ବିରୋଧୀ ଷଡଯନ୍ତ୍ର । ଭାରତ ବିରୋଧରେ

ହଷ୍ଟେଲରୁ ମିଳିଲା ଦୁଇ ଭଉଣୀଙ୍କ ମୃତଦେହ

View: 39 ପଞ୍ଜାବରେ ଚଣ୍ଡିଗଡ ଅଞ୍ଚଳରେ ଥିବା ପିଜି ହଷ୍ଟେଲରୁ ଦୁଇ ଉଭଣୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଏହି ଦୁଇ ଭଉଣୀ ଅବୋହର ଅଞ୍ଚଳର ବୋଲି ଜଣାପଡିଛି । ପୋଲିସର ସୂଚନା ଅନୁସାରେ ଉଭୟଙ୍କ ଗଳାକାଟି ହତ୍ୟା କରାଯାଇଛି ।