latest

ଭାରତକୁ ଜିହାଦର ଧମକ

Spread the love

କାଶ୍ମୀରରୁ ଧାରା 370 ଓ 35 ‘ଏ’ ଉଚ୍ଛେଦ ପରେ ଛାନିଆ ଆତଙ୍କୀ । ଭୟଭୀତ ହୋଇ ଭାରତକୁ ଦେଉଛି ଜିହାଦର ଧମକ । ପିଓକେ(ପାକିସ୍ତାନ ଅଧିକୃତ କାଶ୍ମୀର)ରେ କରୁଛି ଭାରତ ବିରୋଧୀ ଷଡଯନ୍ତ୍ର । ଭାରତ ବିରୋଧରେ ଆତଙ୍କବାଦୀଙ୍କ ଜିହାଦ ଡାକରା । ପିଓକେ(ପାକିସ୍ତାନ ଅଧିକୃତ କାଶ୍ମୀର)ରେ ମେଳି ହୋଇ ଭାରତ ବିରୋଧରେ ଏକାଠି ହେଉଛନ୍ତି ବିଭିନ୍ନ ଆତଙ୍କୀ ସଙ୍ଗଠନ । କାଶ୍ମୀରରୁ ଧାରା 370 ଓ 35 ‘ଏ’ ଉଚ୍ଛେଦ ପରେ ଆତଙ୍କୀ ସଙ୍ଗଠନ ଛାନିଆ ହୋଇ ଏପରି ଦିବା ସ୍ବପ୍ନ ଦେଖୁଛି ।

ହିଜାବୁଲ ମୁଜାହିଦ୍ଦନ୍‌ ଆଣ୍ଡ ୟୁନାଇଟେଡ୍‌ ଜିହାଦ କାଉନସିଲ୍‌(ୟୁଜେସି)ର ମୁଖ୍ୟ ସୟିଦ୍‌ ସଲାଉଦ୍ଦିନ୍‌ ସବୁ ଆତଙ୍କୀ ସଙ୍ଗଠନକୁ ଏକାଠି କରି ଭାରତ ବିରୋଧୀ ମନ୍ତ୍ର ଫୁଙ୍କୁଛି । ଗୁରୁବାର, ମୁଜାଫରବାଦ୍‌ ପ୍ରେସ୍‌ କ୍ଲବ ଆଗରେ ଭାରତ ବିରୋଧୀ ନାରା ଦେବା ସହ ଜିହାଦ ପାଇଁ ପ୍ରସ୍ତୁତ ଥିବା କହୁଥିବା ଜଣାପଡିଛି

Tags:

Leave a Reply

Your email address will not be published. Required fields are marked *