Date: August 29, 2019

Total 12 Posts

ବିଜେପିରେ ଅଲୋଡା ଦାମ

ବିଜେଡ଼ିରୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ବହିଷ୍କୃତ ଡ଼ାକ୍ତର ଦାମୋଦର ରାଉତ ଗତ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ  ଦେଇ ଏରସମା-ବାଲିକୁଦା ନିର୍ବାଚନମଣ୍ଡଳୀରୁ ଲଢ଼ିଥିଲେ। କିନ୍ତୁ ନିର୍ବାଚନରେ ହାରିଯିବା ପରେ ସେ ବର୍ତ୍ତମାନ ବିଜେପିରେ ଏକ ପ୍ରକାର ଅଲୋଡା ପାଲଟିଛନ୍ତି। 

ଏମାର ମଠର ବିରାଟ ଭୂତଳ ଅମାର ଘର

ବହୁ ଚର୍ଚ୍ଚିତ ଏମାର ମଠର  ବିରାଟ ଭୂତଳ ଅମାର ଘର ମାଟିରେ ମିଶିଛି |  ଉଚ୍ଛେଦ ବେଳେ ସୁଡ଼ଙ୍ଗ ଭଳି ରାସ୍ତା ତଳେ ଏହି ଅମାରଟି ଦିଶିଥିଲା | ଯାହାର ଉଚ୍ଚତା ୧୦ରୁ ୧୨ ମିଟର ଓ ଓସାର ଖୁବ୍ ବେଶୀ

ତେଲେଙ୍ଗାନା ଏକ୍ସପ୍ରେସରେ ନିଆଁ

ଫରିଦାବାଦର ବଲ୍ଲଭଗଡଠାରେ ଥିବା ପାଲ୍ଲା ଷ୍ଟେସନ ନିକଟରେ ତେଲେଙ୍ଗାନା ଏକ୍ସପ୍ରେସରେ ଆଜି ସକାଳେ ଅଗ୍ନିକାଣ୍ଡ ଘଟିଛି । ସକାଳେ ୭ଟା୪୩ରେ ଏହି ଅଘଟଣ ଘଟିଥିବା କୁହାଯାଉଛି ।ବର୍ତମାନ ଅଗ୍ନିଶମ ବାହିନୀ ନିଆକୁ ଆୟତ କରିବାରେ ସମର୍ଥ ହୋଇଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ,

ସେପ୍ଟେମ୍ବର ୬ରେ ବାହୁଡ଼ିବେ ଜଗା କାଳିଆ

ନୂଆଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା କନ୍ଧମାଳ ମିଲୁପଡ଼ାର ଯୋଡ଼ା ମୁଣ୍ଡ ଶିଶୁ ଜଗା ଓ କାଳିଆ ଖୁବ ଶୀଘ୍ର ଓଡ଼ିଶା ଫେରିବାକୁ ଯାଉଛନ୍ତି । ଆସନ୍ତା ସେପ୍ଟେମ୍ବର ୬ ରେ ସେମାନେ ଦିଲ୍ଲୀରୁ ଫେରିବେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ

ପ୍ଲୁଟୋକୁ ପୁଣି ଗ୍ରହର ମାନ୍ୟତା ଦେଲା ନାସା

ଆମେରିକା ଅନ୍ତରୀକ୍ଷ ଏଜେନ୍ସି ବା ନାସା ପ୍ଲୁଟୋକୁ ପୁଣି ଗ୍ରହ ମାନ୍ୟତା ଦେଇଛି । ନାସାର ମୁଖ୍ୟ ଜିମ୍ ବ୍ରାଇଡନାଷ୍ଟିନ ଏହାକୁକୁ ସୌରମଣ୍ଡଳର ଏକ ଗ୍ରହ ବୋଲି କହିଛନ୍ତି । ଆକାରରେ ସବୁଠାରୁ ଛୋଟ ଥିବା ଏହି ଗ୍ରହକୁ ୨୦୦୬ରେ ସୌରମଣ୍ଡଳରୁ

ଆଜି ଏନଏସଏ ସ୍ତରର ବୈଠକ

ଭାରତ ଓ ଫ୍ରାନ୍ସ ବାଣିଜ୍ୟଭିତ୍ତିକ ସମ୍ପର୍କ ନିବିଡ଼ ହୋଇଛି । ଆଜି ଫ୍ରାନ୍ସର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା(ଏନଏସଏ) ଇମାନୁଏଲ ବୋନ ଭାରତର ଏନଏସଏଙ୍କ ସହ ସାକ୍ଷାତ କରିବେ । ଏହି ବୈଠକରେ ରାଫେଲ ସମେତ ଅନ୍ୟ କିଛି ଉପକରଣ ଉପରେ ଆଲୋଚନା

ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ୍‌ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଗୁରୁବାର ଦିନ ଇନ୍ଦିରା ଗାନ୍ଧୀ ଇନ୍‌ଡୋର୍‌ ଷ୍ଟାଡିୟମ୍‌ରେ ‘ଖେଳ ଦିବସ’ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ୍‌’ ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ। କାର୍ଯ୍ୟକ୍ରମସ୍ଥଳରେ ତାଙ୍କ ସହ ଉପସ୍ଥିତ ଥିଲେ କ୍ରୀଡ଼ାମନ୍ତ୍ରୀ କିରେଣ ରିଜିଜୁ ଏବଂ

ବାଲିଷ୍ଟିକ୍‌ ମିସାଇଲ୍‌ ‘ଗଜ୍‌ନଓ୍ଵି’ ପରୀକ୍ଷା କଲା ପାକିସ୍ତାନ

ଭାରତ ବିରୁଦ୍ଧରେ ପରମାଣୁ ଯୁଦ୍ଧର ଧମକ ଦେଇଥିବା ପାକିସ୍ତାନ ଆଜି ବାଲାଷ୍ଟିକ୍‌ ମିସାଇଲ୍‌ ‘ଗଜନବୀ’ର ପରୀକ୍ଷଣ କରିବାକୁ ଯାଉଛି । ଏହା ୩୦୦ କିଲୋମିଟର୍‌ ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାର କ୍ଷମତା ରଖିଛି । ଗଜନବୀ କ୍ଷେପଣାସ୍ତ୍ର ଭୂପୃଷ୍ଠରୁ ଭୂପୃଷ୍ଠରୁ ଲକ୍ଷ୍ୟଭେଦ କରି

ଯୁକ୍ତ୩ ପରୀକ୍ଷାରେ ଆସିବ ସଂସ୍କାର, ବଢ଼ିବ ଖାତା ଦେଖା ପାଉଣା

ଏଣିକି ଯୁକ୍ତ୩ ପରୀକ୍ଷା ଖାତା ଦେଖୁଥିବା ଅଧ୍ୟାପକଙ୍କୁ ମିଳିବ ଦୁଇ ଗୁଣ ପାଉଣା। ପୂର୍ବରୁ ଗୋଟିଏ ଉତ୍ତର ଖାତା ପିଛା ୧୫ରୁ ୨୦ ଟଙ୍କା ମିଳୁଥିଲା। ଏବେ ତାହାକୁ ୩୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବିଶ୍ବବିଦ୍ୟାଳୟ ଓ ଯୁକ୍ତ୩ କଲେଜଗୁଡ଼ିକର

ଶିକ୍ଷୟିତ୍ରୀ ପିନ୍ଧିବେ ସମ୍ବଲପୁରୀ ଶାଢ଼ି

ବଦଳିବ ସ୍କୁଲ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଡ୍ରେସ୍‌କୋଡ। ଦୁଇ ବର୍ଷ ଧରି ଘୋଷଣାରେ ଅଟକିଥିବା ଏହି ପ୍ରସ୍ତାବକୁ ୨୦୨୦-୨୧ ଶିକ୍ଷାବର୍ଷରୁ ଲାଗୁ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ, ସଚିବ ଓ ବରିଷ୍ଠ

ଆଜି ଲଘୁଚାପ

ଉତ୍ତର ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ଲଘୁଚାପ ପ୍ରଭାବରେ ଗୁରୁବାର କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ଢେଙ୍କାନାଳ, କଟକ, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ତେବେ ୩୦