Date: August 18, 2019

Total 10 Posts

ସୋମବାର ସକାଳୁ ଶ୍ରୀମନ୍ଦିର ଚାରିପଟେ ଉଚ୍ଛେଦ ଆରମ୍ଭ

ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦ ନେଇ ସରକାର ନେଇଥିବା ନିଷ୍ପତ୍ତି ବିରୋଧରେ ବିଭିନ୍ନ ମହଲରେ ସ୍ୱର ଉଠିଥିବା ବେଳେ ଆସନ୍ତାକାଲି ଏହା କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡ଼ିଛି। ଆସନ୍ତା କାଲି ସକାଳ ୬ଟାରୁ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହେବ ବୋଲି

ପୋଷ୍ଟର ବିବାଦ ପରେ ମୁହଁ ଖୋଲିଲେ ପପୁ ପମପମ

ପୋଷ୍ଟର ବିବାଦ ପରେ କମେଡି କିଙ୍ଗ ପପୁ ପମପମ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି ।  ସେ କହିଛନ୍ତି ଯେ ପୋଷ୍ଟର ତିଆରିରେ ପ୍ରଯୋଜନା ସଂସ୍ଥାର କୌଣସି ହାତ ନାହିଁ । ଆଗାମୀ ଫିଲ୍ମ ମିଷ୍ଟର କହ୍ନେୟାର ଏକ ପୋଷ୍ଟରକୁ ନେଇ

ଶ୍ରେଷ୍ଠ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ

ଅକ୍ଷୁର୍ଣ୍ଣ ରହିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା। ନିରବଚ୍ଛିନ୍ନ ଭାବେ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିବା ପରେ ବି ନବୀନଙ୍କ ଲୋକପ୍ରିୟତା ଓ ଗ୍ରହଣୀୟତା ହ୍ରାସ ପାଇନି। ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନ ପଟ୍ଟନାୟକ ପ୍ରଥମ ସ୍ଥାନରେ

ବରିଷ୍ଠ ସାମ୍ବାଦିକ ରଣଜିତ ଗୁରୁଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ବରିଷ୍ଠ ସାମ୍ବାଦିକ ତଥା ସମ୍ବାଦ ର ସମ୍ପାଦକୀୟ ପୃଷ୍ଠାର ସମ୍ପାଦକ ରଣଜିତ ଗୁରୁଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଟ୍ୱିଟରରେ ଲେଖିଛନ୍ତି

କାବୁଲ ବିବାହ ମଣ୍ଡପରେ ବିସ୍ଫୋରଣ; ୩୦ରୁ ଅଧିକ ମୃତ; ୯୦ ଜଣ ଆହତ

 ଶନିବାର ରାତିରେ ଏକ ଗହଳିପୂର୍ଣ୍ଣ ବିବାହ ପାର୍ଟିରେ ଆତ୍ମଘାତୀ ବୋମା ବିସ୍ଫୋରଣ ଘଟିବାରୁ କିଛି ଲୋକଙ୍କର ମୃତ୍ୟୁ ଘଟିଛି ଏବଂ କିଛି ଲୋକ ଆହତ ହୋଇଛନ୍ତି ବୋଲି ଅଭ୍ୟନ୍ତରୀଣ ମନ୍ତ୍ରାଳୟର ମୁଖପାତ୍ର ରବିବାର ପ୍ରତ୍ୟୁଷରେ ନିଶ୍ଚିତ କରିଛନ୍ତି। ଏହି ଘଟଣାରେ ୩୦ରୁ ଅଧିକ

ସେପ୍ଟେମ୍ବର ୭ ତାରିଖରେ ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଅବତରଣ କରିବ ଚନ୍ଦ୍ରଯାନ-୨

ସେପ୍ଟେମ୍ବର ୭ ତାରିଖରେ ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଚନ୍ଦ୍ରଯାନ-୨ ଅବତରଣ କରିବାକୁ ଯାଉଛି ବୋଲି ଶନିବାର ଦିନ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) କହିଛି। ଇସ୍ରୋର ଆନୁଷ୍ଠାନିକ ଟୁଇଟର୍‌ ହ୍ୟାଣ୍ଡଲ୍‌ ପୋଷ୍ଟ୍‌ କରିଛି: ହେଲୋ! ସ୍ୱତନ୍ତ୍ର ସଦ୍ୟତମ ଖବର

ବଙ୍ଗୋପସାଗରରେ ପୁଣି ଘୂର୍ଣ୍ଣିବଳୟ

ଶୁକ୍ରବାର ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଥିଲା ପ୍ରାୟ ସପ୍ତାହକ ଯାଏଁ ସାରା ରାଜ୍ୟରେ ବଡ଼ ବର୍ଷା ନାହିଁ। ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ କାଁ ଭାଁ ବର୍ଷା ହୋଇପାରେ। ହେଲେ ଆଜି ପୁଣି ପୂର୍ବାନୁମାନ କରିଛି ଅଗଷ୍ଟ ୧୮

କାଶୀ ବିଶ୍ୱନାଥ ମନ୍ଦିରରେ ଇ-ୱାଲେଟ ବ୍ୟବସ୍ଥା

ଉତ୍ତର ପ୍ରଦେଶର ବାରାଣସୀସ୍ଥିତ ପ୍ରସିଦ୍ଧ କାଶୀ ବିଶ୍ୱନାଥ ମନ୍ଦିରରେ ଆରତୀ, ସୁଗମ ଦର୍ଶନ ଓ ରୁଦ୍ରାଭିଷେକର ଟିକେଟ ଏବେ ଇ-ୱାଲେଟ ‘ପେଟିଏମ’ ଜରିଆରେ ପୈଠ କରାଯାଇପାରିବ । ଏଥି ସହିତ ଶ୍ରଦ୍ଧାଳୁ ପେଟିଏମ ମାଧ୍ୟମରେ ଦାନ ମଧ୍ୟ କରିପାରିବେ । ମନ୍ଦିରକୁ

ବର୍ଣ୍ଣବୋଧ ପୋଡ଼ିକୁ ନିନ୍ଦା କଲେ ହଳଧର

କୋଶଲି ସାହିତ୍ୟ ଡଟ୍‌ ଇନ୍‌ ନାମକ ଫେସ୍‌ବୁୁକ୍‌ ପେଜ୍‌ରେ ଛବିଳ ମଧୁ ବର୍ଣ୍ଣବୋଧ ପୋଡ଼ି ଦୃଶ୍ୟ ଅପ୍‌ଲୋଡ୍‌ କରାଯିବା ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ପଦ୍ମଶ୍ରୀ ହଳଧର ନାଗ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ତାଙ୍କ ପାଖରେ ଏକ

ଆସନ୍ତାକାଲି ଖୋଲିବ ୧୯୦ ପ୍ରାଥମିକ ବିଦ୍ୟାଳୟ

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପୂର୍ବରୁ ରାଜ୍ୟରେ ଲଗାଯାଇଥିବା କଟକଟା ଏବେ ଧୀରେ ଧୀରେ ଶେଷ ହେଉଛି । ସାଧାରଣ ଜନଜୀବନ ସ୍ୱଭାବିକ ଅବସ୍ଥାକୁ ଫେରୁଛି । ଜମ୍ମୁ କଶ୍ମୀରର ୫ଟି ଜିଲ୍ଲାରେ ମୋବାଇଲ ଓ ଇଣ୍ଟରନେଟ ସେବା ଆରମ୍ଭ