latest

Month: September 2019

Total 515 Posts

ଅଦରକାରୀ ପ୍ଲାଷ୍ଟିକକୁ ନେଇ ନିର୍ମାଣ ହେଲା ସଡ଼କ

View: 130 ଗାଜିଆବାଦ୍‌ରେ ଅଦରକାରୀ ପ୍ଲାଷ୍ଟିକ୍‌କୁ ବ୍ୟବହାର କରାଯାଇ ରାସ୍ତା ନିର୍ମାଣ କରାଯାଇଛି । ୩ମିଟର ଚଉଡ଼ାର ପ୍ରାୟ ୩୦୦ମିଟର ଲମ୍ବା ରାସ୍ତା ନିର୍ମାଣ କରାଯାଇଥିବା ବେଳେ ଏଥିପାଇଁ ୩୫୦କିଲୋ ପ୍ଲାଷ୍ଟିକ୍‌ର ବ୍ୟବହାର କରାଯାଉଛି । ରବିବାର ସ୍ଥାନୀୟ ମେୟର ଓ

ଓଡ଼ିଶା ଆସୁଛନ୍ତି ଏନ୍‌ଆଇଏ ଡିଜି

View: 44 ଆସନ୍ତା ୩ ତାରିଖରେ ଓଡ଼ିଶା ଆସୁଛନ୍ତି ନ୍ୟାଶନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନ୍‌ଆଇଏ) ଡିଜି ଯୋଗେଶ ଚନ୍ଦ୍ର ମୋଦି। ଆତଙ୍କବାଦୀ ମାମଲାର ତଦନ୍ତ ସଂପର୍କରେ ପୁଲିସକୁ ଦିଆଯିବ ପ୍ରଶିକ୍ଷଣ। ଏନଆଇଏ ଡିଜିଙ୍କ ସହ ମଧ୍ୟ ବରିଷ୍ଠ ଅଧିକାରୀ ଆସୁଛନ୍ତି। ଭୁବନେଶ୍ୱରସ୍ଥିତ

୧୦୦ ଶକ୍ତିଶାଳୀ ଭାରତୀୟଙ୍କ ତାଲିକାରେ ସ୍ଥାନ ପାଇଲେ ୪ ଓଡ଼ିଆ

View: 45 ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜାତୀୟ ଗଣମାଧ୍ୟମ ଇଣ୍ଡିଆନ୍ ଏକ୍ସପ୍ରେସ ପକ୍ଷରୁ ପ୍ରକାଶିତ ୧୦୦ ଶକ୍ତିଶାଳୀ ଭାରତୀୟଙ୍କ ତାଲିକାରେ ସ୍ଥାନ ପାଇଛନ୍ତି । ଗତବର୍ଷ ମଧ୍ୟ ଏହି ସୂଚୀରେ ରାଜ୍ୟର ଏହି ଦୁଇ

ମମତା ସରକାରଙ୍କ ନିଷ୍ପତ୍ତି: ଅକ୍ଟୋବର ୨ରେ ମିଳିବ ନାହିଁ ଛୁଟି

View: 27 ପୂର୍ବରୁ ପ୍ରତି ବର୍ଷ ଗାନ୍ଧୀ ଜୟନ୍ତୀରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଛୁଟି ମିଳୁଥିବା ବେଳେ ଏବେ ସେହି ବ୍ୟବସ୍ଥାରେ ପରିବର୍ତ୍ତନ ଅଣିଛନ୍ତି ମମତା ସରକାର । ପଶ୍ଚିମବଙ୍ଗ ସରକାର ସ୍କୁଲକୁ ବନ୍ଦ ନ ରଖି ସ୍କୁଲ ପରିସରରେ ଗାନ୍ଧୀ ଜୟନ୍ତୀ

୯୦୦ ରେଳ ଷ୍ଟେସନରେ ସଫେଇ କାର୍ଯ୍ୟ କଲେ ଜିଓ କର୍ମଚାରୀ

View: 45 ‘ସ୍ୱଚ୍ଛ ଭାରତ’ର ବାର୍ତ୍ତା ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ଜିଓ ପକ୍ଷରୁ ଦେଶର ୯୦୦ଟି ରେଳ ଷ୍ଟେସନରେ ସଫେଇ ଅଭିଯାନ ହାତକୁ ନିଆଯାଇଛି। ଏକ ସ୍ୱଚ୍ଛ ପରିବେଶ ସୃଷ୍ଟି ଉଦ୍ଦେଶ୍ୟରେ ଦେଶ ବ୍ୟାପୀ ଆରମ୍ଭ କରାଯାଇଥିବା ‘ଜିଓ ସ୍ୱଚ୍ଛ

କରତାରପୁର କରିଡର ଉଦଘାଟନ ପାଇଁ ମନମୋହନ ସିଂହଙ୍କୁ ଆମନ୍ତ୍ରଣ କଲା ପାକିସ୍ତାନ

View: 24 କରତାରପୁର କରିଡର ଉଦଘାଟନ ପାଇଁ ପାକିସ୍ତାନ ନୂଆ ଷଡଜନ୍ତ୍ର ରଚିଛି । ପାକିସ୍ତାନ ସରକାର କହିଛି ଉଦଘାଟନ ଉତ୍ସବରେ ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଆମନ୍ତ୍ରଣ କରାଯିବ । ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୁହେଁ ।

ଭାରତରେ ସାଉଦି ଆରବ ନିବେଶ କରିବ 10 ହଜାର କୋଟି

View: 370 ବାରତର ଅନ୍ତର୍ଜାତିୟ ସ୍ତରରେ କାରବାର ବୃଦ୍ଧି ପାଉଛି। ସାଉଦି ଆରବ ଭାରତରେ 10 ହଜାର କୋଟି ଟଙ୍କା ନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛି I ବିଶ୍ୱର ସର୍ବବୃହତ ତୈଳ ରପ୍ତାନିକାରୀ ରାଷ୍ଟ୍ର ସାଉଦି ଆରବ ଆଗାମୀ ଦିନରେ

ବଦଳିଲା ବ୍ୟାଙ୍କ ସମୟ , 10ରୁ 4ଟା ପର୍ଯ୍ୟନ୍ତ ଖୋଲା ରହବି

View: 2,049  ଆସନ୍ତାକାଲିଠାରୁ ସମସ୍ତ ସରକାରୀ ବ୍ୟାଙ୍କର କାର୍ଯ୍ୟ ଅବଧି ସକାଳ 10ଟାରୁ ଅପରାହ୍ନ 4 ଟା ଯାଏଁ ଚାଲିବ । ପୂର୍ବରୁ ଏନେଇ କୁହାଯାଉଥିବା ବେଳେ ଆଜି ଏହାକୁ ନୀତିଗତ ଭାବେ ଲାଗୁ କରାଯିବା ନେଇ ଷ୍ଟେଟ ଲେବଲ ବ୍ୟାଙ୍କର୍ସ

ଆରଟିଓ ଅଫିସ୍ ନିକଟରେ ଥିବା ଦଲାଲଙ୍କ ଘର ଭାଙ୍ଗିଲା ପ୍ରଶାସନ

View: 1,570  ଭୁବନେଶ୍ୱର ଆରଟିଓ ଅଫିସ ସମ୍ମୁଖରେ ଦଲାଲମାନେ ରହୁଥିବା ଅସ୍ଥାୟୀ ଘର ଓ କ୍ୟାବିନକୁ ଭାଙ୍ଗିଛି ପ୍ରଶାସନ । ଆଚର୍ଯ୍ୟ ବିହାରସ୍ଥିତ ଆରଟିଓ ୱାନ୍ ଅଫିସ ସମ୍ମୁଖରେ ଥିବା ଓ ପଛ ପଟେ ଥିବା ଘରକୁ ଭଙ୍ଗାଯାଉଛି । ମେସାମବାର

ପ୍ଲାଷ୍ଟିକ୍ ଫେରାଇଲେ ମିଳୁଛି ମାଗଣା ଖାଦ୍ୟ !

View: 9,181 ବ୍ୟବହୃତ ପ୍ଲାଷ୍ଟିକ୍‌ ଫେରାଇଲେ ମିଳୁଛି  ମାଗଣାରେ ଖାଦ୍ୟ ! ଏପରି ଆକର୍ଷଣୀୟ ଅଫର୍‌ କିଏ ଦେଉଛନ୍ତି  ଛତିଶଗଡ଼ର ଏକ କ୍ୟାଫେର ମାଲିକ।   ଗ୍ରାହକମାନେ ବ୍ୟବହୃତ ପ୍ଲାଷ୍ଟିକ୍‌ ଦେଇ ତାଙ୍କ କ୍ୟାଫେରୁ ମାଗଣାରେ ଖାଦ୍ୟ ଖାଇପାରିବେ ବୋଲି କୁହଯାଇଛି। ଛତିଶଗଡ଼ର

ସତର୍କ ରୁହନ୍ତୁ ଆଜି ଆପଣଙ୍କ ଜିଲ୍ଲାରେ ହୋଇପାରେ ବଜ୍ରପାତ

View: 1,666 ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ପାଇଁ 10 ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ କନ୍ଧମାଳ, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, କଟକ, ଢ଼େଙ୍କାନାଳ, ଭଦ୍ରକ, କେନ୍ଦ୍ରାପଡ଼ା,ବାଲେଶ୍ୱର ଓ ମୟୁରଭଞ୍ଜ