latest

Date: August 28, 2019

Total 21 Posts

ପିଓକେ ପ୍ରସଙ୍ଗରେ ମୁହଁ ଖୋଲିଲେ ଉପରାଷ୍ଟ୍ରପତି, କହିଲେ ଛଡାଇ ଆଣିବାକୁ ହେବ

ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାୟଡୁ ଆଜି କାଶ୍ମୀର ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯଦି ପାକିସ୍ତାନ ସହ ବାର୍ତ୍ତାଳାପ ହୁଏ ତେବେ କେବଳ ପାକିସ୍ତାନ ଅଧୀକୃତ କାଶ୍ମୀର ପ୍ରସଙ୍ଗରେ ଆଲୋଚନା ହେବ । କାଶ୍ମୀର ଭାରତର ଏକ ଅଭିନ୍ନ

ଭାରତ ସହ ସବୁବେଳେ ଅଛି ଋଷିଆ

ଧାରା 370 ଉଚ୍ଛେଦ ପରେ ପାକିସ୍ତାନ ସରକାର ଅନ୍ତର୍ଜାତୀୟ ସ୍ତରରେ ସମସ୍ତ ଦେଶର ଦ୍ୱାରସ୍ଥ ହୋଇସାରିଲାଣି । କେହି ବି ଭାରତର ଆଭ୍ୟନ୍ତରୀଣ ମାମଲାରେ ମୁଣ୍ଡ ପୁରାଇବାକୁ ଚାହୁଁ ନାହାଁନ୍ତି । ଏହା ଭାରତ ସରକାରଙ୍କ ନିଷ୍ପତ୍ତି ବୋଲି ସମସ୍ତ ଦେଶର

ସ୍ନାତକ ଓ ସ୍ନାତକତ୍ତୋର ପରୀକ୍ଷା ହେବ, ମୂଲ୍ୟାୟନ କେନ୍ଦ୍ର ଓ ପ୍ରଶ୍ନ ପତ୍ର ସେଟ୍ ବି ବଢିବ : ଅରୁଣ ସାହୁ

ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ସରକାର ବିଭିନ୍ନ ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ଉଚ୍ଚଶିକ୍ଷା ବିଭାଗର ପରୀକ୍ଷା ଠିକ ସମୟରେ ସାରିବାକୁ ନିଷ୍ପତି ନିଆଯାଇଥିବା ସହ ମୂଲ୍ୟାୟନକାରୀଙ୍କ ପାଉଣା ବଢାଯିବ ବୋଲି ବୈଠକ ଶେଷ ହେବା

ଧାରା 370 ମାମଲାର ଶୁଣାଣି କରିବେ କରିବେ ସୁପ୍ରିମକୋର୍ଟ

ଜମ୍ମୁ କଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେଉଥିବା 370 ଧାରା ରାଷ୍ଟ୍ରପତିଙ୍କ ଆଦେଶ କ୍ରମେ ସଂଶୋଧନ କରାଯାଇ ଦିଆଯାଇଥିବା ସ୍ୱତନ୍ତ୍ର ମାନ୍ୟତା ରଦ୍ଦ କରାଯାଇଛି । ଏହା ବିରୋଧରେ ଦାଏର ହୋଇଥିବା ପିଟିସନର ଶୁଣାଣି କରି ସୁପ୍ରିମ କୋର୍ଟ ଜବାବ ଦାଖଲ

ପାକିସ୍ତାନକୁ ମନେ ପକାଇଲେ ରାହୁଲ, କାଶ୍ମୀର ବିଷୟରେ ମୁଣ୍ଡ ପୁରାଅନି

ପାକିସ୍ତାନକୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କଡା ଜବାବ ଦେଇଛନ୍ତି ।  କେନ୍ଦ୍ର ସରକାରଙ୍କ ଅନେକ ନୀତିକୁ ସେ ସମର୍ଥନ କରିନଥାଇ ପାରନ୍ତି କିନ୍ତୁ କଶ୍ମୀର ଭାରତର ଅନ୍ତରୀଣ ମାମଲା ବୋଲି ଆଜି ଟୁଇଟ୍ କରି ସେ ମତ ରଖିଛନ୍ତି । 

ଭଜପୁରୀ ଫିଲ୍ମ ପାଇଁ ଗୀତ ଗାଇବେ ରାନୁ

ରାନୁ ମଣ୍ଡଲଙ୍କ କ୍ୟାରିଅରର ଗାଡି ହିମେଶ ରେଶମିୟାଁ ଚଲାଇବାରେ ସଫଳ ହୋଇଛନ୍ତି । ତେବେ ସୋସିଆଲ ମିଡିଆ ମାଧ୍ୟମରେ ରାତାରାତି ଷ୍ଟାର ହୋଇଥିବା ରାନୁ ମଣ୍ଡଲ ଏବେବେଶ ଚର୍ଚ୍ଚାରେ ଅଛନ୍ତି ।  ପଶ୍ଚିମ ବଙ୍ଗର ରାନୁ ମଣ୍ଡଳଙ୍କ ମାତ୍ର ଗୋଟିଏ ଭିଡିଓ

ବରମୁଣ୍ଡା ବସ ଷ୍ଟାଣ୍ଡରେ ବଡ ଧରଣର ଅଗ୍ନିକାଣ୍ଡ, ଜଳିଗଲା ଚକାଡୋଳା

ଭୁବନେଶ୍ବର ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ବସ୍‌ଷ୍ଟାଣ୍ଡରେ ଠିଆ ହୋଇଥିବା ଚକାଡୋଳା ନାମକ ବସ୍‌ରେ ନିଆଁ ଲାଗିଯାଇଛି । ନିଆଁକୁ ଆୟତ କରିବାକୁ ଦମକଳ ବାହିନୀର ଉଦ୍ୟମ ଜାରି ରହିଛି । ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ଜଣାପଡିନାହିଁ

ଚାଷୀଙ୍କ ଆୟ ବୃଦ୍ଧି ପାଇଁ ପାଇଲଟ ପ୍ରକଳପର ଶୁବାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଚାଷୀଙ୍କ ଆୟ ବୃଦ୍ଧି କରିବା ପାଇଁ ପାଇଲଟ୍ ପ୍ରକଳ୍ପର ଶୁଭାରମ୍ଭ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସଭା ଭବନରେ ଭିଡିଓ କନଫରରେନ୍ସିଂ ଜରିଆରେ ଏହି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ପାଇଲଟ ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଉନ୍ନତ ଜ୍ଞାନ କୌଶଳ

ହଟିବେ ଇମ୍ରାନ ଖାନ୍, ରାଜ କରିବ ସେନା

ପାକିସ୍ତାନ ରାଜନୀତିରେ ଏକ ବଡ ଧରଣର ଓଲଟପାଲଟ ଦେଖିବାକୁ ମିଳିପାରେ । ପାକିସ୍ତାନର ଶାସନଭାର ହାଇଜାକ କରିପାରେ ସେନା । ଏପରିକି ନଭେମ୍ବର ସୁଦ୍ଧା ପାକିସ୍ତାନରେ ସେନା ରାଜ ଦେଖିବାକୁ ମିଳିପାରେ ବୋଲି ଏଭଳି ଭବିଷ୍ୟବାଣୀ କରିଛନ୍ତି, ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ

ହରିୟାଣାରୁ ଆଇଏସଆଇ ଏଜେଣ୍ଟ ଗିରଫ

ହରିୟାଣାର ଆମ୍ବାଲାରୁ  ଜଣେ ଆଇଏସଆଇ ଏଜେଣ୍ଟକୁ ଗିରଫ କରିଛି ପୁଲିସ ।  ମୋଦି ସରକାରଙ୍କ ଦ୍ୱାରା ଅନୁଚ୍ଛେଦ 370 ହଟିବା ପରେ ରାଜସ୍ତାନର ବାଢମେର ଅଞ୍ଚଳ ଦେଇ ଭାରତକୁ ଆଇଏସାଇ  ଏଜେଣ୍ଟ ମାନେ ଭାରତରେ  ପ୍ରବେଶ କରିଛନ୍ତି । 32ବର୍ଷୀୟ ଅଲ୍ଲୀ

ପ୍ରାଧାନମନ୍ତ୍ରୀ କହୁଛନ୍ତି ପରମାଣୁ ବୋମାର ଭାଷା, ଶାନ୍ତିର ବାର୍ତ୍ତା ପାଇଁ ଏଲଓସି ଆସୁଛନ୍ତି ତାଙ୍କ କ୍ରିକେଟର

ଜମ୍ମୁ-କାଶ୍ମୀରରେ ଧାରା 370 ଉଚ୍ଛେଦ ହେବାପରେ ପୁରା ପାକିସ୍ତାନୀଙ୍କୁ ଜୋରଦାର ଝଟକା ଲାଗିଛି । ଯେକୌଣସି ଉପାୟରେ ପାକିସ୍ତାନ ଭାରତ ଉପରେ ପ୍ରେସର ପକାଇବା ପାଇଁ ଉଦ୍ୟମ କରୁଛି । କେତେବଳେ ପରମାଣୁ ଧମକ ଦେଉଛି ତ କେତେବଳେ ଏୟାର ବେଶ,