latest

Date: August 20, 2019

Total 19 Posts

ମୋବାଇଲରେ ଡୁଆଲ ସିମ୍ ବ୍ୟବହାର କରୁଛନ୍ତି କି?

ବର୍ତ୍ତମାନ ସମୟରେ ମୋବାଇଲ ଫୋନ ଏକାଧିକ ସିମ୍ ସୁବିଧା ସହ ଉପଲବ୍ଧ ହେଉଛି। ଗୋଟେ ଫୋନରେ ଗ୍ରାହକ ଦୁଇଟି ଅଲଗା ଅଲଗା ସିମ୍ ବ୍ୟବହାର  କରୁଛନ୍ତି। ଗୋଟେ ସିମ୍‌କୁ ବ୍ୟକ୍ତିଗତ ଭାବେ ବ୍ୟବହାର କରୁଥିବାବେଳେ ଅନ୍ୟଟିକୁ ଇଣ୍ଟରନେଟ ପାଇଁ ଗ୍ରାହକ ବ୍ୟବହାର

ଇମ୍ରାନ ଖାନଙ୍କ ବିରୋଧରେ ପୂର୍ବତନ ପତ୍ନୀଙ୍କ ସଙ୍ଗୀନ ଅଭିଯୋଗ,ମୋଦିଙ୍କ ସହ ଡିଲ୍

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ଘଟଣାରେ ପାକିସ୍ତାନର ସ୍ଥିତି ପ୍ରତିଦିନ ଅଶାନ୍ତ ହେବାରେ ଲାଗିଛି। ଭାରତ ସରକାରଙ୍କ ଏହି ନିଷ୍ପତ୍ତିରେ ପାକିସ୍ତାନ ଏକ ପ୍ରକାର ଭୟଭୀତ ହୋଇପଡିଛି।ଏହାକୁ ଅନ୍ତଃର୍ଜାତୀୟ ସ୍ତରରେ ଉଠାଇବାକୁ ଚେଷ୍ଟା କରି ବିଫଳ ହୋଇଛି ପାକିସ୍ତାନ। କିନ୍ତୁ

ରମାଦେବୀରୁ ଅଲଗା ହେବ ପ୍ଲସ-୨

ରମାଦେବୀ ବିଶ୍ଵବିଦ୍ୟାଳୟରୁ ଅଲଗା ହେବ ରମାଦେବୀ +୨ କଲେଜ । ଏ ନେଇ ବିଶ୍ୱବିଦ୍ୟାଳୟର କୁଳପତି ପଦ୍ମଦା ମିଶ୍ର ସୂଚନା ଦେଇଛନ୍ତି । ରମାଦେବୀ ପରିସରରୁ ହଟି ଜୁନିଅର କଲେଜ ୟୁନିଟ-୯ ସ୍ଥିତ ବାଳିକା ହାଇସ୍କୁଲ ପରିସରରେ ପ୍ରତିଷ୍ଠା କରାଯିବାକୁ ସ୍ଥିର

ଆହତ ବାଘର ଫଟୋ ଉଠାଇବା ମହଙ୍ଗା…

ରାସ୍ତାକଡ଼ରେ ପଡ଼ିଥିବା ଏକ ଆହତ ବାଘର ଫଟୋ ଉଠାଇବା ଘଟଣା ଜନୈକ ଯୁବକଙ୍କ ପାଇଁ ବେଶ ମହଙ୍ଗା ସାବ୍ୟସ୍ତ ହୋଇଛି। ଆହତ ବାଘଟି ହଠାତ୍ ଉଠିପଡ଼ି ଫଟୋ ଉଠାଉଥିବା ବ୍ୟକ୍ତିଙ୍କ ଉପରକୁ ଲମ୍ଫ ପ୍ରଦାନ କରି ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ

୬୦ ବର୍ଷ ବୟସରେ ଅବସର ନେବେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ୍ ବଳ

ସବୁ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ୍ ବଳ (ସିଏପିଏଫ୍) ର ଯବାନ ଏବେ ୬୦ ବର୍ଷ ବୟସରେ ଅବସର ନେବେ । ସୋମବାର ଜାରି କରାଯାଇଥିବା ସରକାରୀ ଆଦେଶରେ ଏହା ଘୋଷଣା କରାଯାଇଛି । ପିଟିଆଇ ମୁତାବକ , କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ

କଳାପାହାଡଙ୍କୁ ଖୁସି କରିବାକୁ ରାଜ୍ୟବାସୀଙ୍କୁ ପୁଣି ଦିନରେ ଲଣ୍ଠନ ଦେଖାଉଛନ୍ତି ମୁଖ୍ୟ ଶାସନ ସଚିବ: ବିଜେପି

 ଗତକାଲି ମୁଖ୍ୟ ଶାସନ ସଚିବ ରକେଟ ବେଗରେ ଫାଇଲ ଦୌଡିବ ଆଉ ଏଣିକି ସରକାରୀ ଦପ୍ତରରେ ଫାଇଲ ଅଟକିବନି ବୋଲି କହିଥିଲେ । ଏହା ଏକ ସ୍ୱାଗତ ଯୋଗ୍ୟ କଥା । କିନ୍ତୁ ପ୍ରଶ୍ନ ଉଠୁଛି ଗୃହ ବିଭାଗରେ ଦୀର୍ଘ ଦିନ

ଆଗାମୀ ପୌର ଓ ପଂଚାୟତ ନିର୍ବାଚନକୁ ନିରପେକ୍ଷ କରାଯାଉ:ବିଜେପି

ରାଜ୍ୟରେ ଆଗାମୀ ଦିନରେ ହେବାକୁ ଥିବା ସମସ୍ତ ନିର୍ବାଚନକୁ ଅବାଧ, ମୁକ୍ତ  ଏବଂ ନିରପେକ୍ଷ କରିବାପାଇଁ ରାଜ୍ୟ ବିଜେପିର ଏକ ପ୍ରତିନିଧୀ ଦଳ ନବନିଯୁକ୍ତ ରାଜ୍ୟ ନିର୍ବାଚନ କମିଶନରଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରି ଆଲୋଚନା କରିଛି । ବିଗତ ଦିନରେ ରାଜ୍ୟରେ

ପୂର୍ବତଟ ରେଳପଥ ପକ୍ଷରୁ ସଦଭାବନା ଦିବସ ପାଳନ

ଭୁବନେଶ୍ୱର ର ଚନ୍ଦ୍ରଶେଖରପୁର ସ୍ଥିତ ରେଳ ସଦନ ଠାରେ ପୂର୍ବତଟ ରେଳପଥ ପକ୍ଷରୁ ସଦଭାବନା ଦିବସ ପାଳନ ଅବସରରେ ଏକ ଶପଥ ପାଠ ଉତ୍ସବ ପାଳନ କରାଯାଇଅଛି I ରେଳପଥ ର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ରେଳବାଇ କର୍ମଚାରୀ ଓ

କେତେ ହାନିକାରକ କଣିକା ତତ୍ତ୍ୱ?

ବାୟୁ ପ୍ରଦୂଷଣର ଅନେକ କାରକ ମଧ୍ୟରୁ ପ୍ରମୁଖ ଓ ଅତ୍ୟଧିକ ହାନିକାରକ ହେଉଛି ପାର୍ଟିକୁଲେଟ ମ୍ୟାଟର ବା କଣିକା ତତ୍ତ୍ୱ। କଣିକା ତତ୍ତ୍ୱ ହେଉଛି ଧୂଳି ଧୂଆଁ ଆଦି ଅନେକ ଅନେକ ସୂକ୍ଷ୍ମାତିସୁକ୍ଷ୍ମ କଣିକାର ସମାହାର। ଏହା ଉଭୟ କଠିନ ଓ

୫ ଶିଶୁ ଶ୍ରମିକ ଉଦ୍ଧାର

କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅଂଚଳରୁ ଗତକାଲି ୫ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବା ଜଣାଯାଇଛି । ଘସିପୁରାରେ ଥିବା ଏକ ମିଠା ଦୋକାନରେ ପୋଲିସ ଚଢ଼ାଉ କରି ଶିଶୁମାନଙ୍କୁ ଉଦ୍ଧାର କରିଛି । ଘସିପୁରା ଥାନାର ଅନତି ଦୂରରେ ଥିବା

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କର ୭୫ତମ ଜନ୍ମବାର୍ଷିକୀ

ରାହୁଳ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରମୁଖ ନୂଆଦିଲ୍ଲୀସ୍ଥିତ ବୀରଭୂମିରେ ଥିବା ତାଙ୍କ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଟ୍ୱିଟ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି | ଅଗଷ୍ଟ ୨୦, ୧୯୪୪ରେ ଜନ୍ମିତ ରାଜୀବ