Date: August 21, 2019

Total 18 Posts

ବନ୍ୟା ପ୍ରପୀଡ଼ିତଙ୍କ ସାହାଯ୍ୟ ପାଇଁ ଅମୀର ଖାନ୍‌ ୨୫ ଲକ୍ଷ ଓ ଲତା ମଙ୍ଗେସକର ଦାନ କଲେ ୧୧ଲକ୍ଷ ଟଙ୍କା

ଦେଶର ବିଭିନ୍ନ ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କିଛି କିଛି ସ୍ଥାନରେ ସ୍ଥିତି ସଙ୍ଗୀନ ହୋଇ ପଡ଼ିଥିବା ବେଳେ ଲୋକମାନେ ନିଜର ବାସ ହରାଇଛନ୍ତି । ମହାରାଷ୍ଟ୍ରରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ କୋହ୍ଲାପୁର

ଆଇଏନ୍‌ଏକ୍ସ ଦୁର୍ନୀତି ମାମଲା: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଗିରଫ କଲା ସିବିଆଇ

ବହୁ ଚର୍ଚ୍ଚିତ ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମକୁ ବୁଧବାର ସିବିଆଇ ଗିରଫ କରିଛି। ବହୁ ସମୟଧରି ପଚାରାଉଚରା କରିବା ପରେ ପି. ଚିଦାମ୍ବରମଙ୍କୁ ସିବିଆଇ ତାଙ୍କ ବାସଭବନରୁ ଗିରଫ କରିଥିବା ଜଣାପଡ଼ିଛି। ଚିଦାମ୍ବରମ ସିବିଆଇ ମୁଖ୍ୟ

ରିଲିଫ୍ ଯୋଗାଉଥିବା ବିମାନ ଦୁର୍ଘଟଣାଗ୍ରସ୍ଥ, 3 ମୃତ

ଉତ୍ତରାଖଣ୍ଡର ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍ ସାମଗ୍ରୀ ନେଇଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ହେଲିକ୍ୟାପ୍ଟର । ଏହି ହେଲିକ୍ୟାପ୍ଟର ଦେହରାଦୁନ୍ ରୁ ବନ୍ୟା ପ୍ରପୀଡିତଙ୍କ ପାଇଁ ରିଲିଫ୍ ସାମଗ୍ରୀ ନେଇ ମୋଲଡିରୁ ଅରାକୋଟ୍ ଯାଉଥିଲା । ତେବେ ଉତ୍ତରକାଶୀ ପହଁଚିଲା ବେଳକୁ

ଓଡିଶା ବିକାଶରେ ଆଡିକାଠ ପକାଉଛନ୍ତି ରାଜ୍ୟ ସରକାର

ରାଜ୍ୟ ସରକାର ଗତ ଦୁଇ ଦିନ ତଳେ ୨ ଲକ୍ଷ କୋଟି ଟଙ୍କାର ପୁଜିଂ ନିବେଶକୁ ମଂଜୁରି ଦେଇଛନ୍ତି । ସେଥିରୁ ପାରାଦ୍ୱୀପ ରିଫାଇନାରିର ପରିରିବର୍ଦ୍ଧିତ  ପ୍ରକଳ୍ପର ପୁଜିଂ ହେଉଛି ୧ ଲକ୍ଷ କୋଟି ଟଙ୍କା । ୨ ଲକ୍ଷ କୋଟି

କଦଳୀରେ ତିଆରି କଲେ ସାନିଟାରୀ ପେଡ, 2 ବର୍ଷ ଧରି ବ୍ୟବହାର କରିହେବ

ସାନିଟାରୀ ପ୍ୟାଡ ଯୋଗୁଁ ଏବେ ପରିବେଶ ପ୍ରଦୂଷିତ ହେବ ନାହିଁ। ଆଇଆଇଟି ଦିଲ୍ଲୀର ଦୁଇ ଜଣ ଛାତ୍ର କଦଳୀର ଫାଇବରରୁ ସାନିଟାରୀ ପ୍ୟାଡ ପ୍ରସ୍ତୁତ କରିଛନ୍ତି। ଏହି ପ୍ୟାଡକୁ 122ଥର ଧୋଇ 2 ବର୍ଷ ଯାଏଁ ବ୍ୟବହାର କରାଯାଇ ପାରିବ। ବାରମ୍ବାର

ପି ଚିଦାମ୍ୱରମ୍ ଗୃହମନ୍ତ୍ରୀ ଥିବାବେଳେ ଅମିତ ଶାହାଙ୍କୁ କରାଇଥିଲେ ଗିରଫ , ଏବେ ଶାହାଙ୍କ ପାଳି…

ରାଜନୀତି ବଡ  ଜଟିଳ ଜିନିଷ। କେତେବେଳେ କେଉଁବାଜି  କାହା ଆଡକୁ ପଲଟିବ ତାହା ଜଣାନାହିଁ । ଯେମିତି ପାସ ସିଢି ଖେଳ । ସାପ ମୁହଁରେ ଗୋଟି ପଡିଲେ ସିଧା ତଳକୁ । ଆଉ ସିଢିରେ ପଡିଲେ ଉପରକୁ । ଠିକ

ସୁନ୍ଦରୀ ସ୍ତ୍ରୀକୁ ବିବାହ କଲେ ୟୁଟ୍ୟୁବ୍‌ କଳାକାର ଛୋଟୁ ଦାଦା

କମେଡି ବାଦ୍‌ଶାହ ଭାବେ ପରିଚିତ ଛୋଟୁ ଦାଦା ସମଗ୍ର ଭାରତରେ ନିଜ ଅଭିନୟ ଯୋଗୁଁ ବେଶ ଚର୍ଚ୍ଚିତ। ୟୁଟ୍ୟୁବ୍‌ରେ ଖନ୍ଦେସୀ ମୋବି ନାମକ ଏକ ଚ୍ୟାନାଲ ଅଛି ଯେଉଁଥିରେ ଛୋଟୁ ଦାଦାଙ୍କର କମେଡି ଭିଡିଓ ପୋଷ୍ଟ ହୁଏ। ତାଙ୍କ ଭିଡିଓରେ ବହୁତ

ଯେ କୌଣସି ସ୍ଥାନରୁ ଉଠାଇ ପାରିବେ ରାସନ- ରଣେନ୍ଦ୍ର ପ୍ରତାପ ସ୍ୱାଇଁ

“ୱାନ ନେସନ ୱାନ ରାସନ କାର୍ଡ” କେନ୍ଦ୍ରସରକାର ଲାଗୁ କରିବାକୁ ଯାଉଛନ୍ତି । ଏହି ଆଇନ ଲାଗୁ ହେବାଫଳରେ ଯେ କୌଣସି ସ୍ଥାନରୁ ରାସନ ସାମଗ୍ରୀ ଉଠାଇ ପାରିବେ ହିତାଧିକାରୀ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ହିତାଧିକାରୀ ସାମଗ୍ରୀ

ମୋଦି ଓ ସାହାଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଫନି ଲାଗି କେନ୍ଦ୍ର ସରକାର ଓଡ଼ିଶାକୁ ୩୩୩୭ କୋଟିର ସହାୟତ ଦେବା ପାଇଁ କେନ୍ଦ୍ରମନ୍ତ୍ରୀ ଉଭୟ ମୋଦି ଓ ଶାହାଙ୍କୁ ଧନ୍ୟବାଦ ଦେଇଛନ୍ତି

ଆଗକୁ ଆସୁଛି ଜନ୍ମାଷ୍ଟମୀ, ଜାଣି ରଖନ୍ତୁ କିଛି ବିଧି

ଆଗକୁ ଆସୁଛି କୃଷ୍ଣ ଜନ୍ମାଷ୍ଟମୀ । ଅନେକ ଲୋକମାନେ ନିଜ ଘରେ ଦେବୀ-ଦେବତାଙ୍କ ପୂଜା କରିବା ବ୍ୟତୀତ ଭଗବାନ କୃଷ୍ଣଙ୍କ ସ୍ବରୂପ ବାଳଗୋପାଳ ମୂର୍ତ୍ତି ପୂଜା କରିଥାନ୍ତି। ଯାହାକୁ ଲଡୁ ଗୋପାଳ ମଧ୍ୟ କୁହାଯାଇଥାଏ। ଲଡୁ ଗୋପାଳଙ୍କ ପୂଜା ସହ ତାଙ୍କ

ଫନି ପାଇଁ ଓଡିଶାକୁ ୩୩୩୮.୨୨ କୋଟି ଟଙ୍କାର ଅତିରିକ୍ତ କେନ୍ଦ୍ରୀୟ ସହାୟତା

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ବାତ୍ୟା ଫନି ପାଇଁ ଓଡ଼ିଶାକୁ ୩୩୩୮.୨୨ କୋଟି ଟଙ୍କା ଅତିରିକ୍ତ ସହାୟତା ରାଶି ମଞ୍ଜୁର କରାଯାଇଛି । ଏହି ବୈଠକରେ କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ