Date: August 24, 2019

Total 6 Posts

ପ୍ରିୟଙ୍କା ଚୋପଡାଙ୍କୁ ୟୁନିସେଫର ବ୍ରାଣ୍ଡ ଆମ୍ବାସଡର ପଦରୁ ହଟାଇବା ପାଇଁ ପାକିସ୍ତାନ ଦାବି, ୟୁଏନ୍ ଦେଲା କଡା ଜବାବ

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପଡାଙ୍କୁ ୟୁନିସେଫର ବ୍ରାଣ୍ଡ ଆମ୍ବାସଡର ପଦରୁ ହଟାଇବା ପାଇଁ ପାକିସ୍ତାନ ଦାବି କରିଛି । କାଶ୍ମୀର ପ୍ରସଙ୍ଗରେ ପ୍ରିୟଙ୍କା ଟ୍ବିଟକରି ଭାରତୀୟ ସେନା ଓ ସରକାରଙ୍କୁ ସମର୍ଥନ କରୁଥିବାରୁ ତାଙ୍କୁ ୟୁନିସେଫର ବ୍ରାଣ୍ଡ ଆମ୍ବାସଡର ପଦରୁ ହଟାଇବା

ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ  ଉପକୂଳ ଓଡ଼ିଶା ସମେତ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ଲାଗି ରହିଛି । ଆଜି କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ

ଜମ୍ମୁ- କାଶ୍ମୀରରେ ପୁଣି ଏକ ବିବାଦ, 492 ଧାରା ଉଚ୍ଛେଦ ଦାବି ଜୋର ଧରିଲା

ଜମ୍ମୁ- କାଶ୍ମୀରରୁ ଧାରା 370 ଉଚ୍ଛେଦର ଟେନସନ ଦୂର ନହେଉଣୁ ପୁଣି ଏକ ବିବାଦ ମୁଣ୍ଡ ଟେକିଛି ।  ଧାରା 492 ଉଚ୍ଛେଦ ପାଇଁ ଏବେ ଦାବି ଜୋର ଧରିଛି। ମୋଟର ଯାନ କିଣିବା  ଓ ପଞ୍ଜୀକରଣ ଆଇନର 492 ଧାରା

ରେଳ ଷ୍ଟେସନରୁ ବଲିଉଡ଼ ସିଙ୍ଗର, ରାନୁ ମଣ୍ଡଳଙ୍କ କାହାଣୀ…

ରେଳୱେ ଷ୍ଟେସନରେ ଗୀତ ଗାଉଥିବା ମହିଳାଙ୍କୁ ବଲିଉଡ଼ରେ ସୁଯୋଗ ଦେଲେ ହିମେସ ରେସମିୟା, ଆସିଲା ନୂଆ ଭିଡ଼ିଓ ରେଳୱେ ଷ୍ଟେସନରେ ଗୀତ ଗାଉଥିବା ମହିଳାଙ୍କ ମିଳିଲା ବଲିଉଡ଼ରେ ସୁଯୋଗ ମିଳିଛି । ବର୍ତ୍ତମାନ ରାନୁ ମଣ୍ଡଳଙ୍କ ଆଉ ଏକ ଭିଡ଼ିଓ ଭାଇରାଲ

ଚିର ନିଦ୍ରାରେ ଅରୁଣ ଜେଟଲୀ, ଛାଡିଗଲେ ଅନେକ କଥା…

 ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ଆଜି ପରଲୋକ ହୋଇଯାଇଛି। ନୂଆଦିଲ୍ଲୀ ସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ  ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 66 ବର୍ଷ ହୋଇଥିଲା। ସେ ଅଗଷ୍ଟ ୯ ତାରିଖରେ ଏମ୍ସରେ ଭର୍ତ୍ତି  ହୋଇଥିଲେ । 

ଆଜିର ରାଶିଫଳ

ମେଷ: ଆଜି ଆପଣ ଉର୍ଜ୍ଜାବାନ୍ ଓ ସକ୍ରିୟ ରହିବେ। ପାରିବାରିକ ମାମଲାରେ ପରିବାର ସଦସ୍ୟଙ୍କ ସାହାଯ୍ୟ ପାଇବେ। ବ୍ୟବସାୟର କରି ଆସୁଥିବା ପ୍ରୟାସରେ ସଫଳ ହେବେ। ଅଚାନକ ଧନପ୍ରାପ୍ତି ହେବ। ପ୍ରେମରେ ସଫଳତା ମିଳିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ସୁରେଶ୍ବରୀ।