latest

ଗୁରୁଜୀ ଓ ଗୁରୁମାଙ୍କୁ ମାଡ

Spread the love

ସୋର ଅଞ୍ଚଳରେ ଏକ ଶିଶୁ ବିଦ୍ୟା ମନ୍ଦିରର ଗୁରୁଜୀ ଓ ଗୁରୁମାଙ୍କୁ କିଛି ଅସାମାଜିକ ଲୋକ ମାଡ଼ ମାରିଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସେମାନେ ମାଡ଼ ମାରିଥିବା କୁହାଯାଉଛି। ଏନେଇ ଅନନ୍ତପୁର ଫାଣ୍ଡିରେ ଅଭିଯୋଗ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ସୋର ଥାନା ଅଞ୍ଚଳରେ ଥିବା ବାସନ୍ତୀ ଦେବୀ ଶିଶୁ ବିଦ୍ୟା ମନ୍ଦିରରେ ଆଜି କିଛି ଆସାମାଜିକ ବ୍ୟକ୍ତି ଓ ଜଣେ ମହିଳା ଧସେଇ ପଶିଥିଲେ। ସେମାନେ ସ୍କୁଲର ସମ୍ପାଦକ ଓ ଗୁରୁମାଙ୍କୁ ମାଡ଼ ମାରିଥିଲେ । ଉଭୟ ଗୁରୁମା ଓ ଗୁରୁଜୀ ଅନନ୍ତପୁର ଫାଣ୍ଡିରେ ଏ ନେଇ ଅଭିଯୋଗ କରିଛନ୍ତି । 

Tags:

Leave a Reply

Your email address will not be published. Required fields are marked *