ଆଶେସ ଟେଷ୍ଟ: ଅଷ୍ଟ୍ରେଲିଆକୁ ୧ ୱିକେଟ୍‌ରେ ପରାସ୍ତ କରିଛି ଇଂଲଣ୍ଡ

Spread the love

ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଆଶେସ୍‌ ସିରିଜ୍‌ରେ ଦେଖିବାକୁ ମିଳିଛି। ଆଶେସ ସିରିଜ୍‌ର ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଇଂଲିଶ ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କ ଲଢ଼ୁଆ ଶତକ ବଳରେ ଘରୋଇ ଇଂଲଣ୍ଡ ଭ୍ରମଣକାରୀ ଅଷ୍ଟ୍ରେଲିଆକୁ ମାତ୍ର ୧ ୱିକେଟ୍‌ରେ ପରାସ୍ତ କରିଛି। ଇଂଲଣ୍ଡକୁ ଜିତିବା ପାଇଁ ୩୫୯ ରନ୍‌ର ଟାର୍ଗେଟ ମିଳିଥିବା ବେଳେ ଦଳ ଏକଦା ୨୮୬ ରନ୍‌ରେ ୯ଟି ୱିକେଟ୍‌ ହରାଇଥିଲା।  ଷ୍ଟୋକ୍ସ ଗୋଟିଏ ପଟେ ବଡ଼ ଶଟ୍‌ ମାରି ଦଳକୁ ବିଜୟ ମୁକୁଟ ପିନ୍ଧାଇଥିଲେ। 

Tags: