latest

Date: August 30, 2019

Total 22 Posts

ମୋଦୀ ସରକାରଙ୍କ ବଡ଼ ଆର୍ଥିକ ସଂସ୍କାର : ୨୭ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମଧ୍ୟରେ ମିଶ୍ରଣ ହୋଇ ୧୨ଟି ବ୍ୟାଙ୍କ ହେବ

ଦେଶରେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଥିବାରୁ ତାହାର ମୁକାବିଲା ପାଇଁ ସରକାର ଆର୍ଥିକ ସଂସ୍କାର ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିଛନ୍ତି । ଆଜି କେତେକ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମିଶ୍ରଣ ସଂପର୍କରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଦେଶର ମୋଟ ୨୭ଟି ରାଷ୍ଟ୍ରାୟତ୍ତ

ବରିଷ୍ଠ ଆଇଏଏସ୍‌ ସ୍ତରରେ ଅଦଳବଦଳ: ପ୍ରଦୀପ କୁମାର ଜେନା ହେଲେ ଗ୍ରାମ୍ୟ ଉନ୍ନୟନ ସଚିବ

ଓଡ଼ିଶା ସରକାର ଶୁକ୍ରବାର ବରିଷ୍ଠ ଆଇଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ଜଳ ସମ୍ବଳ ବିଭାଗର ସଚିବ ପ୍ରଦୀପ କୁମାର ଜେନାଙ୍କୁ ସ୍ୱତନ୍ତ୍ର ରିଲିଫ କମିସନର ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି। ସେହିପରି

ପୁଣି ପ୍ରବଚନ ଦେବେ ସାରଥି

ପୁଣି ଥରେ ପ୍ରବଚନ ଦେବାକୁ ସାରଥି ଓରଫ ସନ୍ତୋଷ ରାଉଳ ମନ ବଳାଇଛନ୍ତି। ହାଇକୋର୍ଟରୁ ଅନୁମତି ମିଳିଲେ ପ୍ରବଚନ ଦେବେ ବୋଲି ଆଶା ରଖିଛନ୍ତି। କେନ୍ଦ୍ରାପଡ଼ା ବାବା ସାରଥି ଶୁକ୍ରବାର ଜାମିନର ସର୍ତ୍ତ କୋହଳ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଜାମିନର

ବ୍ୟାନ୍‌ ହେଲା ୧୨ଟି ପାନ୍‌ ମସଲା

ନିତିଶ କୁମାର ସରକାରଙ୍କ ଶାସିତ ବିହାରରେ ୧୨ଟି ପାନ ମସଲାକୁ ବନ୍ଦ କରି ଦିଆଯାଇଛି। ବନ୍ଦ କରାଯାଇଥିବା ପାନ୍‌ ମସଲାଗୁଡ଼ିକରେ ମ୍ୟାଗ୍‌ନେସିୟମ୍‌ କାର୍ବୋନେଟ୍‌ ଥିବା କାରଣରୁ ସେଗୁଡ଼ିକୁ ବନ୍ଦ କରି ଦିଆଯାଇଥିବା ସୂଚନା ରହିଛି। ରାଜ୍ୟର ଖାଦ୍ୟ ଓ ସୁରକ୍ଷା ବିଭାଗ

ରାଜଧାନୀରେ ଯୌନ ପିପାସୁ

ଚିହ୍ନଟ ହେଲା ରାଜଧାନୀ ଯୌନ ପିପାସୁ। ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ କିଛି ଦିନ ତଳେ ଜଣେ ନାବାଳିକାକୁ ବିଚ୍‌ ରାସ୍ତାରେ ଅସଦାଚରଣ କରିଥିବା ଅଭିଯୁକ୍ତ ଚିହ୍ନଟ ହୋଇଥିବା ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି। ତାକୁ ଧରିବାକୁ ଜୋରସୋରରେ ଉଦ୍ୟମ ଚାଲିଥିବା

ପୁରୀରେ ରାନୁ ମଣ୍ଡଳ

ସୋସିଆଲ ମିଡିଆ ଓ ବଲିଉଡରେ ସନସନି ମଚାଇଥିବା ରାନୁ ମଣ୍ଡଳ ପୁରୀରେ । ବଲିଉଡରେ ପ୍ଲେବ୍ୟାକ ସିଙ୍ଗର ଭାବେ କାମ କରିବାର ସୁଯୋଗ ପାଇବା ପରେ ସେ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଦେବାକୁ ପୁରୀ ଆସିଛନ୍ତି । ରେଲୱେ ଷ୍ଟେସନରୁ ବଲିଉଡର

କାଶ୍ମୀର ପ୍ରସଙ୍ଗରେ ମୋଦି ସରକାରଙ୍କୁ କଣ ପରାମର୍ଶ ଦେଲେ ସ୍ୱାମୀ

କାଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ 370 ପ୍ରତ୍ୟାହାର ପରଠାରୁ ପାକିସ୍ତାନର ଭାରତ ସମ୍ପର୍କ ତିକ୍ତ ହେବାରେ ଲାଗିଛି । ଏହି କ୍ରମରେ ଇମ୍ରାନ ସରକାର ପୁଣି ଥରେ ପାକ୍ ଏରୋସ୍ପେସ୍ କୁ ଅନ୍ତର୍ଜାତୀୟ ଉଡାଣ ଲାଗି ବନ୍ଦ ବନ୍ଦ କରିଦେଇଛନ୍ତି । ଏ

ଗୁଣିଗାରେଡି ସନ୍ଦେହରେ ନିର୍ମମ ହତ୍ୟା

ଦୁନିଆ ଯେତେ ଆଗକୁ ଗଲେ ବି ଗାଁ ଗହଳିରୁ ଅନ୍ଧବିସ୍ୱାସକୁ ଦୂର କରିପାରୁନି । ତାହାର ଏକ ଦାରୁଣ ଟିତ୍ର ଦେଖିବାକୁ ମିଳିଛି ମାଲକାନଗିରି ଦିଲ୍ଲା ଓରେଲଗୁଣ୍ଡା ଗାଁରୁ । ଗୁଣି ଗାରେଡ଼ି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଠେଙ୍ଗାରେ ପିଟି ପିଟି

ଚିଦାମ୍ବରଙ୍କ ରିମାଣ୍ଡ ଅବଧି ଶେଷ ଆଜି

ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସିବିଆଇ ରିମାଣ୍ଡରେ ଥିବା ଚିଦାମ୍ୱରମଙ୍କ ରିମାଣ୍ଡ ଅବଧି ଆଜି ଶେଷ ହେଉଛି । ଏହାପରେ ସିବିଆଇ ଯଦି ଅଧିକ ରିମାଣ୍ଡ ଅବଧି ପାଇଁ ସୁପ୍ରିମକୋର୍ଟରେ ଅପିଲ୍ କରିବ ତା’ହେଲେ ସେ ପୁଣି ରିମାଣ୍ଡରେ ଯିବେ ।

ଧର୍ମ ଅଥବା ଭଗବାନ

ଧର୍ମ ଅଥବା ଭଗବାନ(ଭଗବାନ, ଆଲ୍ଲା, ଯୀଶୁ, ବୌଦ୍ଧ ତଥା ସାଇ ଓ ଅନ୍ୟ)ଙ୍କୁ ମହାନ୍ କରିବା ପାଇଁ ଉତ୍ତମ ସ୍ଥାନ ନିଜର ମନ ମନ୍ଦିର, କିନ୍ତୁ ଆଜିର କିଛି ବଣିକ ବ୍ୟକ୍ତି ତାକୁ ନିଜର ଦୋକାନ ଚଲାଇବାକୁ ଯାଇ ମନ୍ଦିରର ସାହାରା

ଜରତା ବେଶ୍ୟା କିପରି ଓ କାହିଁକି ମହର୍ଷି ଋଷ୍ୟଶୃଙ୍ଗଙ୍କୁ ଅଙ୍ଗଦେଶକୁ ଆଣିଲେ

ମହର୍ଷି ଋଷ୍ୟଶୃଙ୍ଗ କଥା ଶୁଣି ବେଶ୍ୟାମାନେ କହିଲେ–ଆମ ଗୁରୁ କାଲି ଆସି ତୁମକୁ ଦେଖିବେ । ବର୍ତ୍ତମାନ ଆମ ଵେଦ ପାଠ କରୁଛୁ ଶୁଣ । ଏହା କହି ସେମାନେ ଵାଦ୍ୟଯନ୍ତ୍ର ଵଜାଇ ସୁସ୍ୱରରେ ଗୀତ ବୋଲିବାରେ ଲାଗିଲେ । ଏଭଳି