latest

Date: August 22, 2019

Total 22 Posts

ଭାରତ ସହ କଥା ହୋଇ କିଛି ଫାଇଦା ନାହିଁ, ଏବେ ପରମାଣୁ ଯୁଦ୍ଧ : ଇମରାନ ଖାନ୍

କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ଏବେ ପାକିସ୍ତାନ ସରକାର ରାଗରେ ରକ୍ତଚାଉଳ ଚୋବାଉଛି । ଭାରତର ମାମଲାକୁ ପାକିସ୍ତାନ ନିଜ ଟେନସନ ଭାବି ସାରା ବିଶ୍ୱରେ ଚହଳ ପକାଉଛି । ପାକିସ୍ତାନ ଉପରେ ଭାରତ ଅତ୍ୟାଚାର କରିଛି । କାଶ୍ମୀରବାସୀଙ୍କ

ଅଲଗା ହେବ ଯୁକ୍ତ 2 ଓ ଯୁକ୍ତ 3

ସ୍କୁଲ ଓ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗର ମିଳିତ ବୈଠକ ହୋଇଛି । ଏହି  ବିଭାଗର ମନ୍ତ୍ରୀ, ସଚିବ ଓ ବରିଷ୍ଠ ଅଧିକାରୀ ଏହି ବୈଠକରେ ଉପସ୍ଥିତ ଥିଲେ । ତେବେ ଏହି ବୈଠକରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେଲେ ରାଜ ଠାକରେ

ମହାରାଷ୍ଟ୍ର ନବ ନିର୍ମାଣ ସେନା ମୁଖ୍ୟ ରାଜ ଠାକରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦଶାଳୟରେ ହାଜର ହୋଇଛନ୍ତି । କୋହିନୁର କୋଠା ମାମଲାରେ ସେ ଜାହର  ହୋଇଥିବା ଜଣାପଡିଛି ।  ଏହାକୁ ନେଇ ସ୍ଥାନୀୟ କାର୍ଯ୍ୟକର୍ତ୍ତା ସେଠାରେ ହଙ୍ଗାମା  କରିଛନ୍ତି । ମୁମ୍ବାଇ

ଅନ୍ତର୍ଜାତୀୟ ସ୍ତରରେ ନିରାଶ ହେବାପରେ ପଶ୍ଚାତାପ କରୁଛି ପାକିସ୍ତାନ, ମାନସମନ୍ଥନରେ ପୁରା ସରକାର

ଅନ୍ତର୍ଜାତୀୟ ଅଦାଲତରେ କାଶ୍ମୀର ମାମଲା ଉଠାଇବ ବୋଲି ପାକିସ୍ତାନ ଦୁଇଦିନ ହେଲା କହୁଛି।ଏଥିପାଇଁ ଅନ୍ତର୍ଜାତୀୟ ଆଇନ କାନୁନ୍ ସଂପର୍କରେ ବୁଝିବା ପାଇଁ ଆଇନ ଜୀବୀମାନଙ୍କ ସହ ପାକିସ୍ତାନ କଥାବାର୍ତ୍ତା ଆରମ୍ଭ କରି ଦେଇଛି। ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କୁରେଶୀ

ଜେରା ସରିଲା, ଏବେ କୋର୍ଟରେ ହାଜର ହେବେ ଚିଦାମ୍ବରମ୍

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ପି. ଚିଦମ୍ବରମଙ୍କୁ  ଗତକାଲି ଗିରଫ କରାଯିବାପରେ  ସିବିଆଇ ପକ୍ଷରୁ ଜେରା ଶେଷ ହୋଇଛି ।  ଏହାପରେ ତାଙ୍କୁ ସିବିଆଇର ସ୍ବତନ୍ତ୍ର ଅଦାଲତରେ ହାଜର କରାଯିବ ବୋଲି ଜଣାଯାଇଛି । ଚିଦମ୍ବରମଙ୍କୁ ଗତକାଲି ରାତିରେ ସିବିଆଇ

7,257 କାଳିଆ ବୃତ୍ତି ଆବେଦନକୁ ମିଳିଲା ମଞ୍ଜୁରୀ

କାଳିଆ ଯୋଜନା ନେଇ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ସମୀକ୍ଷା ବୈଠକ । ବୈଠକରେ କାଳିଆ ବୃତ୍ତି ପ୍ରସଙ୍ଗରେ ସବିଶେଷ ଆଲୋଚନା ହୋଇଛି । କାଳିଆ ବୃତ୍ତି ଯୋଜନାରେ ଆବେଦନ କରିଛନ୍ତି 19,247 ଜଣ । 7257

ମାଓ ମୁକାବିଲା ପାଇଁ ଦିଲ୍ଲୀ ଯିବେ ନବୀନ

ମାଓ ମୁକାବିଲା ନେଇ ଲୋକସେବା ଭବନରେ ବସିଛି ଗୁରୁତ୍ବପୂର୍ଣ୍ଣ ବୈଠକ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଛି । ବୈଠକରେ ପୋଲିସ ଡିଜି, ଗୃହ ସଚିବ ଓ ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଅଛନ୍ତି । ଅନ୍ୟପଟେ

ରହସ୍ୟମୟୀ ବଜାର : କାଜୁ କେଜି 1 ଟଙ୍କା ଓ ଅଣ୍ଡା 16 ଟଙ୍କା

କାଜୁ- କିସମିସ୍ କେଜି ଯଦି ବଜାରରେ କିଲୋ ପ୍ରତି 1ଟଙ୍କାରେ ମିଳେ ତେବେ ଆପଣ ଶୀଘ୍ର ଏହି କଥାକୁ ବିଶ୍ୱାସ କରିପାରିବେ ନାହିଁ । ହଁ ଆଜ୍ଞା ଏକଥା ଅବିଶ୍ୱାସ ଲାଗୁଥିଲେ ବିଲକୁଲ ସତ । ବିହାରରେ ଏହି ଘଟଣା ଦେଖିବାକୁ

ଏପରି କରନ୍ତୁ ନହେଲେ ବନ୍ଦ ହୋଇଯିବ ଆପଣଙ୍କ ‘ଫୋନ୍ ପେ’ !

ଫୋନ ପେ, ପେଟିଏମ, ଭଳି ପେମେଣ୍ଟ ଓ୍ଵାଲେଟର ବ୍ୟବହାର କରୁଛନ୍ତି କି, ତେବେ ଧ୍ୟାନ ଦିଅନ୍ତୁ  ଗୋଟିଏ କଥା ।  ଗ୍ରାହକ ଯଦି କେଓ୍ବାଇସି ପୂରା କରିନାହାନ୍ତି ତେବେ ଆସନ୍ତା ମାସରେ ତାଙ୍କର ଓ୍ଵାଲେଟ କାମ କରିବା ବନ୍ଦ କରିଦେବ। ରିଜର୍ଭ ବ୍ୟାଙ୍କ୍‌

ମିଗ୍ 21 କୁ ପୁଣି ଉଡାଇବେ ଅଭିନନ୍ଦନ

ମିଗ୍ 21 ପାଇଟର ବିମାନକୁ ପୁଣି ଉଡାଇବେ ଓ୍ବିଂଗ କମାଣ୍ଡର ଅଭିନନ୍ଦନ ବର୍ଥମାନ । ବାଲାକୋଟ ଆକ୍ରମଣ ପରେ ଭାରତୀୟ ସୀମାରେ ପଶିଥିବା ପାକିସ୍ତାନର ଏଫ୍-16 ଲଡୁଆ ବିମାନକୁ ମିଗ୍-21 ବାଇସନ୍ ସାମ୍ନା କରି ତଳକୁ ଖେସେଇ ଦେବାରେ ସଫଳ ହୋଇଥିଲା

ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷିବ

ଦକ୍ଷିଣ ପୂର୍ବ ଉତ୍ତରପ୍ରଦେଶ ଓ ଆଖପାଖ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହାର ଟ୍ରାପ ଲାଇନ ଜାମସେଦପୁରରୁ ଦୀଘା ଦେଇ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ପର୍ଯ୍ୟନ୍ତ ରହିଛି। ଅନ୍ୟ ଏକ ଟ୍ରାପ ଲାଇନ ଓଡ଼ିଶା ଦେଇ ଉପକୂଳ ଆନ୍ଧ୍ରପ୍ରଦେଶ ପର୍ଯ୍ୟନ୍ତ