ରମାଦେବୀରୁ ଅଲଗା ହେବ ପ୍ଲସ-୨

Spread the love

ରମାଦେବୀ ବିଶ୍ଵବିଦ୍ୟାଳୟରୁ ଅଲଗା ହେବ ରମାଦେବୀ +୨ କଲେଜ । ଏ ନେଇ ବିଶ୍ୱବିଦ୍ୟାଳୟର କୁଳପତି ପଦ୍ମଦା ମିଶ୍ର ସୂଚନା ଦେଇଛନ୍ତି । ରମାଦେବୀ ପରିସରରୁ ହଟି ଜୁନିଅର କଲେଜ ୟୁନିଟ-୯ ସ୍ଥିତ ବାଳିକା ହାଇସ୍କୁଲ ପରିସରରେ ପ୍ରତିଷ୍ଠା କରାଯିବାକୁ ସ୍ଥିର ହୋଇଥିବା ସେ କହିଛନ୍ତି ।ଏ ହାଇସ୍କୁଲ ପରିସରରେ ତିନି ଏକର ଜମି ଚିହ୍ନଟ କରାଯାଇଛି ।

Tags: